Home Left

ଯମୁନା ନଦୀରେ ବୁଡ଼ିଲା ଡଙ୍ଗା: ୨୦ ମୃତ

ଲକ୍ଷ୍ନୌ,୧୧।୮: ଉତ୍ତରପ୍ରଦେଶର ବନ୍ଦା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଯମୁନା ନଦୀରେ ଏକ ଡଙ୍ଗା ବୁଡ଼ି ୨୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଡଙ୍ଗାଟି ମାର୍କା ଘାଟ୍‌ରୁ ଫତେହପୁର ଅଭିମୁଖେ ଯାଉଥିଲା। ସେତିକି ବେଳେ ଏହି ଘଟଣା ଘଟିଥିବା…

ବିମାନରେ ସିଗାରେଟ୍‌ ଟାଣୁଥିଲେ ବଡି ବିଲ୍‌ଡର୍‌: ଭିଡିଓ ଭାଇରାଲ ପରେ ଯାଞ୍ଚ୍‌ ନିର୍ଦ୍ଦେଶ ଦେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୮:ଜଣାଶୁଣା ବଡି ବିଲଡର୍‌ ବବି କାଟାରିଆ ସ୍ପାଇଟ୍‌ଜେଟ୍‌ ବିମାନରେ ବସି ସିଗାରେଟ୍‌ ଟାଣୁଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଏହାକୁ ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

‘ମିଛ କହିବାର କଳା ମୋଦି ଜୀଙ୍କୁ ଆସେ’

ପାଟନା,୧୧।୮: ବିହାରରେ ପୁଣି ମହାମେଣ୍ଟ ସରକାର ଗଠନ କରାଯାଇଛି। ଅଷ୍ଟମଥର ପାଇଁ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ପୂର୍ବରୁ ବିରୋଧୀ ଦଳର ନେତା ଥିବା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶପଥ ଗ୍ରହଣ କରିବାର ଗୋଟିଏ ଦିନ…

ଡାକ୍ତରଖାନାରେ ପହଞ୍ଚିଲେ ରାଜୁଙ୍କ ସ୍ତ୍ରୀ-ବନ୍ଧୁ; ଫୋନ ଯୋଗେ କଥା ହେଲେ ଯୋଗୀ

ବମ୍ବେ: କାଲି ଦୁନିଆକୁ ହସାଉଥିବା ଲୋକ ଆଜି ଜୀବନ ମରଣ ସହ କରୁଛି ସଂଘର୍ଷ। କେତେବେଳେ କ’ଣ ହେବ କୁହାଯାଇ ନ ପାରେ। ଆମେ କହୁଛୁ ଦେଶର ଖ୍ୟାତନାମା ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ବିଷୟରେ। ବୁଧବାର ଜିମ୍‌ରେ ଟ୍ରେଡ୍‌ମିଲ…

ମଲାଇକାଙ୍କୁ କେବେ କରିବେ ବିବାହ? ଜାଣନ୍ତୁ କ’ଣ କହିଲେ ଅଭିନେତା

କରନ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରନ’ରେ ଭିନ୍ନ ଭିନ୍ନ ଅଭିନେତା-ଅଭିନେତ୍ରୀ ନଜର ଆସନ୍ତି। ଏହି ଶୋ’ ମାଧ୍ୟମରେ ସେ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ବିଷୟରେ ଖୁଲାସା କରୁଥିବା ଦେଖିବାକୁ ମିଳେ। ତେବେ ଏପିସୋଡ୍‌ -୬ରେ କରନଙ୍କ ଏହି ଶୋ’ରେ…

ସ୍ମାର୍ଟଫୋନ୍‌ ନିଶାରେ ମାଙ୍କଡ଼, ଭିଡିଓ ଦେଖିଲେ…

ଦିନଥିଲା ଲୋକମାନେ ପରସ୍ପର ପାଇଁ ବହୁତ ସମୟ ଦେଉଥିଲେ। କିନ୍ତୁ ଯେବେଠୁ ସ୍ମାର୍ଟଫୋନ୍‌ ଆସିଲାଣି ସେବେଠାରୁ କାହା ପାଇଁ କାହା ପାଖରେ ସମୟ ନାହିଁ। ପିଲାଠୁ ବୟସ୍କ ଯାଏ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍‌। ଦିନରାତି ଏକ କରିଦେଉଛନ୍ତି ଏହି ଫୋନ୍‌ ପାଇଁ।…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରନ୍ତି ମୋଦି

ନୂଆଦିଲ୍ଲୀ,୧୧।୮: ଆସନ୍ତା ମାସରେ ଉଜବେକିସ୍ତାନରେ ହେବାକୁ ଥିବା ସାଂଘାଇ କୋଅପରେଶନ ଅରଗାନାଇଜେସନ(ଏସସିଓ) ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଭେଟି ପାରନ୍ତି। ଏସସିଓ ବୈଠକ ୧୫-୧୬ ସେପ୍ଟେମ୍ବରରେ ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ହେବ। ଏସସିଓ ବୈଠକରେ  ଉଭୟ…

ଆହୁରି ୫ଦିନ ବର୍ଷିବ

ଭୁବନେଶ୍ୱର,୧୧।୮(ବ୍ୟୁରୋ):ଆସୁଛି ଆଉ ଏକ ଲଘୁଚାପ। ଆହୁରି ୫ଦିନ ଯାଏ ବର୍ଷିବ। ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ପାଣିପାଗ ବିଜ୍ଞାନୀଙ୍କ କହିବାନୁଯାୟୀ, ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ଗୁରୁବାର, ଶୁକ୍ରବାର ପ୍ରବଳ ବର୍ଷା…

ତେଜସ୍ବୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ପାଟନା,୧୧।୮: ବିହାରରେ ପୁଣି ମହାମେଣ୍ଟ ସରକାର ଗଠନ କରାଯାଇଛି। ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ବର୍ତ୍ତମାନ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଉପମୁଖ୍ୟମନ୍ତ୍ରୀ ହେବାପରେ ଗୃହ ବିଭାଗ ପକ୍ଷରୁ ତାଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ତେଜସୱୀ ଯାଦବଙ୍କୁ ଜେଡ୍‌…

ଶ୍ରୀକାନ୍ତ ତ୍ୟାଗୀଙ୍କୁ ମିଳିଲାନି ଜାମିନ

ଲକ୍ଷ୍ନୌ,୧୧।୮: ନୋଏଡ଼ା ହାଉସିଂ ସୋସାଇଟିରେ ପଡୋଶୀ ମହିଳାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିବା ଅଭିଯୋଗରେ ଗିରଫ ହୋଇଥିବା ସ୍ଥାନୀୟ ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀ ଅଡୁଆ ବଢିବାରେ ଲାଗିଛି। ଶ୍ରୀକାନ୍ତଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ନୋଏଡାର ସୁରଜପୁର…

ଝିଅ ମାଳତୀଙ୍କ ଫଟୋ ଶେୟାର କଲେ ପ୍ରିୟଙ୍କା

ବଲିଉଡ୍‌ ତଥା ହଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହା ସହିତ ସେ ତାଙ୍କ ପରିବାର ସହିତ ସମୟ ବିତାଇବାକୁ ମଧ୍ୟ ଭଲ ପାଆନ୍ତି। ନିକଟରେ…

ରିଲିଜ୍‌ ହେଲା ଆମିରଙ୍କ ଫିଲ୍ମ: ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ

ବହୁ ପ୍ରତୀକ୍ଷାର ହେଲା ଅନ୍ତ। ଅଭିନେତା ଆମିର ଖାଁ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ ଗୁରୁବାର ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଥିଲା। ସକାଳୁ ସକାଳୁ ଆମିରଙ୍କ ଫିଲ୍ମ ଦେଖିବାକୁ ସିନେମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri