Home Left

ରାସ୍ତାରେ ପଡ଼ିଲା ଗଛ, ଅଟକି ରହିଲା ଗାଡ଼ି

ପାଟଣା,୧୪।୮(ସ୍ବ.ପ୍ର.): ଲଗାଣ ବର୍ଷାରେ ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା- କରଞ୍ଜିଆ ରାସ୍ତାର ସାହାରପଡ଼ା ଉଦୟପୁର ଛକ ନିକଟରେ ଏକ ଗଛ ପଡ଼ିଯାଇଛି। ଗଛଟି ଶନିବାର ବିଳମ୍ବିତ ରାତିରେ ରାସ୍ତା ଉପରେ ପଡ଼ିଥିବାରୁ ଅଳ୍ପ ସମୟ ପାଇଁ ଗାଡ଼ି ଚଳାଚଳରେ ବାଧା…

ଶପିଂ କରୁଥିଲେ

ବର୍ତ୍ତମାନ ସମସ୍ତ ଦୋକାନ ବଜାର ଖୋଲା। ନା ଅଛି କରୋନା କଟକଣା, ନା ଅଛି ସନ୍ଧ୍ୟା ପୂର୍ବରୁ ଦୋକାନ ବନ୍ଦ ହୋଇଯିବାର ଟେନ୍‌ସନ୍‌। ତେଣୁ ସବୁଠି ଗ୍ରାହକଙ୍କ ଭିଡ଼ ଜମୁଛି। ହେଲେ ଏବେ ବି କରୋନା ସଙ୍କଟ ସମ୍ପୂର୍ଣ୍ଣ ଦୂର ହୋଇ…

ଆଜାଦୀର ମହୋତ୍ସବ

ଆସନ୍ତାକାଲି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେବ ଆଜାଦୀର ଅମୃତ ମହୋତ୍ସବ। ଦେଶର ପ୍ରତିଟି ଘରେ ଫରଫର ହୋଇ ଉଡ଼ିବ ତ୍ରିରଙ୍ଗା । ତେବେ ଏହି ବିଶେଷ ଦିବସକୁ ସ୍ମରଣୀୟ କରିବା ଲାଗି ଭାରତବର୍ଷର ବିଭିନ୍ନ ସ୍ଥାନରେ…

ଲଗାଣ ବର୍ଷାରେ ରେଳ ଲାଇନ୍‌ରେ ଖସିଲା ମାଟି ଅତଡ଼ା

ରାୟଗଡା ଅଫିସ,୧୪।୮: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ତେବେ ରାୟଗଡ଼ା ଜିଲାରେ ଲଗାଣ ବର୍ଷା ପ୍ରଭାବରେ କେଆର୍‌ ରେଳ ଲାଇନ୍‌ ଉପରେ ମାଟି ଅତଡ଼ା ଖସି…

‘ବେବିମୁନ’ ଉପଭୋଗ କରୁଛନ୍ତି ଆଲିଆ

ବି ଟାଉନ୍‌ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପାଓ୍ବାରଫୁଲ ଯୋଡି ଭାବେ ଜଣାଶୁଣା। ଖୁବ ଶୀଘ୍ର ଉଭୟ ନିଜର ପ୍ରଥମ ସନ୍ତାନକୁ ଏହି ଦୁନିଆକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏନେଇ ଦୁହେଁ ବେଶ ଖୁସି ଅଛନ୍ତି। ଏବେ ‘ରାଲିଆ’ ବେବିମୁନ…

ପାହାଡ଼ ତଳ ଖାଦାନ ନିକଟରୁ ମୃତଦେହ ଜବତ, କେହି ମାରି ଟାଙ୍ଗିଥିବା ସନ୍ଦେହ

ନିରାକାରପୁର,୧୪।୮(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ପଞ୍ଚାୟତ ରାଉଲହଜ ଚିତ୍ରକୂଟ ପାହାଡ଼ ପାଦଦେଶରେ ଥିବା ଏକ ପଥର ଖଣିରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ଏକ ଘଛ ଡାଳରୁ ମୃତଦେହ ପୋଲିସ ଜବତ କରି…

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪ା୮: ଏସିଆ କପ ଟି-୨୦ ଟୁର୍ନାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଐତିହାସିକ ମ୍ୟାଚ ଅଗଷ୍ଟ ୨୮ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚ ପାଇଁ ଅପେକ୍ଷା କରିଛନ୍ତି।…

ଫସଲବୀମା ପ୍ରଦାନରେ ବିଳମ୍ବ, ରେଳ ଧାରଣାରେ ଚାଷୀ

ବରଗଡ଼ ଅଫିସ,୧୪।୮: ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ହୋଇଛି। ବରଗଡ଼ ଜିଲାର ଅନେକ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏପର୍ଯ୍ୟନ୍ତ ୨୦୨୧ ଖରିଫ ଫସଲକ୍ଷତିର ବୀମା କ୍ଷତିପୂରଣ ମିଳିପାରି ନାହିଁ। ଚାଷୀମାନେ ବୀମା…

ଭାରତୀୟ କନ୍ୟାବେଶରେ ସଜେଇ ହେଲେ ବିଦେଶିନୀ, କାରଣ ଜାଣିଲେ…

ଫିଲ୍ମ କିମ୍ବା ସୋସିଆଲ ମିଡିଆରେ ଅନ୍ୟ ଦେଶର ବିବାହ ସମ୍ବନ୍ଧୀୟ ଭିଡିଓ, ବରକନ୍ୟା ପିନ୍ଧିଥିବା ପୋଷାକ ନିଶ୍ଚିତ ଦେଖିଥିବେ। କିନ୍ତୁ ସବୁଠୁ ସୁନ୍ଦର ଦେଖାଯା’ନ୍ତି ଭାରତୀୟ ବରକନ୍ୟା। ଏହାକୁ କେହି ବି ଅସ୍ବୀକାର କରିପାରିବେ ନାହିଁ। ଅଳଙ୍କାର, ବିବାହ ପୋଷାକ ଏବଂ…

ଋଷିକୂଲ୍ୟାରେ ବଢୁଛି ଜଳସ୍ତର

ଗଞ୍ଜାମ,୧୪ା୮(ଡି.ଏନ୍‌.ଏ.): ଗଞ୍ଜାମ ସହର ଦାମୋଦରପୁରସ୍ଥିତ ଋଷିକୂଲ୍ୟାର ଜଳସ୍ତର ବୃଦ୍ଧି ପାଇଚାଲିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଉପର ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୫ ଦିନ ହେବ ତୁହାକୁ ତୁହା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ଜଣଙ୍କ ମୃତ୍ୟୁ…

ମୁମ୍ବାଇ, ୧୪।୮ : ରବିବାର ସକାଳେ ମହାରାଷ୍ଟ୍ରର ବିଡ ଜିଲାରେ ଏକ କାର ଏବଂ ଟେମ୍ପୋ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ମଞ୍ଜରସୁମ୍ବା-ପାଟୋଦା ରାଜପଥରେ ଭୋର ପ୍ରାୟ ୫ଟା ୩୦…

ବନ୍ୟା ଜଳ ଛାଡ଼ିଲା ବାଘୁଆ ଜଳଭଣ୍ଡାର

ବୁଗୁଡ଼ା,୧୪ା୮(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରର ଜଳ ବିପଦ ସଙ୍କେତ ନିକଟରେ ପହଞ୍ଚିବା ପରେ ଜଳଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ତାର ଦୁଇଟି ଗେଟ୍‌ ଖୋଲାଯାଇ ୨୦୨୨ର ପ୍ରଥମ ବନ୍ୟା ଜଳକୁ ନଦୀରେ ଶନିବାର ରାତିରେ ଛଡ଼ାଯାଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri