Advertisement

ବଦଳି ଗଲେଣି କୁନି ଶ୍ରେୟା, ଏବେ ଚିହ୍ନିବା ମୁସ୍କିଲ

ବମ୍ବେ: ବଦଳିଗଲେଣି ଟେଲି ପରଦାର ଲୋକପ୍ରିୟ ଶୋ’ ‘କସୌଟି ଜିନ୍ଦେଗୀ କି’ରେ ନଜର ଆସିିଥିବା କୁନି ଝିଅ ଶ୍ରେୟା ଶର୍ମା। ତାଙ୍କୁ ଏବେ ୨୫ ବର୍ଷ। ହଠାତ ଦେଖିଲେ ଯେକେହି ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଯିବ। କାରଣ ସେ ସାମାନ୍ୟ ମୋଟି ହୋଇଯାଇଛନ୍ତି। ଫଳରେ ବଦଳି ଯାଇଛି ତାଙ୍କ ଲୁକ୍‌।

ଶ୍ରେୟା ଅନେକ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଫିଲ୍ମରେ କାମ କରିଛନ୍ତି। ହେଲେ କସୌଟି ଜିନ୍ଦେଗୀରୁ ତାଙ୍କୁ ଖ୍ୟାତି ମିଳିଥିଲା। ଏଥିରେ ତାଙ୍କ ଚରିତ୍ରର ନାଁ ଥିଲା ସ୍ନେହା ବଜାଜ। ନିଜ ଅଭିନୟ ପାଇଁ ସେ ଅନେକ ପୁରସ୍କାର ଜିତିଥିଲେ। ସେ ଫିଲ୍ମ ଚିଲ୍ଲର ପାର୍ଟି ପାଇଁ ଜାତୀୟ ପୁରସ୍କାର ମଧ୍ୟ ଜିତିଥିଲେ।

ହିମାଚଳ ପ୍ରଦେଶରେ ଜନ୍ମିତ ଶ୍ରେୟାଙ୍କ ବାପା ଇଞ୍ଜିନିୟର। ତାଙ୍କ ମା’ ଜଣେ ଡାଏଟିଶିଆନ୍‌। ସେ ଏକ ଡାଏଟ୍‌ କ୍ଲିନିକ୍‌ ଚଳାନ୍ତି। ଶ୍ରେୟା ଆଇନ୍‌ରେ ସ୍ନାତକ ଶେଷ କରିଛନ୍ତି। ଏବେ ସେ ଆଡଭୋକେଟ୍‌ ଲାଗି ପ୍ରାକ୍ଟିସ ଚଳାଇଛନ୍ତି।

ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଅଛନ୍ତି ଶ୍ରେୟା। ତାଙ୍କର ୪୦୮ ହଜାର ଫଲୋଅର୍ସ ଅଛନ୍ତି। ହେଲେ ଅଭିନୟ ଠାରୁ ସେ ନିଜକୁ ଦୂରେଇ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରଜାଲ

ପ୍ରଯୋଜକ ରମେଶ ବାରିକ ଆଉ ଏକ ସିନେମାର ପ୍ରଯୋଜନା କରିବାକୁ ଯାଉଛନ୍ତି। ଉକ୍ତ ଓଡ଼ିଆ ସିନେମାର ଟାଇଟଲ ରହିଛି ‘ଇନ୍ଦ୍ରଜାଲ’। ଆର୍‌.ଆର୍‌, ଇଭେଣ୍ଟସ ବ୍ୟାନରରେ ଚିତ୍ରଟିର...

ଚାଲିଗଲେ ଶାହାରୁଖ ଖାଁଙ୍କ ଭଉଣୀ

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାଁଙ୍କ ସମ୍ପର୍କୀୟ ଭଉଣୀ ନୁର୍‌ ଜହାଁଙ୍କ ପରଲୋକ ଘଟିଛି। ସେ କିଛିଦିନ ହେବ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ...

ସଙ୍ଗିତ ମାଧ୍ୟମରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନେହା

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ହୋଇ ଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକ ସହଜରେ ଏହାକୁ ଗ୍ରହଣ...

ଖୁବ୍‌ ଡର ଥିଲା ପବ୍ଲିକ୍‌କୁ

ଜୟ ମା’ ଲକ୍ଷ୍ମୀ’ ସିରିୟଲରୁ ‘ସୁନ୍ଦରଗଡ଼ର ସଲ୍‌ମାନ ଖାଁ’ ପର୍ଯ୍ୟନ୍ତ। ପୁଣି ‘ଚୁମ୍ବକ’ ଓ୍ବେବ ସିରିଜ୍‌ରେ କିସିଂ ସିନ୍‌ ଦେଇ ଚର୍ଚ୍ଚାକୁ ଆସିଥିବା ଗ୍ଲାମର୍ସ ହିରୋଇନ୍‌...

ପକ୍ଷାଘାତରେ ଆକ୍ରାନ୍ତ ହେଲେ ଏହି ଅଭିନେତ୍ରୀ

ହିଟଲର ଦିଦି, କୁବୁଲ ହୈ, ଇଶ୍କବାଜ ଏବଂ ତେନାଲୀ ରାମା ଭଳି ଧାରାବାହିକରେ କାମ କରିସାରିଥିବା ଟିଭି ଅଭିନେତ୍ରୀ ନିଶି ସିଂ ଭଦଲି ଫେବୃୟାରୀ ୨୦୧୯ରୁ...

ମଲାଇକାଙ୍କୁ ଜନ୍ମଦିନରେ ଏପରି ଶୁଭେଚ୍ଛା ଜଣାଇଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ର ନୂଆ ଲଭବର୍ଡ ମଲାଇକା ଅରୋରା- ଅର୍ଜୁନ କପୁର ନିଜ ସମ୍ପର୍କକୁ ଖୋଲାଖୋଲି ସ୍ବିକାର କରିବା ଆରମ୍ଭ କଲେଣି। ବୁଧବାର ମଲାଇକାଙ୍କ ଜନ୍ମଦିନ ଉପଲକ୍ଷେ...

ହ୍ବାଟ୍ସଆପ୍‌ରେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ବ୍ଲକ୍‌ କରିଦେଇଥିଲେ ପନ୍ତ, କାରଣ ଜାଣିଲେ…

ବମ୍ବେ: ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ନାମ ଯୋଡ଼ା ଯିବା ନୂଆ କଥା ନୁହେଁ। ସେଥିରୁ କିଛି ସତ ଥିବା ବେଳେ କିଛି ଗୁଜବ ବୋଲି ଜଣାପଡ଼େ।...

ହସ୍ପିଟାଲରୁ ଘରକୁ ଫେରିିଲେ ଦିଲ୍ଲୀପ କୁମାର: ସାୟରା କହିଲେ, ପ୍ରଶଂସକ ପ୍ରାର୍ଥନା ପାଇଁ…

ମୁମ୍ବାଇ,୧୧।୬: ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୁକ୍ରବାର ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି।...

Advertisement
Archives

Model This Week