ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା
ଲଣ୍ଡନ,୧୪ା୮: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ବଡ଼ ଝଟକା। ହାର୍ମଷ୍ଟ୍ରିଙ୍ଗ୍ ଆଘାତ କାରଣରୁ ସିରିଜରୁ ବାଦ୍ ପଡ଼ିଛନ୍ତି ଦ୍ରୁତ ବୋଲର ଡୁନାନ୍ ଓଲିଭର। ଇଂଲଣ୍ଡ ଲାୟନ୍ସ ବିପକ୍ଷ ଅଭ୍ୟାସ ମ୍ୟାଚ୍ ବେଳେ…
ବିପଦ ସଙ୍କେତ ଡେଇଁଲା ବଂଶଧାରା
ଗୁଣପୁର,୧୪ା୮(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁରଠାରେ ବଂଶଧାରା ନଦୀ ଜଳସ୍ତର ବିପଦ ସଙ୍କେତ ଡେଇଁଛି। ବିପଦ ସଙ୍କେତ ୮୪ ମିଟର ରହିଥିବା ବେଳେ ଏବେ ନଦୀଜଳ ୮୩.୯୭ ମିଟରରେ ପ୍ରବାହିତ ହେଉଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହରଭାଙ୍ଗି ସହ କେନ୍ଦୁଗୁଡ଼ା ବ୍ୟାରେଜରୁ…
ପଥର, ମାଟି ଅତଡ଼ା ଧସିଲା: ୨ ଟ୍ରେନ୍ ଅଧାରୁ ବାତିଲ
ରାୟଗଡ଼ା ଅଫିସ,୧୪ା୮: ପ୍ରବଳ ବର୍ଷା ଯୋଗୁ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ରେଳଷ୍ଟେଶନ ନିକଟ ୩୪ ନଂ. ଟନେଲ ପାଖରେ ରବିବାର ପଥର ଓ ମାଟି ଅତଡ଼ା ଧସି ରାୟଗଡ଼ା-କୋରାପୁଟ ରେଲ୍ଓ୍ବେ ଲାଇନ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କେଉଟଗୁଡ଼ା…
ଗିରଫ ହେଲେ ୨ ଆଇଏସ୍ଆଇ ଗୁପ୍ତଚର
ଜୟପୁର,୧୪।୮: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ ଗୁପ୍ତଚର ବୃତ୍ତିରେ ସମ୍ପୃକ୍ତ ଥିବା ୨ଜଣ ଯୁବକଙ୍କୁ ରାଜସ୍ଥାନର ଭିଓ୍ବାରା ଏବଂ ପାଲି ଜିଲାରୁ ଗିରଫ କରାଯାଇଛି। କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର ତଥ୍ୟ ଆଧାରରେ ରାଜସ୍ଥାନ ପୋଲିସ ଚଢ଼ାଉ କରି ଦୁଇଜଣଙ୍କ ଗିରଫ…
୩୮ ବର୍ଷ ପରେ ମିଳିଲା ଶହୀଦଙ୍କ କଙ୍କାଳ
ଶ୍ରୀନଗର,୧୪।୮: ୧୯୮୪ରେ ସିଆଚେନରେ ହିମସ୍ଖଳନରେ ପୋତି ହୋଇ ଶହୀଦ ହୋଇଥିବା ଲାନ୍ସନାୟକ ଚନ୍ଦ୍ରଶେଖର ହାର୍ବୋଲାଙ୍କ କଙ୍କାଳ ମିଳିଛି। ୧୬ ହଜାର ଫୁଟ ଗଭୀର ତଳୁ ଚନ୍ଦ୍ର ଶେଖରଙ୍କ କଙ୍କାଳ ଠାବ ହୋଇଥିବା କୁହାଯାଉଛି। କଙ୍କାଳ ସାଙ୍ଗଙ୍କୁ ଯବାନଙ୍କୁ ଦିିଆଯାଉଥିବା ଆର୍ମି ନମ୍ବର…
ରାଜୌରୀ ଆକ୍ରମଣ ଘଟଣା: ନିଜକୁ ଦାୟୀ କଲା ପାକ୍ ଆତଙ୍କବାଦୀ ସଂଗଠନ
ଶ୍ରୀନଗର,୧୪।୮:ଜମ୍ମୁ-କଶ୍ମୀରର ରାଜୌରୀସ୍ଥିତ ସେନା କ୍ୟାମ୍ପ୍ ଉପରେ ଗତ ଗୁରୁବାର ହୋଇଥିବା ଆତ୍ମଘାତୀ ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏଫ୍ଏଫ୍) ନିଜକୁ ଦାୟୀ କରିଛି। ଏହି ସଂଗଠନ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏକ ପ୍ରଚାର ଭିଡିଓ…
ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ
ଜୟପୁର,୧୪।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ୟୁପି ପୋଲିସ ରାଜସ୍ଥାନର ଭରତପୁରରୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସରଫରାଜ। ଡାଏଲ ୧୧୨ର ହ୍ବାଟସ୍ଆପ୍ରେ ମେସେଜ୍ ଯୋଗେ ଯୋଗୀ ଆଦିତ୍ୟନାଥଙ୍କୁ ସେ ହତ୍ୟା…
ମାଗଣାରେ ମିଳିବ ସାନିଟାରି ନାପକିନ୍
ଇଡିନ୍ବର୍ଗ,୧୪।୮: ବିଶ୍ୱର ପ୍ରଥମ ଦେଶ ଭାବେ ସ୍କଟଲାଣ୍ଡ ମହିଳାଙ୍କୁ ମାଗଣାରେ ସାନିଟାରି ନାପ୍କିନ୍ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ଏନେଇ ପାର୍ଲାମେଣ୍ଟରେ ଏକ ବିଲ୍ ପାରିତ ହୋଇଛି। ସୋମବାରଠାରୁ ଦେଶବ୍ୟାପୀ ଏହି ବିଲ୍ ଲାଗୁ କରିବାକୁ ସ୍କଟଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି।…
ଗାଁରେ ବୁଲୁଛି ବାଘ
ଭବାନୀପାଟଣା,୧୪।୮(ସ୍ବ.ପ୍ର.): କଳାହାଣ୍ଡିରେ ବାଘ ଭୟ। ଜିଲାର ସିଙ୍ଗାରି ସଂରକ୍ଷିତ ଜଙ୍ଗଲ ଏବଂ ଦେବଗିରି ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଥିବା ଜଣାପଡିବା ପରେ ଆଖପାଖ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜିଲାର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜରେ…
୩ ଶହ ଫୁଟର ତ୍ରିରଙ୍ଗା ଧରି କର୍ମୀଙ୍କ ସହ ବୁଲିଲେ ମନ୍ତ୍ରୀ
ମୋରଡା,୧୪।୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅନ୍ତର୍ଗତ ଚିତ୍ରଡାରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାଜପା ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶତାଧିକ ଭାଜପା କର୍ମୀ ଯୋଗ ଦେଇଥିଲେ। ଚିତ୍ରଡା ଭୈରବୀ ମନ୍ଦିରରୁ…
ଛାତରେ ତ୍ରିରଙ୍ଗା ଉଡ଼ାଇଲେ ବୃଦ୍ଧା, ଫଟୋ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…
ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୫ ସୋମବାର ଭାରତ ସ୍ବାଧୀନତାର ୭୫ବର୍ଷ ପୂରଣ ହେଉଛି। ଏହି ଅବସରରେ ଭାରତ ସରକାର ‘ହର୍ ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ସାଧାରଣ ଭାରତୀୟ ମଧ୍ୟ ନିଜ ଘରେ ତ୍ରିରଙ୍ଗା ଉଡ଼ାଉଛନ୍ତି। ସେଲିବ୍ରିଟିମାନଙ୍କଠାରୁ ମଧ୍ୟ…
ବ୍ଲାକ୍ମେଲ୍ କରୁଥିବା ବ୍ୟକ୍ତିଙ୍କ ଫଟୋ ଶେୟାର କଲେ ଉର୍ଫି
ରିଆଲିଟି ଶୋ’ ‘ବିଗ ବସ ଓଟିଟି’ରୁ ଚର୍ଚ୍ଚାର ପରିସରକୁ ଆସିଥିବା ମଡେଲ୍ ଉର୍ଫି ଜାଭେଦ ଏବେ ଚିନ୍ତାରେ ପଡିଛନ୍ତି। ତାଙ୍କୁ ଜଣେ ବ୍ୟକ୍ତି ବାରମ୍ବାର ସୋସିଆଲ ମିଡିଆରେ ବ୍ଲାକ୍ମେଲ୍ କରୁଛନ୍ତି। କେବଳ ଏତିକି ନୁହେଁ, ତାଙ୍କୁ ଭୁଲ୍ କାର୍ଯ୍ୟ କରିବାକୁ ବାଧ୍ୟ…
Archives


