Home Left

ଆଜିଠୁ ଗଡ଼ିବ ଅହିଂସା ରଥ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳିଛି ସାରା ଭାରତ। ସୋମବାର ଦେଶ ପାଳନ କରିବ ୭୬ତମ ସ୍ବାଧୀନତା ଦିବସ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ୟୁନିଟ୍‌-୩ ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ…

ଦେଶଭକ୍ତିର ଅନନ୍ୟ ଉଦାହାରଣ: କାର୍‌କୁ ତ୍ରିରଙ୍ଗା ଥିମ ଦେବା ପାଇଁ ଖର୍ଚ୍ଚ କଲେ ୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୫ା୮: ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରତ୍ୟେକ ଭାରତୀୟ ଦେଶପ୍ରେମର ରଙ୍ଗରେ ବୁଡି ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ଯୋଗଦେଇ ଦେଶବାସୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛନ୍ତି। ଗୁଜରାଟ ସୁରଟର…

ପୂର୍ବତଟ ରେଳପଥ ପକ୍ଷରୁ ବିଭାଜନ ବିଭୀଷିକା ସ୍ମରଣ ଦିବସ

ଭୁବନେଶ୍ୱର,୧୫।୮: ଭାରତର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ପାଇଁ ସମଗ୍ର ଦେଶ ଚଳିତ ବର୍ଷ ଅଗଷ୍ଟ ୧୪ରେ ଦେଶ ବିଭାଜନ ସମୟର ବିଭୀଷିକାକୁ ସ୍ମରଣ ଦିବସ ଭାବେ ପାଳନ କରୁଛି। ଏପରିକି ନରେନ୍ଦ୍ର ମୋଦି ଗତ…

ପିଏନ୍‌ବି ପକ୍ଷରୁ ତ୍ରିରଙ୍ଗା ବଣ୍ଟନ

ଭୁବନେଶ୍ୱର,୧୫।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶବାସୀ ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଗତ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ରାଜ୍ୟପାଳ…

୨୨,୪୫୨କୋଟିର ପିଏଫ୍‌ଆଇ ନିବେଶ

ନୂଆଦିଲ୍ଲୀ,୧୫।୮ ଗତ କିଛି ମାସର ଅସ୍ଥିରତା ଓ ଭାରତ ସରକାରଙ୍କ ଦୃଢ ପଦକ୍ଷେପ ଯୋଗୁ ବିଦେଶୀ ପୋର୍ଟଫୋଲିଓ ନିବେଶକ (ପିଏଫଆଇ)ରେ ଆଶାତୀତ ବୃଦ୍ଧି ଦେଖାଦେଇଛି। ଏପରିକି ଅଗଷ୍ଟ ମାସର ଗତ ୨ସପ୍ତାହରେ ଭାରତୀୟ ଶେୟାର ବଜାରରେ ବେଶ ଉତ୍ସାହ ଦେଖାଯାଇଛି। ସେହିଭଳି…

ଶ୍ୟାମ ଷ୍ଟିଲର ନୂଆ ଡିଜିଟାଲ ପ୍ରଚାର ଅଭିଯାନ

ଭୁବନେଶ୍ୱର,୧୫।୮: ପ୍ରାଥମିକ ଟିଏମ୍‌ଟି ବାରର ଅନ୍ୟତମ ଅଗ୍ରଣୀ ଉପତ୍ାଦନକାରୀ ଏବଂ ବିନିର୍ମାଣକାରୀ ଶ୍ୟାମ ଷ୍ଟିଲ ଅଲିମ୍ପିକ ପଦକ ବିଜେତା ଲଭଲିନା ବୋରଗୋହେନ ଏବଂ ମନପ୍ରୀତ ସିଂଙ୍କୁ ନେଇ ତାହାର ନୂଆ ଡିଜିଟାଲ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଶ୍ୟାମ ଷ୍ଟିଲ ଅପନା…

୨୫ ଜିଲାରେ ଏକ ସମୟରେ ଦେଶାତ୍ମବୋଧକ ସଙ୍ଗୀତ ଗାନ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ଅନନ୍ୟ ଓ ଅଭିନବ କବିତା ପାଠୋତ୍ସବର ଆୟୋଜନ କରାଯାଇଛି। ସୋମବାର ଅପରାହ୍ନ ୩ଟାରେ ରାଜ୍ୟର ୨୫ଟି ଜିଲାର ୧୨୫ଟି ସ୍ଥାନରେ ୨୦ଜଣ କରି ମୋଟ ଅଢ଼େଇ…

ରଣବୀର ସିଂ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଳୀ, ୧୫।୮:ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ ମେଲବର୍ନ (ଆଇଆଇଏଫ୍‌ଏମ୍‌) ସମାରୋହରେ ରଣବୀର ସିଂଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୮୩’ ପାଇଁ ରଣବୀରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଫିଲ୍ମର କାହାଣୀ କପିଲ…

ଗ୍ରାମରେ ଉତ୍ତେଜନା, ଇଣ୍ଟରନେଟ ସେବା ବନ୍ଦ

ଜୟପୁର,୧୫।୮: ରାଜସ୍ଥାନର ଜଲୋର ଜିଲା ସୁରାନା ଗ୍ରାମର ଏକ ଘରୋଇ ସ୍କୁଲର ଦଳିତ ଛାତ୍ର ଶିକ୍ଷକଙ୍କ ମାଡ଼ରେ ପ୍ରାଣ ହରାଇବା ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ମୃତ ଛାତ୍ରଙ୍କ ପରିବାର ସହ ଉତ୍ତ୍ୟକ୍ତ ଗ୍ରାମବାସୀ ପୋଲିସ ଉପରକୁ ଢେଲାପଥର…

୬ଟି ପର୍ଯ୍ୟାୟରେ ବଦଳିଥିଲା ତ୍ରିରଙ୍ଗାର ରଙ୍ଗ, ଜାଣନ୍ତୁ ପ୍ରଥମେ କେମିତି ଥିଲା…

ଭାରତ ଚଳିତବର୍ଷ ୭୫ ତମ ପୂର୍ତ୍ତି ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରତିଥର ପରି ଏଥର ଆମ ଦେଶର ଜାତୀୟ ପତାକା ‘ତ୍ରିରଙ୍ଗା’ ଗର୍ବର ସହିତ ଉତ୍ତୋଳନ କରାଯିବ। ତ୍ରିରଙ୍ଗାର ବର୍ତ୍ତମାନର ଯେଉଁ ରୂପ ରଙ୍ଗ ଦେଖୁଛନ୍ତି ତାହା ପ୍ରଥମ ନୁହେଁ,…

ବିରୋଧ ପରେ ବଦଳିଲା ସ୍ୱର!

ନୋଏଡା,୧୫ ।୮: ନୋଏଡାରେ ‘ଗାଳିବାଜ’ ଶ୍ରୀକାନ୍ତ ତ୍ୟାଗୀଙ୍କ ସହ ଜଡିତ ମାମଲା ଥମିବାର ନାଁ ନେଉନି । ସହରର ତ୍ୟାଗୀ ସମାଜ ଶ୍ରୀକାନ୍ତଙ୍କ ସପକ୍ଷରେ ଆସିଥିବା ବେଳେ ଏବେ ସେହି ଅଞ୍ଚଳର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ମହେଶ ଶର୍ମାଙ୍କ ସ୍ୱର…

ରାମଗଡ଼ ଡଙ୍ଗା ଘାଟରେ କୁମ୍ଭୀର

ବୌଦ୍ଧ,୧୪ା୮(ସ୍ବ.ପ୍ର.): ଲଘୁଚାପ ବର୍ଷା ଯୋଗୁ ବୌଦ୍ଧ ଜିଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ମହାନଦୀର ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜିଲାର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri