ସାୱରକରଙ୍କ ପୋଷ୍ଟରକୁ ନେଇ ବିବାଦ, ଶିମୋଗାରେ ଲାଗିଲା କର୍ଫ୍ୟୁ, ସ୍କୁଲ କଲେଜ ବନ୍ଦ
ଶିମୋଗା,୧୬ ।୮: କର୍ନାଟକର ଶିମୋଗାରେ ସ୍ୱାଧିନତା ଦିବସରେ ସାୱରକର ଓ ଟିପୁ ସୁଲତାନଙ୍କ ପୋଷ୍ଟର ବିବାଦକୁ ନେଇ ହିଂସା ଉପୁଜିଛି । ଏହି ଘଟଣାରେ ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି । ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…
ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର
ସମ୍ବଲପୁର,୧୬।୮(ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଜଳସ୍ତର ୬୨୫ ଫୁଟ୍ ଟପିଛି। ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୫.୦୪ ଫୁଟ ରହିଛି। ଏହାସହ ଡ୍ୟାମକୁ ପ୍ରବେଶ କରୁଛି ୭ ଲକ୍ଷ…
ଭଲ ବନ୍ଧୁକୁ ବି କୁହନ୍ତୁ ନାହିଁ ଏହି କଥା
ଆଚାର୍ଯ୍ୟ ଚାଣକ୍ୟ ବ୍ୟବସାୟ ସହ ଜଡିତ ଅଧିକାଂଶ କଥା ଅନ୍ୟକୁ କହିବା ଉଚିତ ନୁହେଁ ବୋଲି କହିଛନ୍ତି । କାରଣ ଏହା କରିବା ଦ୍ୱାରା ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଥାଏ। ବିଶେଷକରି ସେ ପାଞ୍ଚ ଜଣଙ୍କୁ ବ୍ୟବସାୟ କଥା ବାଣ୍ଟିବାକୁ ବାରଣ…
୪୫ ବର୍ଷର କମେଣ୍ଟ୍ରି କ୍ୟାରିୟରକୁ ଅଲବିଦା କହିଲେ ଚାପେଲ
ମେଲବୋର୍ନ, ୧୬।୮: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚାପେଲ କମେଣ୍ଟ୍ରି ଜଗତକୁ ଅଲବିଦା କହିଛନ୍ତି। ସେ ପ୍ରାୟ ୪୫ ବର୍ଷ ଧରି ସେ ଭାଷ୍ୟକାର ଭୂମିକାରେ ନଜର ଆସିଥିଲେ। ରିଚି ବେନୋ, ବିଲ ଲୋରି ଏବଂ ଟନି ଗ୍ରିଗଙ୍କ ସହ ମିଶି…
ଭାରତୀୟ ଫୁଟବଲ ମହାସଂଘକୁ ନିଲମ୍ବିତ କଲା ଫିଫା
ନୂଆଦିଲ୍ଲୀ,୧୬ ।୮: ବିଶ୍ୱ ଫୁଟବଲ ସଂଚାଳନ ସଂସ୍ଥା ଫିଫା ତୃତୀୟ ପକ୍ଷର ହସ୍ତକ୍ଷେପ କାରଣରୁ ଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ)କୁ ତତ୍କାଳ ପ୍ରଭାବ ଅନୁଯାୟୀ ନିଲମ୍ବିତ କରିଛି । ଫିଫା ନିୟମର ଘୋର ଉଲ୍ଲଂଘନ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ…
ଶ୍ରୀକାନ୍ତ ତ୍ୟାଗୀ ମାମଲା: ଭାଜପାକୁ ଟାର୍ଗେଟ କଲେ ଅଖିଳେଶ
ଲକ୍ଷ୍ନୌ,୧୬ ।୮: ଉତ୍ତର ପ୍ରଦେଶ ସ୍ଥିତ ନଏଡାର ଗ୍ରାଣ୍ଡ ଓମେକ୍ସ ସୋସାଇଟିରେ ମହିଳାଙ୍କୁ ଅଭଦ୍ର ବ୍ୟବହାର କରିଥିବା ବ୍ୟକ୍ତି ଶ୍ରୀକାନ୍ତ ତ୍ୟାଗୀ ଏବେ ରହୁଛନ୍ତି ଖୁବ୍ ଚର୍ଚ୍ଚାରେ । ଶ୍ରୀକାନ୍ତଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଭାବେ ନେଇ ବିରୋଧୀ ଭାଜପାକୁ…
ବଲିଉଡ୍ ସିଙ୍ଗର୍ଙ୍କ ନାଁରେ ବଳାତ୍କାର ଅଭିଯୋଗ
ବଲିଉଡ୍ର ସିଙ୍ଗର ତଥା ସଙ୍ଗୀତକାର ରାହୁଲ ଜୈନଙ୍କ ନାଁରେ ବଳାତ୍କାର ଅଭିଯୋଗ ହୋଇଛି। ଜଣେ ୩୦ ବର୍ଷୀୟା ମହିଳା ‘କଷ୍ଟ୍ୟୁମ ଷ୍ଟାଇଲିଷ୍ଟ’ ଏହି ଅଭିଯୋଗ ଆଣି ରାହୁଲ ତାଙ୍କୁ ନିଜ ଘରକୁ ଡାକି ବଳାତ୍କାର କରିଥିବା ସେ କହିଛନ୍ତି। ଏହି ଘଟଣାରେ…
ପ୍ରସିଦ୍ଧ ବ୍ରିଟିଶ ଲେଖକଙ୍କ ପରଲୋକ
ଲଣ୍ଡନ,୧୬।୮:ପ୍ରସିଦ୍ଧ ବ୍ରିଟିଶ ଲେଖକ ତଥା ଖବରଦାତା ନିକୋଲାସ ଇଭାନ୍ସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ନିକୋଲାସ ଇଭାନ୍ସ ଅନେକ ରଚନା କରିଛନ୍ତି। ସେ ୧୯୯୫ରେ ‘ଦ ହର୍ସ ହ୍ବିସପରର୍’ ନୋବେଲ ଲେଖି ସାରା ବିଶ୍ୱରେ…
ପୁଣି ଚର୍ଚ୍ଚାରେ କିଆରାଙ୍କ ପ୍ରେମ କାହାଣୀ
ମୁମ୍ବାଇ: ବଲିଉଡ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନିଙ୍କ ଯୋଡିକୁ ନେଇ ସବୁଠି ଚର୍ଚ୍ଚା ଯୋର ଧରିଛି । ବଲିଉଡ ଗପସପ ଗଳିର ଏହି ହଟ ଟପିକ ଉପରେ ସବୁବେଳେ କିଛି ନା କିଛି ଖବର ସାମ୍ନାକୁ ଆସୁଛି ।…
ଅପଲକୁ ଝଟ୍କା, କର୍ମଚାରୀଙ୍କୁ ଦେବ ୨.୫ ଅରବ ଟଙ୍କା
କାଲିଫର୍ନିଆ,୧୬ ।୮: ନାମୀ ଟେକ କମ୍ପାନୀ ଅପଲକୁ କାଲିଫର୍ନିଆର ଏକ ଫେଡେରାଲ କୋର୍ଟ ପକ୍ଷରୁ ଝଟକା ଲାଗିଛି । ପାଖାପାଖି ଏକ ଦଶକ ପୁରୁଣା ମାମଲାରେ କାଲିଫର୍ନିଆ ଫେଡେରାଲ କୋର୍ଟ କର୍ମଚାରୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । କାଲିଫର୍ନିଆର ଏକ ଫେଡେରାଲ…
କରାଚିରେ ଜରୁରୀ ଅବତରଣ କଲା ଭାରତର ଚାର୍ଟର ବିମାନ
ଇସଲାମାବାଦ,୧୬ ।୮: ଗଣମାଧ୍ୟମର ସୂଚନା ଅନୁଯାୟୀ, ଭାରତରୁ ୧୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଚାର୍ଟର ବିମାନ ସୋମବାର ପାକିସ୍ତାନର କରାଚି ସହରରେ ଥିବା ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଜିଓ ନ୍ୟୁଜ ସୂତ୍ରରୁ ମିଳିଥିବା…
ସଂଭାଗରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ: ଜଣେ ପୋଲିସ ସମେତ ୨ ଆହତ
ଜମ୍ମୁ,୧୬ ।୮: ଗୋଟିଏ ପଟେ ଦେଶ ସ୍ୱାଧିନତାରେ ୭୫ ବର୍ଷ ପାଳନ କରୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀମାନେ କଶ୍ମୀର ସଂଭାଗର ଦୁଇଟି ସ୍ଥାନରେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ ସମେତ ୨ ଜଣ ଆହତ ହୋଇଥିବା…
Archives


