Home Left

ଜାଣନ୍ତୁ ପ୍ରଥମ ସପ୍ତାହରେ କେତେ ଆୟ କରିଛି ‘ଲାଲ ସିଂ ଚଡ୍ଡା’

ବହୁ ବାଦବିବାଦ ପରେ ଆମିର ଖାଁଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ରିଲିଜ ହୋଇଯାଇଛି। ରିଲିଜ୍‌ ପରେ ବି ବକ୍ସ ଅଫିସରେ ଆଶାନୁଯାୟୀ କଲେକ୍ସନ କରିପାରୁନାହିଁ। ପ୍ରଥମ ଦିନରେ ‘ଲାଲ ସିଂ ଚଡ୍ଡା’ ପ୍ରାୟ ୧୧.୫୦ କୋଟି କଲେକ୍ସନ…

ପୋଷ୍ଟର ବିବାଦକୁ ନେଇ ହିଂସା: ଶିମୋଗାରେ ୧୪୪

ବେଙ୍ଗାଲୁରୁ,୧୫।୮: କର୍ନାଟକ ଶିମୋଗାରେ ପୋଷ୍ଟର ହଟାଇବାକୁ ନେଇ ସୋମବାର ହିଂସାକାଣ୍ଡ ଘଟିଛି। ଏନେଇ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବା ସହ ପୋଲିସ ଫୋର୍ସ ମୁତୟନ…

ଭୁଶୁଡ଼ିଲା ପୋଲ: ମହିଳାଙ୍କ ସମେତ ଭାସିଗଲେ ୩ ଶିଶୁ

ଶିମ୍‌ଲା,୧୫।୮: ହିମାଚଳ ପ୍ରଦେଶ ମନାଲି ସ୍ଥିତ ସୋଲାଙ୍ଗ ଭେଲିରେ ସୋମବାର ଏକ ବଡ଼ ଅଘଟଣ ଘଟିଛି। ଲଗାଣ ବର୍ଷା ଯୋଗୁ ସାଲୋଙ୍ଗ ନିକଟରେ ଥିବା ଏକ ଅସ୍ଥାୟୀ ପୋଲ ଭୁଶୁଡ଼ିପଡ଼ିଛି। ଫଳରେ ଜଣେ ମହିଳାଙ୍କ ସମେତ ୩ ଜଣ ଶିଶୁ ପାଣି…

ରାଜ୍ୟରୁ ସୁସ୍ଥ ହେଲେ ୪୭୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୩,୧୦,୬୩୫ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ…

ସ୍ବାଧୀନତା ଦିବସ ଅବସରରେ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ଜୟପୁର,୧୫।୮: ୭୬ତମ ସ୍ବାଧୀନତା ଦିବସ ଅବସରରେ ରାଜସ୍ଥାନର ବାରନର କଂଗ୍ରେସ ବିଧାୟକ ପାନଚାନ୍ଦ ମେଘୱାଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୋମବାର ପାନଚାନ୍ଦ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ସେ କହିଛନ୍ତି, ସ୍ବାଧୀନତାର ୭୫ ବର୍ଷ…

ଓଡ଼ିଶାର ୨୨ଜଣଙ୍କୁ ମିଳିଲା ପୋଲିସ ପଦକ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ୭୬ତମ ସ୍ବାଧୀନତା ଦିବସ ଅବସରରେ ସୋମବାର ଓଡ଼ିଶାର ୨୨ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି। ଲୋକସେବା ଭବନ କନଫରେନ୍‌ସ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନ ପ୍ରଦାନ କରିଛନ୍ତି। ତେବେ ୯…

ସମୁଦ୍ରରେ ଭାସିଗଲେ ୨ଯୁବକ: ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ଅଫିସ, ୧୫।୮: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଯୁବକ ନିଖୋଜ। ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗର ରବି ସିଂ। ଆଜି ଅପରାହ୍ନ ୫ଟା ସମୟରେ ରବି ସିଂ ତାଙ୍କର ଅନ୍ୟ ସାଙ୍ଗମାନଙ୍କ ସହ ପୁରୀ ଦିଗବାରେଣୀ ଛକ ନିକଟସ୍ଥ ସମୁଦ୍ରରେ…

ମୁଣ୍ଡୁଳିରେ ବନ୍ୟାସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଟୁକୁନି ସାହୁ

କଟକ ଅଫିସ, ୧୫।୮: ଲଘୁଚାପ ପ୍ରଭାବରେ କଟକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମୁଣ୍ଡୁଳିରେ ପହଞ୍ଚି ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି । ଏହାସହ ମୁଣ୍ଡୁଳିରେ ଥିବା କଣ୍ଟ୍ରୋଲ ରୁମ୍‌ରେ ବନ୍ୟା ଜଳ…

ବୀରଛକରେ ଉଡ଼ିଲା ତ୍ରିରଙ୍ଗା

ବରଗଡ଼ ଅଫିସ ୧୫।୮: ବରଗଡ଼ ସହର ଉପକଣ୍ଠ ବୀରଛକରେ ସୋମବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଶହୀଦ ମାଧ ସିଂଙ୍କ ନାମରେ ନାମିତ ବୀରଛକରେ ତାଙ୍କର ଦାୟାଦ ମମତା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ…

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ୨୨ ପଏଣ୍ଟ ଆଗରେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୧୫।୮: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦ ପାଇଁ କଞ୍ଜରଭେଟିଭ୍‌ ପାର୍ଟି ନେତୃତ୍ୱ ପ୍ରତିଯୋଗିତାରେ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କଠାରୁ ୨୨ ପଏଣ୍ଟ ଆଗରେ ରହିଥିବା ଏକ ସର୍ଭେରୁ ଜଣାପଡ଼ିଛି। ଦି ଅବ୍‌ଜରଭର ନ୍ୟୁଜ୍‌ପେପର ପକ୍ଷରୁ କରାଯାଇଥିବା ଜନମତ…

ଡିଏସ୍‌ପି ଅଜୟ ମିଶ୍ରଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଡିିଏସ୍‌ପି ଅଜୟ କୁମାର ମିଶ୍ରଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ମେଡାଲ ମିଳିଛି। ସ୍ବାଧୀନତା ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମେଡାଲ ଦେଇ ସମ୍ମାନିତ କରିଛନ୍ତି। ଏ ନେଇ…

‘ଟାଇଗର-୩’ର ରିଲିଜ୍‌ ତାରିଖ ଘୋଷଣା କଲେ ସଲମାନ, ଜାଣନ୍ତୁ କେବେ ହେବ ରିଲିଜ୍‌

ବଲିଉଡ ଅଭିନେତା ସଲମାନ ଖାନ ୭୬ତମ ସ୍ବାଧୀନତା ଅବସରରେ ପ୍ରଶଂସକଙ୍କୁ ଏକ ସୁନ୍ଦର ଉପହାର ଦେଇଛନ୍ତି। ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର-୩’କୁ ନେଇ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। ଆସନ୍ତା ବର୍ଷ ଏପ୍ରିଲ ୨୧ ଉଦ୍‌ରେ ‘ଟାଇଗର-୩’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri