Advertisement
Posted inଫୁରସତ

ପକ୍ଷୀ ଆଗରେ ହାର ମାନିବେ ଇଞ୍ଜିନିୟର, ତିଆରି କଲା ଏମିତି ଘର, ଭିଡିଓ ଦେଖିଲେ…

ମଣିଷ ନିଜର କଠିନ ପରିଶ୍ରମ ସହିତ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ। କିନ୍ତୁ ମଣିଷଠାରୁ ପକ୍ଷୀମାନେ ମଧ୍ୟ ସୁନ୍ଦର କାମ କରିଥାନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରୁ ଜଣାପଡୁଛି।

@ fasc1nate ନାମକ ଟୁଇଟର ପେଜ୍‌ରେ ଏହି ଭିଡିଓଟି ଶେୟାର କରାଯାଇଛି। ଭିଡିଓରେ ଗୋଟିଏ/ଦୁଇଟି ପକ୍ଷୀ ଦେଖାଯାଉଛନ୍ତି। ଯେଉଁମାନେ କି ନିଜ ବସା ନିଜେ ତିଆରି କରୁଛନ୍ତି।

ଭିଡିଓରେ ଦେଖାଯାଇଥିବା ପକ୍ଷୀର ନାମ ହେଉଛି ଓଭେନବାର୍ଡ। ଏହି ପକ୍ଷୀର ବିଚିତ୍ର ନାମ ଏହାର ଅନନ୍ୟ ବସା ହେତୁ ହୋଇଥାଏ । ଏହି ପକ୍ଷୀ ଚୁଲି ପରି ଆକୃତିର ବସା ତିଆରି କରେ। ଭିଡିଓରେ ଆପଣ ଦେଖିପାରିବେ ପକ୍ଷୀ କିପରି ନଡ଼ା ମିଶାଇ ବସାକୁ ଚୁଲିର ଆକାର ଦେଉଛି। ଧୀରେ ଧୀରେ ବସା ବଡ଼ ହୋଇଯାଉଛି ଏବଂ ଉପରୁ ଗୋଲାକାର ହେଇଯାଉଛି। ଏହା ସହିତ ଯେତେବେଳେ ଏହା ସମ୍ପୂର୍ଣ୍ଣ ହୋଇଯାଏ, ଏହା ଏକ ଚୁଲ ପରି ଦେଖାଯାଉଛି।

ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହି ପକ୍ଷୀର ବୈଜ୍ଞାନିକ ନାମ ହେଉଛି ଫର୍ନାରିୟସ ରୁଫସ, ଯାହା ଦକ୍ଷିଣ ଆମେରିକାର ତୃଣଭୂମିରେ ବହୁତ ଦେଖିବାକୁ ମିଳେ। ଆଉ ଜଣେ ୟୁଜର କହିଛନ୍ତି, ପକ୍ଷୀଟି ବହୁତ ସୃଜନଶୀଳ ଦେଖାଯାଉଛି। ସେହିପରି ଅନ୍ୟ ଜଣେ କହିଛନ୍ତି, ପକ୍ଷୀଟି ଥ୍ରି D ପ୍ରିଣ୍ଟର୍‌ ସହିତ ନିଜ ବସା ତିଆରି କରୁଛି। ସେହିପରି ଅନ୍ୟ ୟୁଜରମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୨୭ ମିନିଟ୍‌ ପାଇଁ ମହିଳାଙ୍କ ମୃତ୍ୟୁ, ପୁନର୍ଜୀବିତ ହୋଇ ଲେଖିଲେ କିଛି ରହସ୍ୟମୟ ଶବ୍ଦ

ଓ୍ବାଶିଂଟନ୍‌: ସାଧାରଣତଃ ମୃତ୍ୟୁ ଘଟିଲେ ଜଣେ ଚିରଦିନ ପାଇଁ ଦୁନିଆରୁ ବିଦାୟ ନେଇଥାଏ। ମାତ୍ର କିଛି କ୍ଷଣ ପାଇଁ କାହାର କେବେ ମୃତ୍ୟୁ ଘଟେ ବୋଲି...

ଭାଗ୍ୟ ବଦଳାଇବ ଓଟ, ଜାଣନ୍ତୁ କାହିଁକି, କିପରି

ଓଟକୁ ମରୁଭୂମିର ଜାହାଜ କୁହାଯାଏ। ମାଲିକ ତାକୁ ଯେତେ କଷ୍ଟ ଦେଲେ ମଧ୍ୟ ସେ ସବୁ ସହି ତା’ର ମାଲିକକୁ ସାହାଯ୍ୟ କରିଥାଏ। ଖାଲି ଏତିକି...

ବିଶ୍ୱର ସର୍ବୋଚ୍ଚ ରେଲଓ୍ବେ ବ୍ରିଜ୍‌, ଆଇଫେଲ୍‌ ଟାଓ୍ବାରଠାରୁ ବି ଅଧିକ ଉଚ୍ଚ

ଶ୍ରୀନଗର,୧୪।୩: ଭାରତର ଜମ୍ମୁ-କଶ୍ମୀର ରାଜ୍ୟରେ ବିଶ୍ୱର ସବୁଠୁ ଉଚ୍ଚା ରେଲ୍‌ଓ୍ବେ ଆର୍କ ବ୍ରିଜ୍‌ (Railway Arch Bridge) ତିଆରି କରାଯାଉଛି। ଏହି ରେଲ୍‌ଓ୍ବେ ବ୍ରିଜ୍‌ ପ୍ୟାରିସର...

ଜାଣନ୍ତି ବବଲ୍‌ ର଼୍ୟାପ୍‌ ଦେଖିବା କ୍ଷଣି କାହିଁକି ଫୁଟାଇବାକୁ ମନ ଚାହେଁ

ଯେତେବେଳେ ଆମେ କିଛି ଜିନିଷ କିଣୁ ଏହା ଅତ୍ୟନ୍ତ ସୂକ୍ଷ୍ମ ଏବଂ ବହୁତ ଭଲ ଭାବରେ ପ୍ୟାକ୍‌ ହୋଇଥାଏ। ଗ୍ଲାସ ବ୍ୟତୀତ ଚାଇନା ମାଟିର ବାସନ...

ଜୀବନକୁ ବାଜି ଲଗାଇ ସାଇକେଲ ଚଳାଉଛନ୍ତି ଯୁବକ: ଭିଡିଓ ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ଦୁଃସାହସିକ ଭାବେ ସାଇକେଲ ଚଲାଉ ଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ...

ଗ୍ରାମଦେବତା ଭାବେ ପୂଜାପାଏ ବାଦୁଡ଼ି

ପାଟଣା, ୨୭ା୩- ପ୍ରାୟତଃ ଲୋକମାନେ ବାଦୁଡ଼ିକୁ ନିଶାଚର ସହ ତୁଳନା କରିବା ସହିତ ଏହାକୁ ଅଶୁଭ ବୋଲି ମାନିଥାନ୍ତି। କେରଳରେ କିଛି ବର୍ଷ ପୂର୍ବେ ବାଦୁଡ଼ିରୁ...

ଦାଢିରେ ଉଠାଉଛନ୍ତି ଯୁବତୀ

ସାଧାରଣତଃ ଶିଖ୍‌ମାନଙ୍କ ପାଇଁ ନିଶ ଦାଢି ହେଉଛି ଗର୍ବ ଓ ଗୌରବର ପ୍ରତୀକ।ତେବେ ପାବ, ଲୁଧିଆନାର ରଞ୍ଜିତ ସିଂଙ୍କ ପାଇଁ ତାଙ୍କ ଦାଢି ପାଲଟିଛି ଏକ...

ହାଓ୍ବଡା ବ୍ରିଜ୍‌

କଲିକତା ସହରରେ ଥିବା ହାଓ୍ବଡା ବ୍ରିଜ୍‌ର ନିଆରା ନିର୍ମାଣ ଶୈଳୀ ଏହାକୁ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱର ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ଜାଣିବା...

Advertisement
Archives

Model This Week