Advertisement
Posted inଫୁରସତ

ବିଶ୍ୱର ସବୁଠୁ ବଡ଼ ପାଦ ଥିବା ମହିଳା, ଜୋତା ନମ୍ବର ରହିଛି…

ଆମେରିକାର ଟେକ୍ସାସରେ ରହୁଥିବା ତାନିଆ ହରବର୍ଟ ନିଜ ବଡ଼ ପାଦ ପାଇଁ ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ହରବର୍ଟଙ୍କ ଡାହାଣ ପାଦ ପ୍ରାୟ ୩୩.୧ ସେମି (୧୩.୦୩ ଇଞ୍ଚ) ଥିବାବେଳେ ତାଙ୍କ ବାମ ପାଦ ୩୨.୫ ସେମି (୧୨.୭୯ ଇଞ୍ଚ)। ତାନିଆ ହରବର୍ଟ ଜୋତା ୧୮ ନମ୍ବରର ଜୋତା ପିନ୍ଧନ୍ତି। ଏହା ବ୍ୟତୀତ ତାଙ୍କ ଉଚ୍ଚତା ପ୍ରାୟ ୬ ଫୁଟ ୯ ଇଞ୍ଚ।
ଜୋତା କିଣିବା ହରବର୍ଟଙ୍କ ପାଇଁ ସହଜ କାମ ନୁହେଁ। ୧୮ ନମ୍ବରର ଜୋତା ପାଇଁ ତାଙ୍କୁ ଅନେକ ଷ୍ଟୋର ବୁଲିବାକୁ ପଡେ। କିନ୍ତୁ ନିଜର ଅସାଧାରଣ ଶରୀର ପାଇଁ କେବେ ସେ ଚିନ୍ତିତ ନ ଥାନ୍ତି। ସାଧାରଣ ମହିଳା ଭାବେ ସେ ଜୀବନଯାପନ କରନ୍ତି।
ଏନେଇ ତାନିଆ କୁହନ୍ତି, ବଡ଼ ହେବା ପରେ ମୋର ମାତାପିତା ମୋତେ ଉତ୍ସାହିତ କରିଥିଲେ, ତେଣୁ ମୁଁ ଲମ୍ବା ହେବାକୁ ଏକ ଖରାପ ଜିନିଷ ଭାବରେ ଦେଖିଲି ନାହିଁ। ମହିଳାମାନେ ଅତିବେଶୀରେ ୧୨ କିମ୍ବା ୧୩ ନମ୍ବର ଜୋତା କିଣିବାକୁ ସଂଘର୍ଷ କରନ୍ତି। କିନ୍ତୁ ମୁଁ ସାଇଜ ୧୮ ଜୋତା ପିନ୍ଧିବାକୁ ଦେଇ ଆଦୌ ଚିନ୍ତିତ ନୁହେଁ। ଏହା ବଜାରରେ ମିଳିବା କଷ୍ଟ, କିନ୍ତୁ ବହୁତ ଖୋଜିବାକୁ ପଡେ। ମୁଁ ଚାହୁଁଛି କମ୍ପାନୀଗୁଡିକ ବଡ଼ ଆକାରର ଜୋତା ତିଆରି କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ ତେହରାନ,୨୬।୮: ଗୋଟିଏ ଦେଶର ଏଭଳି ଏକ ସହର ରହିଛି ଯେଉଁଠାରେ ଆମ୍ବୁଲାନ୍ସକୁ ଲୋକେ ବାଟ ଛାଡୁ ନାହାନ୍ତି।...

୧୮ ବର୍ଷରୁ କମ୍‌ ପିଲାଙ୍କୁ ଦେଉଛନ୍ତି କି ଫୋନ୍‌, ଜାଣି ରଖନ୍ତୁ ଏସବୁ ନିୟମ, ନଚେତ୍‌…

ଅନ୍‌ଲାଇନ୍‌ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଗୁଗଲ୍‌ ଏହାର ନିୟମ ପରିବର୍ତ୍ତନ କରିଛି। ଏପରି ପରିସ୍ଥିତିରେ, ଗୁଗଲ୍‌ ସର୍ଚ୍ଚ ଏବଂ ୟୁଟ୍ୟୁବ୍‌ ବ୍ୟବହାର କରିବାର ନିୟମ...

ଜଳନ୍ତା ଗ୍ରହପିଣ୍ଡ ପୃଥିବୀ ମୁହାଁ, ଜୁଲାଇ ୧ରେ କରିବ ଅତିକ୍ରମ…

ଓ୍ବାଶିଂଟନ୍‌,୩୦।୬: ବିରାଟ ଜଳନ୍ତା ଗ୍ରହପିଣ୍ଡ ପୃଥିବୀମୁହାଁ ହୋଇଛି। ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଏହା ମାଡ଼ି ଆସୁଛି। ଜୁଲାଇ ୧ରେ ଏହା ପୃଥିବୀର କକ୍ଷ ପଥର...

ବିବାହରେ ଅତିଥିମାନଙ୍କ ପାଇଁ ପ୍ରବେଶ ଫି ରଖିଲେ ଯୁବତୀ: ସୋସିଆଲ୍‌ ମିଡ଼ିଆରେ ହେଲେ ଟ୍ରୋଲ୍‌

ନ୍ୟୁୟର୍କ,୨୦।୧: ବିବାହରେ ନବ ବିବାହିତ ଯୋଡ଼ାଙ୍କୁ ଆଶୀର୍ବାଦ ଦେବା ପାଇଁ ଅତିଥିମାନେ ଆସିଥାନ୍ତି। ଏଥି ଲାଗି କୌଣସି ପ୍ରବେଶ ଫି ନ ଥାଏ। ତେବେ ଆମେରିକାର...

ସମ୍ପତ୍ତି ମୋହରେ ମଣିଷ

ସନ୍ଥ ଜୁନୈଦ ଜଣେ ଉଚ୍ଚ କୋଟିର ମହାତ୍ମା ଥିଲେ l ସଂସାର ପ୍ରତି ସେ ସମ୍ପୂର୍ଣ୍ଣ ନିରାସକ୍ତ ଥିଲେ l ସେ ପରିବ୍ରାଜକ ବ୍ରତ ଧାରଣ...

ବରଫରେ ତିନି ଘଣ୍ଟା

ନୂଆଦିଲ୍ଲୀ: ରେକର୍ଡ କରିବା ଯେମିତି କେତେଜଣଙ୍କର ନିଶା ପାଲଟି ଯାଇଥାଏ। ଆଉ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏହି ରେକର୍ଡ ନିଶାରେ ସେମାନେ ନିଜକୁ କଷ୍ଟ...

ଝୁଲି ଝୁଲି ଆସୁଛି ହାତୀ, ଭିଡିଓ ଦେଖିଲେ…

ଦୈନିକ ସୋସିଆଲ ମିଡିଆରେ କିଛିନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ପ୍ରାଣୀମାନଙ୍କୁ ନେଇ ମଧ୍ୟ ଭାଇରାଲ ହୋଇଥାଏ,...

ଛାଡ଼ପତ୍ର ପରେ କାହା ପାଖରେ ରହିବେ ପୋଷା କୁକୁର..ଦମ୍ପତିଙ୍କ ବିବାଦକୁ ନେଇ ଏପରି ରାୟ ଦେଲେ କୋର୍ଟ

ବମ୍ବେ: ଗୃହପାଳିତ ପଶୁମାନଙ୍କ ମଧ୍ୟରେ ଅଧିକାଂଶ ଲୋକ କୁକୁରଙ୍କୁ ଭଲପାଆନ୍ତି। ସ୍ବଭାବରେ ବିଶ୍ୱାସୀ ହୋଇଥିବା ହେତୁ ପୋଷା କୁକୁରଙ୍କ ସହ ଏକ ନିଆରା ମୋହ ଯୋଡ଼ି...

Advertisement
Archives

Model This Week