କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୭।୮: କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ସ୍ବଳ୍ପ ମିଆଦି ଋଣ ଠିକ ସମୟରେ ପରିଶୋଧ କରୁଥିବା ଚାଷୀଙ୍କ ପାଇଁ କ୍ୟାବିନେଟ ଇଣ୍ଟରେଷ୍ଟ ସବଭେନ୍ସନ ସ୍କିମ ଜାରି କରିଛି। ଏହି ସ୍କିମ୍ ଅନୁଯାୟୀ, ୩ ଲକ୍ଷ ଟଙ୍କା…
ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍: ମାଗୁଛନ୍ତି ଚାକିରି
ମୁମ୍ବାଇ,୧୭।୮: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଆଜିକାଲି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ସେ ଏବେ ଚାକିରି ସନ୍ଧାନରେ ଅଛନ୍ତି। ଦିନେ ଭାରତୀୟ କ୍ରିକେଟର ନୂତନ ସେନସେସନ୍ ଭାବରେ ବିବେଚିତ ହେଉଥିବା ବିନୋଦ କାମ୍ବଲି କହିଛନ୍ତି, ଏବେ କେବଳ…
ଭୁଲ ସ୍ବୀକାର କଲେ ଉର୍ଫି
ବମ୍ବେ: ନିକଟରେ ଅଭିନେତ୍ରୀ ଚାହତ ଖନ୍ନାଙ୍କ ସହ ଉର୍ଫି ଜାଭେଦଙ୍କ କ୍ୟାଟ୍ ଫାଇଟ୍ ଚର୍ଚ୍ଚାରେ ରହିଥିଲା। ଚାହତ ଉର୍ଫିଙ୍କ ପୋଷାକ ପରିଧାନକୁ ପସନ୍ଦ କରି ନ ଥିଲେ। ଏପରିକି ସେ ପଇସା ଦେଇ ଫଟୋ ଉଠାଇବା ନେଇ କଟାକ୍ଷ କରିଥିଲେ। ଉର୍ଫି…
ପୁଣି କୋହଲିଙ୍କୁ ଟପିଲେ ବାବର: ଏକାସଙ୍ଗେ ୪ କ୍ରିକେଟର୍ଙ୍କ ରେକର୍ଡ ଭାଙ୍ଗିଲେ
ରୋଟରଡାମ,୧୭।୮: ରୋଟରଡାମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ପାକିସ୍ତାନ ନେଦରଲ୍ୟାଣ୍ଡକୁ ୧୬ ରନ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୬ ଉଇକେଟ ହରାଇ ୩୧୪ ରନ ସଂଗ୍ରହ କରିଥିଲା। ଫଖର ଜମାନ ୧୦୯ ରନ ଏବଂ ଅଧିନାୟକ…
ମହିଳା ପିନ୍ଧିଥିବା ପୋଷାକକୁ ଦୋଷ ଦେଲେ କୋର୍ଟ, ବଳାତ୍କାର ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର…
ଥିରୁଭାନନ୍ତପୁରମ୍, ୧୭।୮ : ଏକ ଯୌନ ଉତ୍ପୀଡ଼ନ ମାମଲାରେ କେରଳର କୋଜିକୋଡେ କୋର୍ଟ ୭୪ ବର୍ଷିୟ ଲେଖକ ତଥା ସମାଜସେବୀ ସିଭିକ ଚନ୍ଦ୍ରନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ଏହି ରାୟ ଘୋଷଣା କରିବାବେଳେ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା…
ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ ଶ୍ରମିକଙ୍କ ବିକ୍ଷୋଭ
କେନ୍ଦୁଝର,୧୭ା୮(ସ୍ବ.ପ୍ର.): ଓଡ଼ିଶା ଖଣି ନିଗମ ଅଧୀନରେ ଥିବା ରୋଇଡା (ସି)ଖଣିରେ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ କେନ୍ଦୁଝର ମାଇନିଂ ଓ୍ବାର୍କର୍ସ ୟୁନିଅନ (ସିଟୁ) ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଏମ୍ସିକୁ ମିଳିଥିବା ଏହି ଖଣିରୁ ୧୫୦…
ଭନ୍ସାଲୀଙ୍କ ଯୋଗୁ ବାଥରୁମ୍ରେ ଭୋ ଭୋ ହୋଇ କାନ୍ଦୁଥିଲେ ଏହି ଅଭିନେତ୍ରୀ, ଏବେ କହିଲେ…
ବମ୍ବେ: ଷ୍ଟାର ପ୍ଲସର ଲୋକପ୍ରିୟ ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର’ରେ ଧାରା ପାଣ୍ଡ୍ୟା ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ଶାଇନି ଦୋଶୀ। ହେଲେ ଦିନ ଥିଲା ତାଙ୍କୁ ନିର୍ଦ୍ଦେଶକଙ୍କଠାରୁ ଜୋରଦାର ଗାଳି ପଡ଼ୁଥିଲା। ଏହାପରେ ସେ ବାଥରୁମ୍କୁ ଯାଇ ଭୋ…
ଭବିଷ୍ୟତ ଗସ୍ତ କାର୍ଯ୍ୟସୂଚୀ ଜାରିକଲା ଆଇସିସି
ନୂଆଦିଲ୍ଲୀ,୧୭।୮: ଆଇସିସି ବୁଧବାର ୨୦୨୩ ରୁ ୨୦୨୭ ପର୍ଯ୍ୟନ୍ତ ଫ୍ୟୁଚର ଟୁର୍ ପ୍ରୋଗ୍ରାମ(ଏଫ୍ଟିପି) ଅର୍ଥାତ୍ ଭବିଷ୍ୟତ ଗସ୍ତ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏଫ୍ଟିପି ଅଧୀନରେ, ଆଇସିସିର ୧୨ଟି ପୂର୍ଣ୍ଣ ସଦସ୍ୟ ଦେଶ ମୋଟ ୭୭୭ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ। ଏଥିରେ ୧୭୩…
ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଡିଗ୍ରୀ ଫଳାଫଳ ପ୍ରକାଶ
କେନ୍ଦୁଝର,୧୭ା୮(ସ୍ବ.ପ୍ର.): ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଡିଗ୍ରୀ ରେଗୁଲାର ଓ ବ୍ୟାକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳା, ବାଣିଜ୍ୟ, ବିବିଏ ଓ ବିଜ୍ଞାନରେ ସମୁଦାୟ ପାସ୍ ହାର ୯୩.୭୧ ପ୍ରତିଶତ ରହିଛି। କଳାରେ ପାସ୍ ହାର ୯୫.୮୮ ପ୍ରତିଶତ,…
ପାଣି ଘେରରେ ଫସିଥିବା ପ୍ରସୂତୀଙ୍କୁ ଉଦ୍ଧାର
ବୌଦ୍ଧ,୧୭।୮(ସ୍ବ.ପ୍ର.): ବୌଦ୍ଧ ଜିଲା ଭେଜିଗୋରା ଗ୍ରାମର ଜଣେ ପ୍ରସୂତୀ ଏବଂ ଅସୁସ୍ଥ ମହିଳା ମହାନଦୀ ବନ୍ୟାଜଳରେ ୪ ଦିନ ହେଲା ଫସି ରହିଥିଲେ । ପାଣି ଘେରରେ ଥିବା ଗର୍ଭବତୀ ମହିଳା ଏବଂ ଅନ୍ୟ ଜଣେ ଗୁରୁତର ଅସୁସ୍ଥ ଥିବା ମହିଳାଙ୍କୁ…
‘ବନ୍ୟା ସ୍ଥିତିର ମୁକାବିଲା ପାଇଁ ନିଆଯାଉଛି ପଦକ୍ଷେପ’
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଲଘୁଚାପ ବର୍ଷା ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟା ସ୍ଥିତିକୁ ନେଇ ବୁଧବାର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସମୀକ୍ଷା କରିଛନ୍ତି। ଏହାସହ ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ…
ମନ୍ଦିରରେ ମାଙ୍କଡ଼-ମହିଳାଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ , ଆଉ ଶେଷରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
Archives


