Home Left

୪୫ କିଲୋମିଟର ପାଇଁ ଉବର ଚାର୍ଜ କଲା ଏତିକି ଟଙ୍କା, ଜାଣିଲେ…

ଆଜିକାଲି ଅଧିକାଂଶ ଜିନିଷ ଅନ୍‌ଲାଇନରେ ସହଜରେ ଉପଲବ୍ଧ।ଆମେ ସବୁବେଳେ ଭାବୁ ସହଜରେ ଜିନିଷ ଆମ ସାମ୍ନାକୁ ଆସୁ। ଖାଦ୍ୟପାନୀୟଠାରୁ ଆରମ୍ଭ କରି ଯାତାୟାତ ପର୍ଯ୍ୟନ୍ତ, ଅନ୍‌ଲାଇନ ଆବେଦନ ମାଧ୍ୟମରେ ଏହି ସୁବିଧା ଉପଲବ୍ଧ। ଯଦିଓ ଏହି କାରଣରୁ ଜୀବନ ସହଜ ହୋଇଯାଉଛି।…

ଅଧିନାୟକ ପଦ ଚାଲିଯିବାକୁ ନେଇ ଏପରି କହିଲେ ଧାଓ୍ବନ

ନୂଆଦିଲ୍ଲୀ,୧୭।୮: ଜିମ୍ବାଓ୍ବେ ବିପକ୍ଷରେ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହାକୁ ନେଇ ଭାରତର ଗସ୍ତ ପୂର୍ବରୁ ବିସିସିଆଇ ଅଧିନାୟକ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଥିଲା। ଶିଖର ଧାଓ୍ବନଙ୍କ ସ୍ଥାନରେ କେ.ଏଲ୍‌. ରାହୁଲଙ୍କୁ ନେତୃତ୍ୱ ଦିଆଯାଇଥିଲା। ହେଲେ ସଫଳତାକୁ…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ଧାରଣାରେ ବସିଲେ କାଉନସିଲର

ଆନନ୍ଦପୁର,୧୭ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଫକୀରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳେ ଡାକ୍ତରଖାନା ଖୋଲା ରହିଥିଲେ ମଧ୍ୟ ୮.୪୫ ପର୍ଯ୍ୟନ୍ତ କେହି ଡାକ୍ତର ଆସି ନ ଥିଲେ। ଫଳରେ ଶାଳବଣି ଛକ ନିକଟରେ…

ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି: ୩ କମାଣ୍ଡୋ ହଟିଲେ

ନୂଆଦିଲ୍ଲୀ,୧୭।୮: ଚଳିତ ବର୍ଷ ଫେବୃଆରୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବାସଭବନରେ ସୁରକ୍ଷା ଉଲ୍ଲଂଘନ ନେଇ ବୁଧବାର କେନ୍ଦ୍ର ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣା ପରେ ତିନି ଜଣ ସିଏସଏଫ କମାଣ୍ଡୋଙ୍କୁ ହଟାଯାଇ ଥିବାବେଳେ ଜଣେ…

କୋଚ୍‌ ଭାବେ ବିଫଳତାକୁ ସହ୍ୟ କରିପାରୁ ନ ଥିଲେ ଶାସ୍ତ୍ରୀ: କାର୍ତ୍ତିକ

ନୂଆଦିଲ୍ଲୀ,୧୭।୮: ଭାରତର ଅନୁଭବୀ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଶାସ୍ତ୍ରୀ ଖେଳାଳିମାନଙ୍କୁ ବିଶେଷ ଉପଲବ୍ଧି ହାସଲ କରିବାକୁ ନେଇ ଉତ୍ସାହିତ କରିଥାନ୍ତି ସତ ହେଲେ ବିଫଳତାକୁ ସହ୍ୟ କରିପାରୁ…

ଧସିଲା କରଡ଼ା ଘାଟି, ଅଟକି ରହିଛି ଶହଶହ ଗାଡ଼ିମୋଟର

ରାଇକିଆ,୧୭ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର କରଡ଼ା ଘାଟି ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ଘାଟିର ତିନୋଟି ସ୍ଥାନରେ ଓ୍ବାଲ ଧସି ଯିବାରୁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ୧୩ ଓ ୧୪ ତାରିଖ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ…

ବାଥରୁମ୍‌ରେ ରଖନ୍ତୁ ଏହି ରଙ୍ଗର ବାଲ୍‌ଟି; ଘରେ ବୃଦ୍ଧି ପାଇବ ସୁଖ ସମୃଦ୍ଧି…

ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଥାଏ। ଏଥିରେ ଦିଗ ଏବଂ ରଙ୍ଗର ପ୍ରମୁଖ ଭୂମିକା ରହିଛି। ସଠିକ ରଙ୍ଗ ଚୟନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ପ୍ରକାରର ଅସୁବିଧାରୁ ମୁକ୍ତି ମିଳିଥାଏ। ଏଥିସହ ବାସ୍ତୁ ଦୋଷ ଦୂର…

ଗୌତମ ଆଦାନୀଙ୍କୁ ଜେଡ୍‌ ସୁରକ୍ଷା

ନୂଆଦିଲ୍ଲୀ,୧୭।୮: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ତଥା ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ଗୌତମ ଆଦାନୀ ବର୍ତ୍ତମାନ ଭିଭିଆଇପି ସୁରକ୍ଷା ଅଧୀନରେ ରହିବେ। ଗୌତମଙ୍କୁ ଜେଡ୍‌ ବର୍ଗର ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର। ସୂଚନାଯୋଗ୍ୟ, ଗୌତମ ଆଦାନୀଙ୍କ ସୁରକ୍ଷା ବିପଦ ସମ୍ପର୍କରେ…

‘ଏକଛତ୍ରବାଦୀ ମୋଦି ସରକାରଙ୍କୁ ହଟାଇବାକୁ ପଡିବ’

ପାଟନା,୧୭।୮: ବିହାରରେ ପରିବର୍ତ୍ତିତ ସମୀକରଣ ଏବଂ କ୍ୟାବିନେଟ ବିସ୍ତାର ମଧ୍ୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ବୁଧବାର ଲାଲୁ ତାଙ୍କର ପୁରୁଣା ଶୈଳୀରେ ନଜର ଆସିଥିଲେ। ୨୦୨୪ ଲୋକ ସଭା ନିର୍ବାଚନ ରଣନୀତି…

କଂଗ୍ରେସକୁ ବଡ଼ ଝଟ୍‌କା: ୨ ବରିଷ୍ଠ ବିଧାୟକ ଭାଜପାରେ ସାମିଲ

ନୂଆଦିଲ୍ଲୀ,୧୭।୮: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ବୁଧବାର ଦୁଇ କଂଗ୍ରେସ ବିଧାୟକ ଭାଜପାରେ ଯୋଗ ଦେଇଛନ୍ତି। ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ଉପସ୍ଥିତିରେ କଙ୍ଗରା ବିଧାୟକ ପୱନ କାଜଲ ଏବଂ ନାଲାଗଡ ବିଧାୟକ ଲକ୍ଷ୍ମୀନ୍ଦର…

ବୁଲା ଗୋରୁଙ୍କ କବ୍‌ଜାରେ ଗଞ୍ଜାମ ଏନ୍‌ଏସି ମୁଖ୍ୟ ରାସ୍ତା

ଗଞ୍ଜାମ,୧୭।୮(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ବୁଲା ଗୋରୁଙ୍କ ପାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଗୋରୁଙ୍କ କବଜାରେ ସହରର ମୁଖ୍ୟ ରାସ୍ତା। ଏମାନଙ୍କୁ ହଟାଇବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଏନ୍‌ଏସି ପ୍ରଶାସନକୁ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ…

ଏମିତି ଭାବଭଙ୍ଗୀରେ ହାତୀ ଫେରାଉଛି ଶିଶୁର ଜୋତା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି। ବିଶେଷକରି ପଶୁପକ୍ଷୀମାନେ ଯେତେବେଳେ କିଛି ବୁଦ୍ଧିମାନ କାର୍ଯ୍ୟ କରନ୍ତି, ଲୋକମାନେ ସେମାନଙ୍କୁ ବହୁତ ଭଲ ପାଆନ୍ତି। ଏବେ ସେମିତି ଏକ ଭିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri