Home Left

ଆଜିଠାରୁ ଜୀ ସାର୍ଥକରେ ‘ସା ରେ ଗା ମା ପା’

ଭୁବନେଶ୍ୱର,୨୦।୮: ରାଜ୍ୟରେ ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଟିଭି ଚ୍ୟାନେଲ ‘ଜୀ ସାର୍ଥକ’ରେ ଆଜିଠାରୁ (ଶନିବାର) ସଙ୍ଗୀତଭିତ୍ତିକ ରିୟାଲିଟି ଶୋ ‘ସା ରେ ଗା ମା ପା-ସ୍ବରର ମହାମଞ୍ଚ’ ଆରମ୍ଭ ହେବାକୁ ଯାଉଛି। ନିକଟରେ ଉକ୍ତ ଶୋ’ର ସମସ୍ତ ଅଡିସନ କାର୍ଯ୍ୟକ୍ରମ ଶେଷ…

୨୦ ବର୍ଷ ପରେ ଧରାପଡ଼ିଲେ ବିଧାୟକ

ମୋତିହାରୀ,୨୦ା୮: ବିହାରର ପୂର୍ବତନ ବିଧାୟକ ରଞ୍ଜନ ତିଓ୍ବାରୀ ନେପାଳ ସୀମାନ୍ତ ରାକ୍ସାଉଲରୁ ଗିରଫ ହୋଇଛନ୍ତି। ପୋଲିସ ଉପରକୁ ଗୁଳିମାଡ଼ କରିବା ଅଭିଯୋଗରେ ୟୁପି ପୋଲିସ ତାଙ୍କୁ ଖୋଜୁଥିଲା। କିନ୍ତୁ ଦୀର୍ଘ ୨୦ ବର୍ଷ ଧରି ରଞ୍ଜନ ଲୁଚି ରହିଥିବାବେଳେ ପୋଲିସ ତାଙ୍କୁ…

ଆମିରଙ୍କ କ୍ୟାରିୟର ଟଳମଳ

ମୁମ୍ବାଇ: ସାମାଜିକ ଗଣମାଧ୍ୟମରୁ ଏବେ କୌଣସି କଥା ଅଛପା ହୋଇ ରହୁନାହିଁ। ଯେଉଁ ଖବରଗୁଡ଼ିକ ଲୋକଲୋଚନକୁ ଆସିପାରୁ ନାହିଁ ସେ ସବୁ ସୋସିଆଲ ମିଡିଆରେ ଘୁରିବୁଲୁଛି। ଅନ୍ୟପଟେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ୟୁଜରଙ୍କ ଟ୍ରୋଲ ଏକ ଟ୍ରେଣ୍ଡ ପାଲଟିଛି। ଆଉ…

ମହିଳାଙ୍କର ଯୌନ ସାଥୀ ଅଧିକ

ନୂଆଦିଲ୍ଳୀ,୨୦ା୮: ଦେଶର ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ଯୌନ ସାଥୀ ରହିଛନ୍ତି। ଶୁକ୍ରବାର ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ରାଜସ୍ଥାନର ମହିଳା ଏ କ୍ଷେତ୍ରରେ ଅଧିକ ସକ୍ରିୟ…

ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତିର ଅଭିବୃଦ୍ଧି

ନୂଆଦିଲ୍ଲୀ,୨୦।୮: ଚଳିତ ବର୍ଷ ଜୁଲାଇରେ ମୁଖ୍ୟତଃ କେତେକ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ କୃଷି ଏବଂ ଗ୍ରାମାଞ୍ଚଳର ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଯଥାକ୍ରମେ ୬.୬୦% ଏବଂ ୬.୮୨%କୁ ବୃଦ୍ଧି ଘଟିଛି। ଏପରିକି ୨୦୨୨ ଜୁନ୍‌ରେ କୃଷି ଏବଂ ଗ୍ରାମୀଣ…

ମଦ ଚାହିଦା ବଢ଼ାଇବା ପାଇଁ ପ୍ରତିଯୋଗିତା

ଟୋକିଓ: ମଦକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ପ୍ରକାର ନିୟମ ଲାଗୁ କରାଯାଇଛି। ମୁଖ୍ୟତଃ ଯୁବପିଢ଼ିଙ୍କୁ ଏ ପ୍ରକାର ନିଶା ଦ୍ରବ୍ୟରୁ ଦୂରରେ ରଖିବା ପାଇଁ ଏହି ନିୟମ ଲାଗୁ ହୋଇଥାଏ। କିନ୍ତୁ ଜାପାନରେ ମଦର ଚାହିଦା ବଢ଼ାଇବା ପାଇଁ ସ୍ବତନ୍ତ୍ର…

ମହିଳାଙ୍କ ହାତରେ ମୋସାଦ୍‌

ଜେରୁଜେଲମ୍‌,୨୦ା୮: ଇସ୍ରାଏଲ୍‌ର ଜାତୀୟ ଗୋଇନ୍ଦା ସଂସ୍ଥା ‘ମୋସାଦ୍‌’ର ସର୍ବୋଚ୍ଚ ପଦରେ ପ୍ରଥମ ଥର ପାଇଁ ଦୁଇଜଣ ମହିଳାଙ୍କୁ ନିଯୁକ୍ତି ମିଳିଛି। ଏନେଇ ମୋସାଦ୍‌ ସ୍ପାଏ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି। ତେବେ ଜାରି କରାଯାଇଥିବା ଫଟୋରେ ସମ୍ପୃକ୍ତ ମହିଳାଙ୍କ ମୁହଁକୁ ଲୁଚାଇ…

ବାଘ ଲାଙ୍ଗୁଡ଼ ଟାଣୁଛନ୍ତି ଯୁବକ, ଭିଡିଓ ଦେଖିଲେ….

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ପାଠପଢ଼ା ପାଇଁ ଜୀବନ ବାଜି

ଦଶମନ୍ତପୁର, ୨୦ା୮(ଡି.ଏନ୍‌.ଏ.): ଆଜି ବି ଏମିତି ପଞ୍ଚାୟତ ଏବଂ ଦୁର୍ଗମ ଗ୍ରାମାଞ୍ଚଳ ରହିଛି ଯେଉଁଠିକୁ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯିବାକୁ ହେଲେ ଛାତ୍ରୀଛାତ୍ରମାନେ ଜୀବନକୁ ବାଜି ଲଗାଇ ନଦୀ…

ସୁମିତ, ଯୋଗେଶଙ୍କ ବିଶ୍ୱରେକର୍ଡ

ବେଙ୍ଗାଲୁରୁ, ୨୦।୮ (ପି.ଟି.): ଏଠାରେ ଚାଲିଥିବା ୪ର୍ଥ ଇଣ୍ଡିଆନ ଓପନ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଟୋକିଓ ପାରାଲିମ୍ପିକ୍ସ ଚାମ୍ପିୟନ ଜାଭେଲିନ ଥ୍ରୋୟର ସୁମିତ ଆଣ୍ଟିଲ ଏବଂ ସିଲଭର ମେଡାଲିଷ୍ଟ ଡିସକସ୍‌ ତାରକା ଯୋଗେଶ କାଥୁନିୟା ନୂଆ ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି।…

ଜୟନ୍ତୀଙ୍କୁ ୨ ସ୍ବର୍ଣ୍ଣ,୧ ରୌପ୍ୟ

ଭୁବନେଶ୍ୱର, ୨୦।୮ (କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଇଣ୍ଡିଆନ ଓପନ ଜାତୀୟ ପାରା ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଜୟନ୍ତୀ ବେହେରା ଦ୍ୱିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶୁକ୍ରବାର ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ୨୦୦…

ଭୂତିଆଙ୍କ ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ, ୨୦ା୮(ପି.ଟି.): ଆଗାମୀ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ନିର୍ବାଚନରେ ସଭାପତି ପଦ ପାଇଁ କିମ୍ବଦନ୍ତୀ ବାଇଚୁଙ୍ଗ ଭୂତିଆ ସଭାପତି ପଦ ପାଇଁ ତାଙ୍କ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଏହି ମର୍ଯ୍ୟାଦାପୂର୍ଣ୍ଣ ପଦବୀ ପାଇଁ ପୂର୍ବତନ ଖେଳାଳି କଲ୍ୟାଣ ଚୌବେ ମୁଖ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri