Advertisement

ରାସ୍ତାରୁ  ନବଜାତ ଶିଶୁର ମୃତଦେହ ଠାବ 

ମାଲକାନଗିରି,୨୧ା୧୧(ଡି.ଏନ୍‌.ଏ.): ମାଲାକନଗିରି ସଦର ମହକୁମାସ୍ଥିତ ହରଗୌରୀ ମନ୍ଦିର ନିକଟରେ ଏକ ନବଜାତ ଶିଶୁର ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ଦେଇ ଯାଉଥିବା କେହି ବ୍ୟକ୍ତି ନବଜାତ ଶିଶୁର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ଏହାର ତଦନ୍ତ ଆରମ୍ଭ କରିଛି।  ସୂଚନାଯୋଗ୍ୟ, ଏହା କୌଣସି ଅବାଞ୍ଚତ୍ତ ଗର୍ଭପାତ ଅବା  କୁମାରୀ ମାତୃତ୍ୱର ପ୍ରତିଫଳନ ବୋଲି ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୁକ୍ତଙ୍କୁ ଘାସକଟାଳି ବେଶରେ ଧରିଲା ପୋଲିସ

କୁଜଙ୍ଗ, ୧୨ା୪ (ଡି.ଏନ୍‌.ଏ.):୩ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଛି। ଏଥିପାଇଁ ପୋଲିସକୁ ଘାସକଟାଳି...

ପିଏମ୍‌ଇଜିପି ଅଗ୍ରଗତି ନୈରାଶ୍ୟଜନକ: ଜିଲାସ୍ତରୀୟ କମିଟିର ନିଷ୍ପତ୍ତି ମାନୁନାହାନ୍ତି ବ୍ୟାଙ୍କ, ନିଯୁକ୍ତି ସୁଯୋଗ ସୃଷ୍ଟି ସଙ୍କୁଚିତ

ଯାଜପୁର ଅଫିସ,୧୬ା୬- ପ୍ରଧାନମନ୍ତ୍ରୀ କର୍ମନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ(ପିଏମ୍‌ଇଜିପି) ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଯୋଜନା। ସ୍ଥାନୀୟ ସମ୍ବଳକୁ ବ୍ୟବହାର କରି ଆମତ୍ନିଯୁକ୍ତି ଓ ନିଯୁକ୍ତି ସୁଯୋଗ ସୃଷ୍ଟି...

ଜଙ୍ଗଲ ଜମିରୁ ବେଆଇନ ମୋରମ ଉଠାଣ

କେନ୍ଦୁଝର,୧୭ା୨(ସ୍ବ.ପ୍ର.)-ଜଙ୍ଗଲ ଜମିରେ ଚାଲିଛି ବେଆଇନ ମାଟି ଉଠାଣ। ବାଂଶପାଳ ତହସିଲ ଶୁଆକାଟୀ ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଉପର ସୁମଠ ଠାରେ ବେଆଇନ ଭାବେ ଜୁଆଙ୍ଗ ଲୋକ...

ମିଳୁନି ନ୍ୟାୟ:୧୦ମ ଦିନରେ ଯୁବତୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୧୨ା୮:ବ୍ରହ୍ମପୁର ଦେଶୀବେହେରା ସାହିସ୍ଥିତ ପ୍ରେମିକଙ୍କ ଘର ଆଗରେ ଜଣେ ଯୁବତୀ ତାଙ୍କ ଦେଢ଼ ବର୍ଷର ଶିଶୁପୁତ୍ରକୁ ଧରି ବର୍ଷା କାକରରେ ୧୦ ଦିନ ହେଲା...

ନଷ୍ଟ ହେଉଛି ବର୍ଷକର ଅମଳ

ଖଇରା, ୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଗନଧୂଳି ସେବା ସମବାୟ ସମିତି ଅଧୀନରେ ଚାଷୀଙ୍କର ଧାନ କିଣା ନ ହେବା ଯୋଗୁ ମାସ ମାସ...

ନୂଆଗଡ଼ରୁ ହରିଣ ଉଦ୍ଧାର

ପାରାଦୀପ, ୨୮।୩ (ସ୍ବ.ପ୍ର.)- ପାରାଦୀପ ଲକ୍‌ ଥାନା ଅଧୀନ ନୂଆଗଡ଼ ଗ୍ରାମ ଉପାନ୍ତ ମହାନଦୀ ପଠାରୁ ଶନିବାର ସକାଳୁ ଏକ ହରିଣ ଉଦ୍ଧାର କରାଯାଇଛି। ମହାନଦୀରେ...

ପାରାଦୀପ ବନ୍ଦରର ଲଗାତର ୪ର୍ଥ ରେକର୍ଡ

ପାରାଦୀପ,୨।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ୨୦୨୦-୨୧ ଆର୍ଥତ୍କ ବର୍ଷରେ ୧୧୪.୫୫ ମିଲିୟନ ଟନ୍‌ ପଣ୍ୟ କାରବାର କରିଛି। ଲଗାତର ୪ର୍ଥ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍‌ରୁ...

ପୋଲ ଆଗରେ ଜବରଦଖଲ, ଜଳ ନିଷ୍କାସନରେ ବାଧା

ବୋଲଗଡ଼,୧୨।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ବାଙ୍କୋଇ -ସାଗରଗୁଆ ପୂର୍ତ୍ତ ରାସ୍ତା ମଝିରେ ଥିବା ଏକ ପୋଲ ନିକଟରେ ଜଣେ ବ୍ୟକ୍ତି ଜବରଦଖଲ କରିଛନ୍ତି। ଜବରଦଖଲ...

Advertisement
Archives

Model This Week