ଶ୍ୱେତା ମୃତ୍ୟୁ ମାମଲା: ପୋଲିସକୁ ମିଳିଲା ଡାଏରୀ
ଭୁବନେଶ୍ୱର,୨୫।୮(ବ୍ୟୁରୋ): ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳକୁମାରୀ(୨୬)ଙ୍କ ମୃତଦେହ ମିଳିବା ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ମିଳିବାରେ ଲାଗିଛି। ଏବେ ଶ୍ୱେତାଙ୍କ ଡାଏରୀ ପୋଲିସକୁ ମିଳିଥିବା ଜଣାପଡିଛି। ଯେଉଁଥିରେ ଲେଖାଅଛି,ସୌମ୍ୟଜିତ୍ ମୋତେ ତାଙ୍କ ସ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି। ସେ ମୋତେ…
ସ୍ତ୍ରୀଙ୍କ ପାଖରେ ଏହି ୫ ଗୁଣ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କହିଛନ୍ତି…
ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ ଅନେକ ସମସ୍ୟା ଦୂର ହୋଇପାରେ। ଚାଣକ୍ୟ ନିଜର ଏକ ନୀତିରେ ସ୍ତ୍ରୀମାନଙ୍କର ୫ଟି ଗୁଣ…
ଗୋଟିଏ ଦିନରେ ୩୦୯ ରନ୍: ୯୧ ବର୍ଷ ହେଲାଣି ଭାଙ୍ଗିନି ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍ଙ୍କ ରେକର୍ଡ
ବ୍ରିସ୍ବେନ୍,୨୭।୮: ଭାରତୀୟ କ୍ରିକେଟ ଟିମ୍ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍ କମ୍ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍ ଭିତରେ ଅନେକ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି। ସେଭଳି ଜଣେ ହେଲେ ସାର୍ ଡନ୍ ବ୍ରାଡ୍ମ୍ୟାନ୍।…
ସର୍ବସମ୍ମୁଖରେ ଏସବୁ ଅଭିନେତ୍ରୀଙ୍କ ଅପମାନ କରିଛନ୍ତି ସଲମାନ୍
ବମ୍ବେ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ନିଜର ମଜାଳିଆ ସ୍ବଭାବକୁ ନେଇ ବେଶ୍ ପରିଚିତ। ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କର ଏହି ସ୍ବଭାବ ବେଶ ପସନ୍ଦ ଆସିଥାଏ। ହେଲେ ଅନେକ ସମୟରେ ସେ ମଜା କରୁ କରୁ କଟାକ୍ଷ କରିବା ଭଳି ଅନେକ…
ନିଲମ୍ବିତ ଭାଜପା ନେତା ଟି. ରାଜା ପୁଣି ଗିରଫ
ହାଇଦ୍ରାବାଦ,୨୫।୮: ନିଲମ୍ବିତ ଭାଜପା ନେତା ଟି. ରାଜା ସିଂଙ୍କୁ ପୁଣି ଗୁରୁବାର ଗିରଫ କରାଯାଇଛି। ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ ସେ ଦୃଢ ବିରୋଧର ସମ୍ମୁଖୀନ ହୋଇଥିଲେ। ଏହାପୂର୍ବରୁ ଟି.ରାଜାଙ୍କୁ ଗତ ଅଗଷ୍ଟ ୨୩ରେ ଗିରଫ କରାଯାଇଥିଲା। ଏହା…
ନାମଲେଖାରୁ ବଞ୍ଚିତ ହୋଇ ସ୍କୁଲ ସମ୍ମୁଖରେ ଚଣା, ମୁଢ଼ି ବିକିଲେ ଛାତ୍ର
ପୁରୁଷୋତ୍ତମପୁର,୨୫ା୮(ଡି.ଏନ୍.ଏ.): ସରକାର ଶିକ୍ଷା ଅଧିକାର ଆଇନ(ରାଇଟ୍ ଟୁ ଏଜୁକେଶନ) ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ‘ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ’ ର ନାରା ଦେଇ ପିଲାଙ୍କୁ ସ୍କୁଲ ଆସିବା ଲାଗି ଆଗ୍ରହ ସୃଷ୍ଟି କରିବା ଦିଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ମଧ୍ୟାହ୍ନଭୋଜନଠାରୁ…
ଡାକ୍ତରଖାନାରେ ପାଣି ନାହିଁ, ରୋଗୀଙ୍କ ଡାଏଲିସିସ୍ ବନ୍ଦ
ମାଲକାନଗିରି,୨୫।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ କିଛିଦିନ ହେଲା ପାଣିର ଅଭାବ ଦେଖାଦେଇଛି। ଫଳରେ କିଡ୍ନୀ ରୋଗୀଙ୍କ ସେବା ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ଏଭଳି ହୋଇଛି ଯେ, ଡାଏଲିସିସ୍ ପାଇଁ ଆସୁଥିବା ରୋଗୀଙ୍କୁ ସ୍ବାସ୍ଥ୍ୟ କର୍ମଚାରୀ ଫେରାଇ ଦେଉଛନ୍ତି। ସୂଚନା ଅନୁଯାୟୀ,…
କିଆରାଙ୍କ ୱିଶ
ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଚ୍ୟାଟ ଶୋ’ ‘କଫି ୱିଥ କରନ ୭’ର ଲାଟେଷ୍ଟ ଏପିସୋଡରେ ବଲିଉଡ ଆକ୍ଟର ସାହିଦ କପୁର ଓ ଆକ୍ଟ୍ରେସ କିଆରା ଆଡଭାନୀଙ୍କ ଯୋଡିକୁ ଦେଖିବାକୁ ମିଳିବ । ସମସ୍ତେ ଜାଣିଥିବେ ଏହି ଶୋ’ରେ ବଲିଉଡ…
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ
ଶ୍ରୀନଗର,୨୫।୮: ଜମ୍ମୁ-କଶ୍ମୀରର ବାରମୁଳା ଜିଲାର ଉରି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଅନୁପ୍ରବେଶ ଉଦ୍ୟମକୁ ରୋକିବାବେଳେ ସୁରକ୍ଷାବାହିନୀ ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଏକ ଟିମ୍ କମଲକୋଟରୁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।…
ୟୁପି ଭାଜପା ସଭାପତିଙ୍କ ନାଁ ଘୋଷଣା
ଲକ୍ଷ୍ନୌ,୨୫।୮: ଉତ୍ତରପ୍ରଦେଶରେ ଭାଜପା ରାଜ୍ୟ ସଭାପତିଙ୍କ ନାମ ଘୋଷଣାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନା ଶେଷ ହୋଇଛି। ରାଜ୍ୟରେ ନୂଆ ରାଜ୍ୟ ସଭାପତିଙ୍କ ନାମ ଭାଜପା ଗୁରୁବାର ଘୋଷଣା କରିଛି। ଦଳ ଭୂପେନ୍ଦ୍ର ସିଂ ଚୌଧୁରୀଙ୍କୁ ୟୁପି ଦାୟିତ୍ୱ…
ନିଜ ଠାରୁ ୧୪ ବର୍ଷ ସାନ ମୀରାଙ୍କୁ ବିବାହ ଏମିତି ସମ୍ଭାଳି ଥିଲେ ଶାହିଦ
ଅଭିନେତା ଶାହିଦ କପୁର ନିକଟରେ କରଣ ଜୋହରଙ୍କ ଶୋ’ କଫି ଓ୍ବିଥ୍ କରଣରେ କିଆରା ଆଡଭାନୀଙ୍କ ସହ ନଜର ଆସିଥିଲେ। ଏଠାରେ ଉଭୟ ସେଲିବ୍ରିଟି ବୃତ୍ତିଗତଠାରୁ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା ହୋଇଥିଲେ। କରଣ ଜୋହର ଶାହିଦଙ୍କ ସ୍ତ୍ରୀ ମୀରା ରାଜପୁତଙ୍କୁ…
ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣଙ୍କ ହେଲେ ସୁନ୍ଦରଗଡ଼ର ୬୫ ବର୍ଷିୟ ବ୍ୟକ୍ତି। ସେ ଉଚ୍ଚ ରକ୍ତ…
Archives


