ପୋଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି, ତଣ୍ଡ ଗଣିଲେ ଅମାନିଆ
ବୁଗୁଡ଼ା,୨୫।୮(ଡି.ଏନ୍.ଏ): ଗଞ୍ଜାମ ଜିଲା ବୁଗୁଡ଼ା ଅଞ୍ଚଳରେ ପୋଲିସ ପକ୍ଷରୁ ଗୁରୁବାର ଗାଡି ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଅମାନିଆ ଗାଡି ଚାଳକଙ୍କଠାରୁ ଫାଇନ୍ ଆଦାୟ କରାଯାଇଛି। ବୁଗୁଡ଼ା ସହରର ବ୍ଲକ ଛକ , ବୁଦ୍ଧଖୋଲ ଛକ ଓ ମଦନ ମୋହନ ଛକଠାରେ…
ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ବ୍ରହ୍ମପୁର ଅଫିସ୍,୨୫।୮: ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ସୈନ୍ୟବାହିନୀରେ ଖାଲି ପଡିଥିବା ୨ଲକ୍ଷରୁ ଊଦ୍ଧର୍ବ ପଦବୀ ପୂରଣ ଦାବି ନେଇ ଗୁରୁବାର ଗଣତାନ୍ତ୍ରିକ ଯୁବ ଫେଡେରେଶନ (ଡିୱାଇଏଫ୍ଆଇ) ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର(ଆର୍ଡିସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ…
ଫିଲ୍ମ ‘ଏମରଜେନ୍ସି’କୁ ନେଇ ବଢୁଛି ଉତ୍ସାହ: ସାମ୍ନାକୁ ଆସିଲା ମିଲିନ୍ଦଙ୍କ ଲୁକ୍
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କ ଅପକମିଙ୍ଗ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ପୂର୍ବରୁ ଏହାର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଥିଲା। ଏହା ପରେ ଅଭିନେତା…
୮ ସ୍ତ୍ରୀଙ୍କ ପାଇଁ ବିଳାସପୂର୍ଣ୍ଣ ପ୍ରାସାଦ ନିର୍ମାଣ କରୁଛନ୍ତି ଏହି ବ୍ୟକ୍ତି
ବ୍ରାଜିଲର ପ୍ରସିଦ୍ଧ ମଡେଲ ଏବଂ ଇନ୍ଫ୍ଲୁଏନ୍ସର ଆର୍ଥର ଓ ଉର୍ସୋଙ୍କର ଜଣେ କିମ୍ବା ଦୁଇଜଣ ନୁହେଁ, ମୋଟ ଆଠ ଜଣ ସ୍ତ୍ରୀ ଅଛନ୍ତି। ସେ ସମସ୍ତ ସ୍ତ୍ରୀଙ୍କ ସହିତ ଏକାଠି ରୁହନ୍ତି। ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ଆର୍ଥର ୭୫୦୦ ବର୍ଗଫୁଟର…
ଶ୍ୱେତା ମୃତ୍ୟୁ ମାମଲା: ପୋଲିସକୁ ମିଳିଲା ଡାଏରୀ
ଭୁବନେଶ୍ୱର,୨୫।୮(ବ୍ୟୁରୋ): ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳକୁମାରୀ(୨୬)ଙ୍କ ମୃତଦେହ ମିଳିବା ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ମିଳିବାରେ ଲାଗିଛି। ଏବେ ଶ୍ୱେତାଙ୍କ ଡାଏରୀ ପୋଲିସକୁ ମିଳିଥିବା ଜଣାପଡିଛି। ଯେଉଁଥିରେ ଲେଖାଅଛି,ସୌମ୍ୟଜିତ୍ ମୋତେ ତାଙ୍କ ସ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି। ସେ ମୋତେ…
ସ୍ତ୍ରୀଙ୍କ ପାଖରେ ଏହି ୫ ଗୁଣ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କହିଛନ୍ତି…
ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ ଅନେକ ସମସ୍ୟା ଦୂର ହୋଇପାରେ। ଚାଣକ୍ୟ ନିଜର ଏକ ନୀତିରେ ସ୍ତ୍ରୀମାନଙ୍କର ୫ଟି ଗୁଣ…
ଗୋଟିଏ ଦିନରେ ୩୦୯ ରନ୍: ୯୧ ବର୍ଷ ହେଲାଣି ଭାଙ୍ଗିନି ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍ଙ୍କ ରେକର୍ଡ
ବ୍ରିସ୍ବେନ୍,୨୭।୮: ଭାରତୀୟ କ୍ରିକେଟ ଟିମ୍ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍ କମ୍ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍ ଭିତରେ ଅନେକ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି। ସେଭଳି ଜଣେ ହେଲେ ସାର୍ ଡନ୍ ବ୍ରାଡ୍ମ୍ୟାନ୍।…
ସର୍ବସମ୍ମୁଖରେ ଏସବୁ ଅଭିନେତ୍ରୀଙ୍କ ଅପମାନ କରିଛନ୍ତି ସଲମାନ୍
ବମ୍ବେ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ନିଜର ମଜାଳିଆ ସ୍ବଭାବକୁ ନେଇ ବେଶ୍ ପରିଚିତ। ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କର ଏହି ସ୍ବଭାବ ବେଶ ପସନ୍ଦ ଆସିଥାଏ। ହେଲେ ଅନେକ ସମୟରେ ସେ ମଜା କରୁ କରୁ କଟାକ୍ଷ କରିବା ଭଳି ଅନେକ…
ନିଲମ୍ବିତ ଭାଜପା ନେତା ଟି. ରାଜା ପୁଣି ଗିରଫ
ହାଇଦ୍ରାବାଦ,୨୫।୮: ନିଲମ୍ବିତ ଭାଜପା ନେତା ଟି. ରାଜା ସିଂଙ୍କୁ ପୁଣି ଗୁରୁବାର ଗିରଫ କରାଯାଇଛି। ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ ସେ ଦୃଢ ବିରୋଧର ସମ୍ମୁଖୀନ ହୋଇଥିଲେ। ଏହାପୂର୍ବରୁ ଟି.ରାଜାଙ୍କୁ ଗତ ଅଗଷ୍ଟ ୨୩ରେ ଗିରଫ କରାଯାଇଥିଲା। ଏହା…
ନାମଲେଖାରୁ ବଞ୍ଚିତ ହୋଇ ସ୍କୁଲ ସମ୍ମୁଖରେ ଚଣା, ମୁଢ଼ି ବିକିଲେ ଛାତ୍ର
ପୁରୁଷୋତ୍ତମପୁର,୨୫ା୮(ଡି.ଏନ୍.ଏ.): ସରକାର ଶିକ୍ଷା ଅଧିକାର ଆଇନ(ରାଇଟ୍ ଟୁ ଏଜୁକେଶନ) ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ‘ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ’ ର ନାରା ଦେଇ ପିଲାଙ୍କୁ ସ୍କୁଲ ଆସିବା ଲାଗି ଆଗ୍ରହ ସୃଷ୍ଟି କରିବା ଦିଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ମଧ୍ୟାହ୍ନଭୋଜନଠାରୁ…
ଡାକ୍ତରଖାନାରେ ପାଣି ନାହିଁ, ରୋଗୀଙ୍କ ଡାଏଲିସିସ୍ ବନ୍ଦ
ମାଲକାନଗିରି,୨୫।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ କିଛିଦିନ ହେଲା ପାଣିର ଅଭାବ ଦେଖାଦେଇଛି। ଫଳରେ କିଡ୍ନୀ ରୋଗୀଙ୍କ ସେବା ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ଏଭଳି ହୋଇଛି ଯେ, ଡାଏଲିସିସ୍ ପାଇଁ ଆସୁଥିବା ରୋଗୀଙ୍କୁ ସ୍ବାସ୍ଥ୍ୟ କର୍ମଚାରୀ ଫେରାଇ ଦେଉଛନ୍ତି। ସୂଚନା ଅନୁଯାୟୀ,…
କିଆରାଙ୍କ ୱିଶ
ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଚ୍ୟାଟ ଶୋ’ ‘କଫି ୱିଥ କରନ ୭’ର ଲାଟେଷ୍ଟ ଏପିସୋଡରେ ବଲିଉଡ ଆକ୍ଟର ସାହିଦ କପୁର ଓ ଆକ୍ଟ୍ରେସ କିଆରା ଆଡଭାନୀଙ୍କ ଯୋଡିକୁ ଦେଖିବାକୁ ମିଳିବ । ସମସ୍ତେ ଜାଣିଥିବେ ଏହି ଶୋ’ରେ ବଲିଉଡ…
Archives


