ଏସ୍ପି ଅଫିସରେ ମୁଣ୍ଡିଆ ମାରି ଗୁହାରି କଲେ ରଜନୀ
ସମ୍ବଲପୁର,୨୬ା୮(ବ୍ୟୁରୋ):ସ୍ବାମୀ ପ୍ରାୟ ଏକମାସ ହେବ ଦାଦନ ଖଟିବାକୁ ଯାଇ ଆଉ ଫେରିନାହାନ୍ତି। ସ୍ବାମୀ ଗଲାପରେ ପରିବାର ପୋଷଣ ହୋଇ ପାରୁନାହିଁ। ଛୋଟ ପିଲାମାନେ ଥିବାରୁ ରୋଜଗାର କରିବାକୁ ଯାଇ ପାରୁନାହିଁ। ନିଖୋଜ ସ୍ବାମୀଙ୍କୁ ଉଦ୍ଧାର କରିବାକୁ ଯୁଯୁମୁରା ଥାନା ପୋଲିସ ପାଖକୁ…
ଶିକ୍ଷକଙ୍କ ମାଡ଼ରେ ୨୦ ଛାତ୍ରୀଛାତ୍ର ଲହୁଲୁହାଣ
ଆର୍.ଉଦୟଗିରି,୨୬ା୮(ଡି.ଏନ୍.ଏ.): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଲୁଧିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ଅନ୍ୟ ଏକ ବିଦ୍ୟାଳୟ ଡେଙ୍ଗା ସଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିନା କାରଣରେ ୨୦ରୁ ଊଦ୍ଧର୍ବ ଛାତ୍ରୀଛାତ୍ରୀଙ୍କୁ ୨ଟି ବାଉଁଶ ବାଡ଼ିରେ ଆଖିବୁଜା…
୩ ବର୍ଷ ହେବ ଚାଉଳ ନେଇଛି ଭୂତ
ତେନ୍ତୁଳିଖୁଣ୍ଟି, ୨୬।୮(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ତେନ୍ତୁଲିଖୁଣ୍ଟି ବ୍ଲକ ପୁଜାରୀଗୁଡ଼ା ପଞ୍ଚାୟତରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ଚାଉଳ ବଣ୍ଟନରେ ଅନିୟମିତତା ହେଉଛି। ଉକ୍ତ ଯୋଜନାରେ ମୃତ ହିତାଧିକାରୀଙ୍କ ନାମରେ ମଧ୍ୟ ଚାଉଳ ଉଠୁଛି। ଏପରିକି କୋରନା ସମୟରେ ଆସିଥିବା ସହାୟତା ଟଙ୍କା…
ପ୍ରଥମ ଦିନରେ ଜାଣନ୍ତୁ କେତେ ଆୟ କରିଛି ‘ଲାଇଗର’
ମୁମ୍ବାଇ: ସାଉଥ୍ ଅଭିନେତା ବିଜୟ ଦେବରାକୋଣ୍ଡା-ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ ଗୁରୁବାର ରିଲିଜ୍ ହୋଇଯାଇଛି। ଯାହାକୁ ଦେଖିବା ପାଇଁ ଦର୍ଶକ ବହୁ ଦିନରୁ ଅପେକ୍ଷା କରିଥିଲେ। ଫିଲ୍ମଟି ହିନ୍ଦୀ, ତେଲୁଗୁ, ମାଲାୟାଲମ, ତାମିଲ ଭାଷାରେ ରିଲିଜ୍ ହୋଇଛି। ତେବେ ରିଲିଜ୍…
ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ପରେ ସ୍କୁଲ ଗଲେ ଛାତ୍ରୀଛାତ୍ର
ଉମରକୋଟ,୨୬।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଧୀନ ସାନଭରଣ୍ଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ଦାସଙ୍କୁ ବିଇଓ ବିକାଶ ଚନ୍ଦ୍ର ସରକାର ବଦଳି କରିଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ୨୮୩୪/ ୨୪/୮/୨୨…
ନଷ୍ଟ ହୋଇଛି ୧୦୫.୯୦ ଏକର ଜମିର ଫସଲ
ଉମରକୋଟ,୨୬।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ବୁର୍ଜା ପଞ୍ଚାୟତ କପସାଭଟା ଗ୍ରାମରେ ସଂରକ୍ଷିତ ଜଙ୍ଗଲ ଜମି ଅଧିଗ୍ରହଣକୁ ନେଇ ମକା ଫସଲ ନଷ୍ଟ ଓ ଘର ପୋଡି ଘଟଣାରେ ଉଚ୍ଚସ୍ତରୀୟ ଅନୁସନ୍ଧାନ ପାଇଁ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଘଟଣାସ୍ଥଳକୁ…
ସୀମା ଚିହ୍ନଟ ଉପରେ ଗୁରୁତ୍ୱ ଦେଲେ କମିବ ବିବାଦ
ନବରଙ୍ଗପୁର,୨୬।୮(ବି.ପ୍ର.): ନବରଙ୍ଗପୁର ଜିଲା ମକା ଉତ୍ପାଦନରେ ସାରା ଭାରତ ବର୍ଷରେ ନାଁ କରିଛି। କୃଷି ବିଭାଗର ଆକଳନ ଅନୁଯାୟୀ ଜିଲାରେ ୬୦ ହଜାର ହେକ୍ଟର ଜମିରେ ଚଳିତ ବର୍ଷ ମକା ଚାଷ ହୋଇଥିବା ସୂଚନା ମିଳିଛି। ଜଙ୍ଗଲ ଜମିରେ ମକାଚାଷକୁ ଆଧାର…
ଦୁର୍ଘଟଣାରେ ଚାଲିଗଲା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସ୍ଡିଙ୍କ ଜୀବନ
ନୂଆଦିଲ୍ଲୀ,୨୬।୮: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସ୍ପେଶାଲ ଡ୍ୟୁଟି ଅଫିସର(ଓଏସଡି) ମୋତିଲାଲ ସିଂଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବସ୍ତି ଜିଲା ଖଝୌଲାରେ ଏକ ପଶୁକୁ ବଞ୍ଚାଇବାବେଳେ ମୋତିଲାଲଙ୍କ ସହ ଏହି ଦୁର୍ଘଟଣା ଘଟିଛି। ଏହି ସଡକ ଦୁର୍ଘଟଣାରେ ଓଏସଡିଙ୍କ…
ଗ୍ରାସୀମ କମ୍ପାନୀକୁ ମିଳିଲା ଗ୍ଲୋବାଲ ଏନଭାରମେଣ୍ଟ ଆୱାର୍ଡ
ଗଞ୍ଜାମ,୨୬।୮(ଡି.ଏନ୍.ଏ ) ଗଞ୍ଜାମ ଜିଲା ସ୍ଥିତ ଗ୍ରାସୀମ କମ୍ପାନୀକୁ ମିଳିଲା ଗ୍ଲୋବାଲ ଏନଭାରମେଣ୍ଟ ୨୦୨୨ ଆୱାର୍ଡ l ନୂଆଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଏନ୍ଏରଜି ଓ ଏନଭାରମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଏହି ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ କମ୍ପାନୀ ଆଡମିନ ଜେନେରାଲ ମ୍ୟାନେଜର…
ଅବ୍ୟବସ୍ଥାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର
ମାଥିଲି,୨୬ା୮(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଟେମୁରୁପାଲି ପଞ୍ଚାୟତର ସର୍ଗିଗୁଡ଼ା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥାରେ ଚାଲୁଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ପରିସରରେ ପାନୀୟ ଜଳ ପାଇଁ ନଳକୂପ ନାହିଁ। ପାଇଖାନା କି ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ନାହିଁ।…
କୋରାପୁଟରେ ହେବ ଗୁମ୍ଫା ପର୍ଯ୍ୟଟନର ବିକାଶ
କୋରାପୁଟ,୨୬ା୮(ସ୍ବ.ପ୍ର.): କୋରାପୁଟ ଜିଲାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ପ୍ରାକୃତିକ ବିଭବକୁ ଅଧିକ ଆକର୍ଷଣୀୟ କରିବା ଲାଗି କୋରାପୁଟ ଜିଲାରେ ଥିବା ବିଭିନ୍ନ ଗୁମ୍ପାର ବିକାଶ କରାଯିବ। ଆଲୋକୀକରଣ ବ୍ୟବସ୍ଥା ସହ ସେଠାକୁ ଯାତାୟାତ ଲାଗି…
ଭତ୍ତା ଅପେକ୍ଷାର ଅନ୍ତ ହେଉନି
ରାସୋଳ, ୨୫।୮(ଡି.ଏନ୍.ଏ.): ୩୦ବର୍ଷ ତଳେ ସ୍ବାମୀ ହାତ ଛାଡ଼ି ଦେବା ପରେ ମୂଲମଜୁରି ଲାଗି ଦୁଇ ପୁଅଙ୍କୁ ବଡ଼ କଷ୍ଟରେ କରିଥିଲେ ମଣିଷ। ଦଇବ ଦଣ୍ଡ ଦେଲା। ଅକାଳରେ ଚାଲିଗଲେ ବଡ଼ପୁଅ। ସାନପୁଅ ନିଜ ପରିବାର କଥା ଦେଖିଲେ। ଏବେ ଏକା…
Archives


