Home Left

ଇରଫାନଙ୍କ ପ୍ରଥମ ଫିଲ୍ମର ଟ୍ରେଲର ରିଲିଜ୍‌: ଏଭଳି ପ୍ରତିକ୍ରିୟା ଦେଲେ ରାଇନା

ମୁମ୍ବାଇ: କ୍ରିକେଟ ଜଗତରେ ନିଜର ଦମ୍‌ଦାର ପ୍ରଦର୍ଶନ କରି ଲୋକପ୍ରିୟ ହୋଇଥିବା ଇରଫାନ ପଠାନ ବର୍ତ୍ତମାନ ଅଭିନୟ ଜଗତରେ ନିଜର ଇନିଂସ ଖେଳିବାକୁ ଯାଉଛନ୍ତି। ଅଜୟ ଜ୍ଞାନମୁଥୁଙ୍କ ଦ୍ୱାରା ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘କୋବ୍ରା’ ସହିତ ଇରଫାନ ଫିଲ୍ମରେ ଡେବ୍ୟୁ କରିଛନ୍ତି।…

ସୋନାଲୀଙ୍କୁ ଦିଆଯାଇଥିଲା ଡ୍ରଗ୍ସ: ଗିରଫ ହେଲେ ୨ ସହଯୋଗୀ

ନୂଆଦିଲ୍ଲୀ,୨୬।୮: ହରିଆଣାର ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗୁରୁବାର ଆସିଥିବା ପୋଷ୍ଟମାର୍ଟମ ରିପୋର୍ଟରେ ସୋନାଲୀଙ୍କ ଶରୀରରେ କ୍ଷତଚିହ୍ନ ଥିବା ଦର୍ଶାଯାଇଥିବା ବେଳେ ଶୁକ୍ରବାର ଆଉ…

ସୋନାଲୀଙ୍କୁ ମୁଖାଗ୍ନୀ ଦେଲେ ଝିଅ ଯଶୋଧରା

ଚଣ୍ଡିଗଡ଼,୨୬।୮: ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟ ଶୁକ୍ରବାର ପଞ୍ଚତତ୍ତ୍ୱରେ ବିଲୀନ ହୋଇଛନ୍ତି। ହରିଆଣାର ହିସାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ଏକମାତ୍ର ଝିଇ ଯଶୋଧରା ମୁଖାଗ୍ନୀ ଦେଇଛନ୍ତି। ଏଥିସହ ଯଶୋଧରା ତାଙ୍କ ମା’ଙ୍କ ମୃତଦେହକୁ…

ଆଲିଆଙ୍କ ଲାଟେଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଏବେ ତାଙ୍କ ପେଗ୍ନେସି ପିରିୟଡର ମଜା ଉଠାଉଛନ୍ତି । ନିକଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଥିବା ବେଳେ ସେଥିରେ ସେ ବେବି ବମ୍ପ ପ୍ଲାଣ୍ଟ କରୁଥିବା ନଜର ଆସିଛି । ନିକଟରେ…

ଥମିନି ବିବାଦ: ପୁଣି ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ

ପୁରୁଷୋତ୍ତମପୁର,୨୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅଧୀନ କୁମାରୀଠାରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟର ବିବାଦ ପିଛା ଛାଡୁନାହିଁ। ଗୁରବାର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣି ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ନାମଲେଖାରୁ ବଞ୍ଚିତ ହୋଇ ସ୍କୁଲ ସମ୍ମୁଖରେ ଚଣା ମୁଢି…

ଡମ୍ଫର ଧକ୍କାରେ ୨୦ ଫୁଟ୍‌ ଛିଟିକି ପଡ଼ିଲା ଅଟୋ: ୫ ଗୁରୁତର

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୬।୮: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗଡ଼ା ମୁଖ୍ୟ ରାସ୍ତାର ବନ୍ଧଗଡ଼ ଗାଁ ନିକଟରେ ଏକ ଡମ୍ଫର ଓ ଅଟୋ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଓଟୋରେ ବସିଥିବା ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଫିରିଙ୍ଗିଆ…

ମୃତଦେହ ରଖି ଜିଲାପାଳଙ୍କ କାର୍ଯାଳୟ ଘେରିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ,୨୬।୮: କନ୍ଧମାଳ ଜିଲା ଫୁଲବାଣୀ ସହର ନିକଟ ଡାକପାଲା ଡ୍ୟାମ୍‌ରେ ଜଣେ ବାଇକ୍‌ ଆରୋହୀ ଭସିଯାଇଥିଲେ। ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ନେଇ ଶୁକ୍ରବାର ଉତ୍ତେଜନା ଦେଖା ଦେଇଛି। ଗ୍ରାମବାସୀ ଡ୍ୟାମ ଉପରେ ଏକ…

ଇସ୍ତଫା ପରେ ଗୁଲାମନବୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ଆଜାଦ ଏକ ବଡ଼ ଘୋଷଣା କରିଛଉନ୍ତି। ଜମ୍ମୁ-କଶ୍ମୀରକୁ ପୁଣି ଫେରିବେ ଏବଂ ନିଜର ଏକ ନୂତନ ଦଳ ଗଠନ…

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୬।୮(ବ୍ୟୁରୋ): ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣଙ୍କ ହେଲେ ଭୁବନେଶ୍ୱରର ୭୭ ବର୍ଷିୟ ବ୍ୟକ୍ତି। ସେ ଡାଇବେଟିସ ମେଲିଟିସ ରୋଗରେ ପୀଡିତ ଥିଲେ। ଅନ୍ୟପଟେ,…

ହୋଟେଲ ଛାତରୁ ଖସି ପଡି ଚାଲିଗଲା ଜୀବନ

ପୁରୀ ଅଫିସ,୨୬।୮: ପୁରୀ ବଳିଆପଣ୍ଡାସ୍ଥିତ କ୍ରିଷ୍ଣା ସି ସାଇଟ ହୋଟେଲରେ ଅଘଟଣ ଘଟିଛି। ଗୁରୁବାର ରାତିରେ ହୋଟେଲର ଝରକା ଖୋଲିବାକୁ ଚେଷ୍ଟା କରି ଖସି ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଅସ୍ତରଙ୍ଗ ଥାନା ଅଧୀନ ଗଙ୍ଗପୁର ଅଞ୍ଚଳର…

ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌ ପରେ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ

ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜିକାଲି ପ୍ରେମିକ ଶୁଭମନ ଗିଲ୍‌ଙ୍କ ସହ ବ୍ରେକଅପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ବେଶ୍‌ ଖୁସିଥିବା ଜଣାପଡୁଛନ୍ତି। ତାଙ୍କ କେଶ…

ଆୱାଦ ବିହାରୀ ଚୌଧୁରୀ ହେଲେ ବିହାର ବିଧାନସଭାର ନୂତନ ବାଚସ୍ପତି

ପାଟନା,୨୬।୮: ବିହାର ବିଧାନସଭାର ନୂତନ ବାଚସ୍ପତି ଭାବରେ ଆରଜେଡି ନେତା ଆୱାଦ ବିହାରୀ ଚୌଧୁରୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ବିଜୟ କୁମାର ସିହ୍ନାଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଥିଲା। ସୂଚନାଯୋଗ୍ୟ,ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପା ଛାଡି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri