Home Left

ଜାତୀୟ ସାମ୍ବୋରେ ଓଡ଼ିଶା ଦଳ ଭାଗନେବ

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି): ମାର୍ଶାଲ ଆର୍ଟର ଅନ୍ୟତମ ଷ୍ଟାଇଲ ସାମ୍ବୋର ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳ ଭାଗନେବ। ଏହି ପ୍ରତିଯୋଗିତା ଜମ୍ମୁସ୍ଥିତ ଭଗବତୀ ନଗର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚଳିତ ମାସ ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ…

ବିଜୟରୁ ଓଏଫ୍‌ସିର ଅଭିଯାନ

ଭୁବନେଶ୍ୱର,୨୮ା୧୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଓଡ଼ିଶା ଓମେନ୍ସ ଲିଗ୍‌ ରବିବାର ଆରମ୍ଭ ହୋଇଛି। ପ୍ରଥମକରି ଭାଗ ନେଇଥିବା ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଓ ଇଷ୍ଟକୋଷ୍ଟ ରେଲଓ୍ବେ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା। ପ୍ରଥମାର୍ଦ୍ଧରେ…

‘ମେଳା ଜରିଆରେ କର୍ମଯୋଗାଣକୁ ଗୁରୁତ୍ୱ’

ଭୁବନେଶ୍ୱର,୨୮।୧୧: ରାଜ୍ୟ ପ୍ରମୁଖ ହସ୍ତତନ୍ତ ସଂସ୍ଥା ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ହସ୍ତତନ୍ତ ମେଳାର ଆୟୋଜନ କରାଯାଇଛି। ବିଶେଷକରି ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓ ସମ୍ବଲପୁରୀ ବସ୍ତ୍ରାଳୟ ହ୍ୟାଣ୍ଡଲୁମ୍‌ କୋ-ଅପରେଟିଭ ସୋସାଇଟି ଲିମିଟେଡ୍‌ର ମିଳିତ…

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଜଣେ, ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

କେନ୍ଦ୍ରାପଡ଼ା ଅଫିସ,୨୮ା୧୧: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣିରେ ଗତ ବୁଧବାର ବାଣ ବିସ୍ଫୋରଣ ଘଟି ଶତାଧିକ ଆହତ ହୋଇଥିଲେ। ଏହି ଆହତମାନଙ୍କ ମଧ୍ୟରେ ୩୬ ଗୁରୁତର ହୋଇଥିଲେ। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।…

ବ୍ୟାଙ୍କ ମ୍ୟାନେଜରଙ୍କ ଚାକିରି ଗଲା

ତେହରାନ,୨୮ା୧୧: ଇରାନରେ ୧୯୭୯ ବିପ୍ଳବ ପରେ ଆମେରିକା ସମର୍ଥତ୍ତ ରାଜତନ୍ତ୍ରର ଅବସାନ ଘଟିଥିଲା। ଏହାର ୪ ବର୍ଷ ପରେ ପ୍ରତିଷ୍ଠିତ ଇସ୍‌ଲାମୀୟ ଗଣତନ୍ତ୍ରରେ ହିଜାବ ପରିଧାନକୁ ଦେଶରେ ବାଧ୍ୟତାମୂଳକ କରାଯାଇଥିଲା। ବେଶଭୂଷାକୁ ନେଇ ରୁଚିରେ ପରିବର୍ତ୍ତନ ଆସିବାରୁ ମହିଳାମାନେ ମଧ୍ୟ ଟାଇଟ୍‌…

ରାସ୍ତାକୁ ଯିଏ ଆସିଲା ସିଏ ଫସିଲା

ଭୁବନେଶ୍ୱର,୨୮।୧୧(ବ୍ୟୁରୋ)ସକାଳୁ ସକାଳୁ ସହରର ସାଧାରଣ ଜୀବନଯାତ୍ରା ସ୍ବାଭାବିକ ଥିଲା। ହେଲେ ୧୦ଟା ପରେ ରାଜଧାନୀର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଚାରିପଟୁ ରାଜଧାନୀକୁ ପ୍ରବେଶ କରିଥିଲା ମାଳମାଳ ଗାଡି। ଯେଉଁଆଡେ ଦେଖିବ ବ୍ୟାନର ଲଗାହୋଇଥିବା ବସ୍‌, ବୋଲେରୋ, କାର୍‌। ଅଧିକାଂଶ ଗାଡ଼ିଥିଲା ଶିକ୍ଷକମାନଙ୍କର।…

କିସ୍‌ର ଦୁଇଶାଖା ପରିଦର୍ଶନ କଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କିସ୍‌ ଭୁବନେଶ୍ୱରର ନୂଆ ଶାଖା କିସ୍‌-ବଲାଙ୍ଗୀର ଓ କିସ୍‌-ଭବାନୀପାଟଣାକୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପରିଦର୍ଶନ କରିଛନ୍ତି। କେବଳ ଛାତ୍ରୀଙ୍କ ପାଇଁ ଉଭୟ କ୍ୟାମ୍ପସ୍‌ ଉଦ୍ଦିଷ୍ଟ ହୋଇଥିବାବେଳେ ଏଠାରେ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରୀମାନେ ନାମ…

ସାଟେଲାଇଟ୍‌ ସର୍ଭେରୁ ଧରାପଡ଼ିଲା ଅଯୋଗ୍ୟ ଜମି

କଟକ ସଦର, ୨୮ା୧୧(ଡି.ଏନ୍‌.ଏ.): ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଚାଷୀମାନେ ଧାନ ବିକ୍ରି ପାଇଁ ଅନ୍‌ଲାଇନରେ ନାମ ପଞ୍ଜୀକରଣ କରିଥିଲେ। ଏହି ପଞ୍ଜୀକରଣବେଳେ ବହୁ ଅଯୋଗ୍ୟ ପ୍ଲଟ୍‌ରେ ଧାନଚାଷ ହୋଇଥିବା ଦର୍ଶାଯାଇଥିଲା। ମାତ୍ର ସେହି ପ୍ଲଟ୍‌ଗୁଡ଼ିକରେ ଧାନଚାଷ ହୋଇ ନ ଥିବା ସାଟେଲାଇଟ୍‌…

‘ଝଲକ ଦିଖଲା ଜା ୧୦’ର ୱିନର ହେଲେ ଗୁଞ୍ଜନ ସିହ୍ନା-ତେଜସ ବର୍ମା

ମୁମ୍ବାଇ: ଶେଷ ହେଲା ପ୍ରତିକ୍ଷା । ଶେଷରେ ୮ ବର୍ଷର ଗୁଞ୍ଜନ ସିହ୍ନା ଓ ୧୨ ବର୍ଷର ତେଜସ ବର୍ମା ଡ୍ୟାନ୍ସ ରିୟଲିଟି ଶୋ’ ‘ଝଲକ ଦିଖଲା ଜା ୧୦’ର ୱିନର ହୋଇଛନ୍ତି । ପୂର୍ବରୁ ଏମାନଙ୍କ ବିଜୟକୁ ନେଇ ସୋସିଆଲ…

ଶୈଳବାଳାରୁ ପ୍ରଦୂଷଣମୁକ୍ତ କ୍ୟାମ୍ପସ୍‌ ବାର୍ତ୍ତା: ଆଜିଠୁ ପ୍ରତି ସୋମବାର ଗାଡ଼ି ମନା

କଟକ ଅଫିସ,୨୮ା୧୧: ନାରୀ ଶିକ୍ଷାର ପ୍ରାଚୀନ ଶିକ୍ଷାନୁଷ୍ଠାନ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ଏକ ଅଭିନବ ଢଙ୍ଗରେ ପ୍ରଦୂଷଣମୁକ୍ତ କ୍ୟାମ୍ପସର ବାର୍ତ୍ତା ଆରମ୍ଭ କରିଛି। ନଭେମ୍ବର ୨୮ ତାରିଖରୁ ଆରମ୍ଭ କରି ପ୍ରତି ସୋମବାର କଲେଜ କ୍ୟାମ୍ପସକୁ ପ୍ରଦୂଷଣମୁକ୍ତ କରାଯିବ। ସେଥିପାଇଁ…

ଖୋର୍ଦ୍ଧା ତହସିଲଦାର, ଆର୍‌ଆଇଙ୍କ ବିରୋଧରେ ମାମଲା ରୁଜୁ

ଖୋର୍ଦ୍ଧା ଅଫିସ,୨୮ା୧୧: ଖୋର୍ଦ୍ଧା ରାଜସ୍ବ ନିରୀକ୍ଷକ (ଆର୍‌ଆଇ) କାର୍ଯ୍ୟାଳୟ ନିକଟସ୍ଥ ଏକ ସେବାକେନ୍ଦ୍ରକୁ ଭାଙ୍ଗି ଦେବା ନେଇ ଗୁରୁଜଙ୍ଗର ରଣଜିତ ମହାପାତ୍ର ଗତ ଅକ୍ଟୋବର ୩ରେ ଖୋର୍ଦ୍ଧା ତହସିଲଦାର ଏବଂ ଆର୍‌ଆଇଙ୍କ ବିରୋଧରେ ଆଦର୍ଶ ଥାନାରେ ଏତଲା ଦେଇଥିଲେ। ମାତ୍ର ଥାନାରେ…

ଏଏସ୍‌ଓଙ୍କଠାରୁ ଠକିନେଲେ ୨୭ ଲକ୍ଷ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଓଡ଼ିଶା ସଚିବାଳୟରେ କାର୍ଯ୍ୟ କରୁଥିବା ଜଣେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ)ଙ୍କୁ ‘ବଜାଜ୍‌ ଫାଇନାନ୍‌ସ’ରୁ ୧୦ଲକ୍ଷ ଟଙ୍କା ଲୋନ୍‌ ଦେବା ଆଳରେ ୨୬.୮୧ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?