ବାଣିଜ୍ୟ କର ତଥା ଜିଏସ୍ଟି କମିଶନର ଭାବେ ସଞ୍ଜୟ ସିଂହଙ୍କ ଦାୟିତ୍ୱ ଗ୍ରହଣ
ଭୁବନେଶ୍ୱର,୩୧ା୮: ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ମଙ୍ଗଳବାର ଅପରାହ୍ନରେ କଟକସ୍ଥିତ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ବାଣିଜ୍ୟ କର ଏବଂ ଜିଏସ୍ଟି କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ…
ହଟିଲା ଜବରଦଖଲ, ଭାଙ୍ଗିଲା ୧୯ ଦୋକାନ
ରାଜକନିକା, ୩୧ା୮(ଡି.ଏନ.ଏ.): ରାଜକନିକା ଅଞ୍ଚଳରେ ସରକାରୀ ଜାଗା, ପାଣିନାଳ, ଶଶ୍ମାନ, ଗୋଚର, ଖେଳପଡିଆ ଆଦି ସର୍ବସାଧାରଣ ସ୍ଥାନକୁ ବ୍ୟକ୍ତିଗତ ସମ୍ପତ୍ତିରେ ପରିଣତ କରୁଛନ୍ତି। ପାଣି ନିଷ୍କାସନକୁ ବାଟକୁ ବନ୍ଦ କରାଯିବା ସହ ମୁଖ୍ୟ ରାସ୍ତା କଡରେ ଦୋକାନ ଘର କରି ଭଡା…
ଶିଳାନ୍ୟାସକୁ ୩ ବର୍ଷ ବିତିଲା, ଫଳକରେ ଅଟକିଛି ପ୍ରକଳ୍ପ
ପଟ୍ଟାମୁଣ୍ଡାଇ, ୩୧ା୮ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ବୁଧବାର ସ୍ବାୟତ୍ତ ଶାସନ ଦିବସ ପାଳିବ। ଏହି ଦିବସକୁ ଦୃଷ୍ଟିରେ ରଖି ବିଧାୟକ, ପ୍ରଶାସନିକ ଅଧିକାରୀ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏ ନେଇ…
ଶେୟାର ବଜାରରେ ଉତ୍ସାହ
ମୁମ୍ବାଇ,୩୧ା୮: ଗତ କିଛି ମାସ ପରେ ଦଲାଲ ଷ୍ଟ୍ରିଟରେ ଏକ ବଡଧରଣର କାରବାର ହୋଇଥିବା ଜଣାପଡିଛି। ଫଳରେ ନିବେଶକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ବର୍ଷ ମେ ୨୦ ପରେ ଏହା ସର୍ବବୃହତ ବଜାର ଲାଭ ବୋଲି ବଜାର…
ଖରସ୍ରୋତାକୁ ଚିରସ୍ରୋତା କରିବାକୁ ପ୍ରୟାସ
ରସୁଲପୁର,୩୧ା୮(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକର ଉତ୍ତର ସୀମାରେ ପ୍ରବାହିତ ମୂଳ ଖରସ୍ରୋତା ନଦୀକୁ ବଞ୍ଚାଇ ଚିରସ୍ରୋତା କରିବା ପାଇଁ ପୁନରୁଦ୍ଧାର ସମିତି ପକ୍ଷରୁ ପ୍ରୟାସ କରାଯାଉଛି। ଏ ନେଇ ସମିତି ପକ୍ଷରୁ ପ୍ରତ୍ୟେକ ମାସର ୩୦ ତାରିଖରେ ପଦଯାତ୍ରା କରାଯାଉଛି।…
ମାଇକେଲ ଜ୍ୟାକ୍ସନଙ୍କ ଆଇଡି ଜାଲିଆତି
ଲସ୍ ଏଞ୍ଜେଲ୍ସ, ୩୧ା୮(ଆଇଏନ୍ଏସ୍): ପପ୍ ଡ୍ୟାନ୍ସର ମାଇକେଲ ଜ୍ୟାକ୍ସନଙ୍କ ମୃତ୍ୟୁ ଉପରେ ପ୍ରକାଶିତ ନୂଆ ଡକ୍ୟୁମେଣ୍ଟାରିରେ ଚକିତ କଲାଭଳି ତଥ୍ୟ ପ୍ରଘଟ ହୋଇଛି। ଅତ୍ୟଧିକ ଡ୍ରଗ୍ସ ସେବନ ଯୋଗୁ ୨୦୦୯ରେ ୫୦ ବର୍ଷୀୟ ମାଇକେଲଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ସେ ଏହି…
ପରିବେଶ ପ୍ରଦୂଷଣକୁ ନେଇ ଅଞ୍ଚଳବାସୀଙ୍କ ଉଦ୍ବେଗ
କେନ୍ଦ୍ରାପଡ଼ା ଅଫିସ/ ମହାକାଳପଡ଼ା,୩୧ା୮(ଡି.ଏନ.ଏ.): ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ୍କୋ) ପକ୍ଷରୁ ଜଗତ୍ସିଂହପୁର ଜିଲା ପାରାଦୀପଠାରେ ପ୍ରସ୍ତାବିତ ପ୍ରେଟ୍ରୋଲିୟମ, ରସାୟନ ଓ ପେଟ୍ରୋକେମିକାଲସ୍ ଅଞ୍ଚଳର ନିବେଶସ୍ଥଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଶ୍ରୀବାୟାବାବା କଲେଜରେ ଜମି ବ୍ୟାଙ୍କ ପାଇଁ ଜନଶୁଣାଣି…
ସାନିଟାରି ନାପ୍କିନ୍ ପାଇଁ ମୁଖ୍ୟ ବିଚାରପତିଙ୍କୁ ଚିଠି
ନୂଆଦିଲ୍ଳୀ,୩୧ା୮: ଦିଲ୍ଳୀ ହାଇକୋର୍ଟ ପରିସରରେ ସାନିଟାରି ନାପ୍କିନ୍ ସୁବିଧା ଉପଲବ୍ଧ କରିବା ପାଇଁ କୋର୍ଟରେ ଇନ୍ଟର୍ନ କରୁଥିବା ଜଣେ ମହିଳା ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି। ମହିଳା ଜଣକ ଅଗଷ୍ଟ ୧ରୁ ହାଇକୋର୍ଟର ଜଣେ ଆଇନଜୀବୀଙ୍କ ଅଧୀନରେ ପ୍ରାକ୍ଟିସ୍ କରୁଥିବାବେଳେ ତାଙ୍କୁ…
ଓପିଏସ୍ସି ସଦସ୍ୟ ଭାବେ ଶପଥ ନେଲେ ସରିତା ସୁପକାର
କଟକ ଅଫିସ, ୩୧ା୮: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି)ର ନୂତନ ସଦସ୍ୟ ଭାବେ ଡ. ସରିତା ସୁପକାର ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। କଟକସ୍ଥିତ ଓପିଏସ୍ସି କାର୍ଯ୍ୟାଳୟରେ ଅନୁଷ୍ଠିତ ସମାରୋହରେ ସୁପକାରଙ୍କୁ ଓପିଏସ୍ସି ଅଧ୍ୟକ୍ଷ ଡ. ସତ୍ୟଜିତ୍ ମହାନ୍ତି ଶପଥ ପାଠ କରାଇଥିଲେ।…
ଡିଜିପିଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ
ରାଞ୍ଚି, ୩୦ା୮: ଝାଡ଼ଖଣ୍ଡ ଦୁମ୍କା ଜିଲାର ଯୁକ୍ତ ୨ ଛାତ୍ରୀ ଅଙ୍କିତା ସିଂଙ୍କୁ ପେଟ୍ରୋଲ ଢାଳି ହତ୍ୟା ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରିଛନ୍ତି। ଜିଲା ଏସ୍ପି ଏହି ଟିମ୍ର ନେତୃତ୍ୱ ନେବେ।…
ବେସରକାରୀ କଲେଜରେ ୨୭୪ ଅଧ୍ୟାପକ ନିଯୁକ୍ତ
ଭୁବନେଶ୍ୱର, ୩୧ା୮ (ବ୍ୟୁରୋ): ଉଚ୍ଚଶିକ୍ଷାର ବିକାଶ କରିବା ସହ ଏହାକୁ ଗତିଶୀଳ କରିବା ଦିଗରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅଧ୍ୟାପକମାନେ ଛାତ୍ରୀଛାତ୍ରମାନଙ୍କୁ କେବଳ ପାଠ୍ୟକ୍ରମ(ସିଲାବସ୍)ରେ ସୀମିତ ନ ରଖି ସେମାନଙ୍କୁ ବର୍ତ୍ତମାନ ସମାଜରୁ ଶିକ୍ଷାଲାଭ କରିବା ସହ ବାସ୍ତବ ସାମାଜିକ-ରାଜନୈତିକ…
ଲକର୍ରୁ କିଛି ପାଇଲାନି ସିବିଆଇ: ସିସୋଡିଆ
ନୂଆଦିଲ୍ଲୀ,୩୧ା୮: ଅବକାରୀ ନୀତିରେ ଅନିୟମିତତା ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଘର ଏବଂ ବ୍ୟାଙ୍କ ଲକର୍ ଯାଞ୍ଚ କରିଛି। ତେବେ ସିବିଆଇ ଅଧିକାରୀମାନେ ସେଠାରୁ କିଛି ପାଇ ନ ଥିବା…
Archives


