Home Left

ସମ୍ବିତଙ୍କୁ ଦ୍ୱିତୀୟ ଆଇଏମ୍‌ ନର୍ମ

ଭୁବନେଶ୍ୱର, ୬।୯ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଚେସ୍‌ ତାରକା ସମ୍ବିତ ପଣ୍ଡା ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଟାଇଟଲ ହାସଲ ଦିଗରେ ଆଉ ଏକପାଦ ଆଗକୁ ବଢ଼ିଛନ୍ତି। ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ଦୁବାଇ ଓପନ ଚେସ୍‌ ଟୁର୍ନାମେଣ୍ଟରେ ସେ…

୫ ହଜାର କାର୍‌ ଚୋରି କରିଛନ୍ତି ଅଟୋ ଚାଳକ

ନୂଆଦିଲ୍ଲୀ: ୨୭ ବର୍ଷ ଧରି କାର୍‌ ଚୋରି, ଦିଲ୍ଲୀ, ମୁମ୍ବାଇ ସମେତ ଭାରତର ବିଭିନ୍ନ ସ୍ଥାନରେ ସମ୍ପତ୍ତି, ୩ ସ୍ତ୍ରୀଙ୍କ ସହ ବିଳାସପୂର୍ଣ୍ଣ ଜୀବନ କାଟୁଥିବା ଜଣେ ଅଟୋ ରିକ୍ସା ଚାଳକ ଦିଲ୍ଲୀ ପୋଲିସ ହାତରେ ଧରାପଡ଼ିଛନ୍ତି। ୧୯୯୫ରୁ ଅଦ୍ୟାବଧି ୫…

ଡିଏନ୍‌ଏ ମରାମତି କରିପାରେ ଜେଲିଫିଶ୍‌

ମାଡ୍ରିଡ୍‌: ପୃଥିବୀରେ ଜନ୍ମ ମାନେ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଜେଲିଫିଶ୍‌ର ଏକ ପ୍ରଜାତି ନିକଟରେ ବୁଢ଼ା ନ ହେବା ଏବଂ ଅମର ହେବା ଭଳି ବିଶେଷ ଗୁଣ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ ଏହି ଜେଲିଫିଶ୍‌ ନ…

ଓ୍ବିଣ୍ଡଫଲ୍‌ ଟ୍ୟାକ୍ସକୁ ଅର୍ଥମନ୍ତ୍ରୀଙ୍କ ସମର୍ଥନ

ନୂଆଦିଲ୍ଲୀ,୬।୯: ପଟ୍ରୋଲିୟମ ସାମଗ୍ରୀ ଏବଂ ଅଶୋଧିତ ତୈଳ ଉପରେ ଓ୍ବିଣ୍ଡଫଲ୍‌ ଟ୍ୟାକ୍ସ ଅତିରିକ୍ତ ନୁହେଁ, ଶିଳ୍ପସଂସ୍ଥା ସହ ନିୟମିତ ପରାମର୍ଶକ୍ରମେ ଏହି ଟିକସ ଲାଗୁ ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ଓ୍ବିଣ୍ଡଫଲ୍‌ ଟ୍ୟାକ୍ସକୁ ଆଡ୍‌ହକ ବା…

ବାଲିଯାତ୍ରାକୁ ବିଶ୍ୱସ୍ତରୀୟ ମାନ୍ୟତା ପାଇଁ ପ୍ରୟାସ

କଟକ ଅଫିସ, ୬ା୯:ଐତିହ୍ୟ ବାଲିଯାତ୍ରାକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ ପାଇଁ କଟକ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ଚଳିତ ବର୍ଷ ନଭେମ୍ବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ହେବାକୁ ଯାଉଥିବାବେଳେ ଏ ନେଇ ଏକ ପ୍ରସ୍ତୁତି ବୈଠକ…

ଏମ୍‌ଜି ପକ୍ଷରୁ ‘ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌’ ଉନ୍ମୋଚିତ

ନୂଆଦିଲ୍ଲୀ,୬ା୯: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମୋରିସ ଗ୍ୟାରେଜ (ଏମ୍‌ଜି)ର ବହୁ ପ୍ରତୀକ୍ଷିତ ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏମ୍‌ଜି ମୋଟର ପକ୍ଷରୁ ନିକଟରେ ‘ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌’ର ସର୍ବଭାରତୀୟସ୍ତରରେ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତର ପ୍ରଥମ…

ପରମ୍ପରାର ପ୍ରଚାର ପାଇଁ ନିଆରା ପ୍ରୟାସ

ପୁରୀ ଅଫିସ,୬।୯:କଟକ ମାଛୁଆବଜାର ଗଣେଶ ପୂଜାରେ ଯୋଗଦେଇଥିବା ମହାରାଷ୍ଟ୍ରର ପାରମ୍ପରିକ ଢୋଲ୍‌ ବାଜା ଗ୍ରୁପ୍‌ ସୋମବାର ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମଧ୍ୟାହ୍ନରେ ନାଗପୁର ଶିବସାଇ ଢୋଲ ତାସା ଅନୁଷ୍ଠାନର ୭୫ ଜଣ ସଦସ୍ୟ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ଏମାନଙ୍କ…

ମୋଦିଙ୍କୁ ଭେଟିବେ ଶେଖ ହାସିନା, ୭ଟି ଚୁକ୍ତି ଉପରେ ହେବ ସ୍ୱାକ୍ଷର

ନୂଆଦିଲ୍ଲୀ,୬ ।୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ କରିବାକୁ ୪ ଦିବସୀୟ ଭାରତ ଗସ୍ତରେ ଆସିଛନ୍ତି । ସୋମବାର ସେ ଭାରତ ପହଞ୍ଚିବା ପରେ ପ୍ରଥମ ଦିନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ୪୭% ପଦବୀ ଖାଲି

ଭୁବନେଶ୍ୱର,୬।୯ (ବ୍ୟୁରୋ):ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ମାନବସମ୍ବଳର ଘୋର ଅଭାବ ଦେଖାଦେଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ (୨୦୨୦) ବିରୋଧରେ ଏକାଧିକ ବ୍ୟକ୍ତି ବିଭିନ୍ନ କୋର୍ଟରେ ମାମଲା କରିବା ଯୋଗୁ ନିଯୁକ୍ତି ପ୍ରକ୍ରିୟାରେ ବାଧା ଉପୁଜିଛି। ଫଳରେ ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଏଭଳି ଅଭାବନୀୟ…

ଓରିହୋମ୍‌ ପକ୍ଷରୁ ଗୃହ ନିର୍ମାଣ ସଲ୍ୟୁଶନ

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟର ପ୍ରଥମ ଟେକ୍ନୋଲୋଜିଭିତ୍ତିକ କନ୍‌ଷ୍ଟ୍ରକ୍‌ଶନ କମ୍ପାନୀ ଓରିହୋମ୍‌ କନ୍‌ଷ୍ଟ୍ରକ୍‌ଶନ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଗୃହ ନିର୍ମାଣ ସଲ୍ୟୁଶନ ସମ୍ପର୍କରେ ଘୋଷଣା ହୋଇଛି। କମ୍ପାନୀ ବିଶେଷ କରି ୪ ପ୍ରମୁଖ ସେବା ଯୋଗାଉଛି। ଏହା ମଧ୍ୟରେ ନୂଆ ଘର ନିର୍ମାଣ, ଇଣ୍ଟେରିୟର…

ହିନ୍ଦୁସ୍ତାନୀ ବାଦ୍ୟ ସଙ୍ଗୀତରେ ବାନ୍ଧିହେଲେ ଶ୍ରୋତା

ଭୁବନେଶ୍ୱର,୬।୯(ବ୍ୟୁରୋ):ହିନ୍ଦୁସ୍ତାନୀ ବାଦ୍ୟ ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ ୩ ଶିଳ୍ପୀ। ବଂଶୀ, ଜେମ୍ବେ ଓ ତବଲାର ମୂର୍ଚ୍ଛନା ମଞ୍ଚରେ ସୃଷ୍ଟି କରିଥିଲା ନିଆରା ପରିବେଶ। ଅବସର ଥଲା ସୃଜନ ପକ୍ଷରୁ ଆୟୋଜିତ ୨୮ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ।…

ଯଶ୍‌ପ୍ରୀତ୍‌ ବୁମ୍‌ରା ପରଫର୍‌ମ୍ୟାକ୍ସ ଆକ୍ଟିଭ୍‌ଓୟାରର ବ୍ରାଣ୍ଡ୍‌ ଆମ୍ବାସାଡର

ମୁମ୍ବାଇ,୬।୯: ରିଲାଏନ୍ସ ରିଟେଲ୍‌ର ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ୍‌ ପୋର୍ଟଫୋଲିଓର ସ୍ପୋର୍ଟସ୍‌ ବ୍ରାଣ୍ଡ୍‌ ପରଫର୍‌ମ୍ୟାକ୍ସ ଆକ୍ଟିଭ୍‌ଓୟାର ପକ୍ଷରୁ ଭାରତୀୟ କ୍ରିକେଟର ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ପରଫର୍‌ମ୍ୟାକ୍ସ ହେଉଛି ଏକ ଭାରତୀୟ ବ୍ରାଣ୍ଡ୍‌ ଯାହା ବିଶ୍ୱର ସ୍ପୋର୍ଟସ୍‌ ଓୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri