ରିଲିଜ ହେଲା ‘ଗୁଡବାଏ’ର ଟ୍ରେଲର୍; କମେଡି ଆଳରେ ସମ୍ପର୍କର ଗୁରୁତ୍ୱ ବୁଝାଉଛି ଫିଲ୍ମ
ବମ୍ବେ: ରିଲିଜ ହୋଇଛି ମହାନାୟକ ଅମିତାଭ ବଚ୍ଚନ ଏବଂ ନୀନା ଗୁପ୍ତା ଅଭିନୀତ ଫିଲ୍ମ ‘ଗୁଡବାଏ’ର ଟ୍ରେଲର। ଫିଲ୍ମରେ ପ୍ରଥମ ଥର ଲାଗି ନୀନା ଅମିତାଭଙ୍କ ସ୍ତ୍ରୀ ଭୂମିକାରେ ନଜର ଆସୁଥିବା ବେଳେ ଦକ୍ଷିଣ ଭାରତୀୟ ସିନେମାରେ ହିଟ୍ ଅଭିନେତ୍ରୀ ରଶିକା…
ପିଲାଦିନରୁ ବିଗ୍ ବି’ଙ୍କ ସହ କାମ କରିବାକୁ ସ୍ବପ୍ନ ଦେଖିଥିଲେ ଏକତା
ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ରଶ୍ମିକା ମନ୍ଦନା ଏବଂ ନୀନା ଗୁପ୍ତାଙ୍କ ଅଭିନୀତ ଫିଲ୍ମ ‘ଗୁଡ୍ବାଏ’ର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଯାଇଛି। ଏହି ଫିଲ୍ମକୁ ବିକାଶ ବାହଲ ନିର୍ଦ୍ଦେଶନା ଦେଇଥିବା ବେଳେ ଏକତା କପୁର ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି।…
ଚର୍ଚ୍ଚିତ ମିଶ୍ରଙ୍କୁ ଜାମିନ
ଭୁବନେଶ୍ୱର,୬।୯(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ମଙ୍ଗଳବାର ଜାମିନ ମିଳିଛି। ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ତାଙ୍କୁ ଜାମିନ ମିଳିଥିବା ନେଇ ଜଣାପଡ଼ିଛି। ଚର୍ଚ୍ଚିତ ହେଉଛନ୍ତି ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡର ନିର୍ଦ୍ଦେଶକ । ସ୍ବତନ୍ତ୍ର ସିବିଆଇ…
ଆସିବେ ମା’ : ଏବେଠୁ ଚଳଚଞ୍ଚଳ କଟକ
କଟକ ଅଫିସ, ୬।୯: ଆଶ୍ୱିନରେ ମା’ଙ୍କ ଆଗମନକୁ ନେଇ କଟକ ସହର ପୁଣି ଚଳଚଞ୍ଚଳ ହୋଇ ଉଠିଛି। ରୂପା ତାରକସି କାରଖାନାରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। କାରିଗର ଏବେଠାରୁ କାର୍ଯ୍ୟରେ ବ୍ୟସ୍ତ ହୋଇଗଲେଣି। ବର୍ଷକୁ ଥରେ ଚାନ୍ଦି ସଫେଇ କାମ…
୫କି.ମି. ଯାଏ ବାଉଁଶ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ
ଶିଲଂ,୬।୯: ଜନସାଧରଣଙ୍କୁ ସମସ୍ତ ସୁବିଧା ସହ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଏହାର ଜ୍ୱଳନ୍ତ ଉଦାହରଣ ଅନେକ ଥର ଦେଖିବାକୁ ମିଳିଛି। ଆଜିବି ଅନେକ ରାଜ୍ୟରେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। କିଛି…
‘ଆଶିକି ୩’ରେ କାର୍ତ୍ତିକଙ୍କ ସହ ଜମିବ ଏହି ଟିଭି ଆର୍ଟିଷ୍ଟଙ୍କ ଯୋଡି
ମୁମ୍ବାଇ: ବଲିଉଡରେ ଚଳିତ ବର୍ଷ କିଛି ଫିଲ୍ମ ଧମାଲ କରିବା ଅପେକ୍ଷାରେ ରହିଛି । ଏମିତି ବି କିଛି ଫିଲ୍ମ ଚଳିତ ବର୍ଷ ଧମାଲ କରି ସାରିଛନ୍ତି । ଏହି ଲିଷ୍ଟରେ ରହିଛି କାର୍ତ୍ତିକଙ୍କ ଫିଲ୍ମ ‘ଭୁଲଭୁଲେୟା ୨’ । ଏହା…
ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ମାରପିଟ: ଥାନାରେ ପହଞ୍ଚିଲା ମାମଲା
ବ୍ରଜରାଜନଗର, ୬ା୯(ଡି.ଏନ.ଏ.): ବ୍ରଜରାଜନଗର ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ଧୀରେ ଧୀରେ ପଦାରେ ପଡ଼ିବାରେ ଲାଗିଛି। ଜିଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ଓଡ଼ିଆ ଏକତା ମଞ୍ଚର ସଭାପତି ନୃପ ତାଣ୍ଡିଆ ଓ ପୂର୍ବତନ କାଉନ୍ସିଲର ରାହୁଲ ପାଣ୍ଡେଙ୍କ ମଧ୍ୟରେ ପ୍ରଥମେ…
ଆପଣ ପତଳା ହୋଇଥିଲେ…
ବ୍ଲାକ୍ ଟି’ ଶଟର୍ସ ସହିତ ରାପିଂ ସ୍କର୍ଟ ଆପଣଙ୍କୁ ଭଲ ମାନିବ। ଏହା ଆପଣଙ୍କ ପର୍ସନାଲିଟିକୁ ବହୁତ ବୋଲ୍ଡ ଦେଖାଯିବାରେ ସାହାଯ୍ୟ କରିବ। ଆପଣ ଏହି ଆଉଟ୍ଫିଟ୍ ସହିତ ବ୍ଲାକ୍ ବୁଟ୍ ପିନ୍ଧିପାରିବେ, ଯାହା ଆପଣଙ୍କୁ ଅଧିକ ଷ୍ଟାଇଲିଶ୍ ଦେଖାଯିବାରେ ସାହାଯ୍ୟ…
ସୁସ୍ଥ କେଶ ପାଇଁ ପିଆଜ ରସ
ଯଦି ଆପଣଙ୍କର କେଶ ପତଳା ହୋଇଥାଏ, ତେବେ ପିଆଜ ସାହାଯ୍ୟରେ କିପରି କେଶକୁ ମୋଟା କରିବେ ଜାଣନ୍ତୁ ଏ ସମ୍ପର୍କରେ କେତୋଟି ଟିପ୍ସ… ପିଆଜ ରସରେ ଥିବା ସଲ୍ଫର କେଶକୁ ମୋଟା ଓ ଲମ୍ବା କରିବାରେ ସାହାଯ୍ୟ କରିଥାଏ। ପିଆଜ ରସକୁ…
ଓଡ଼ିଶା ଫେରିଲେ ନବୀନ: ଭବ୍ୟ ସମ୍ବର୍ଦ୍ଧନା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର,୬।୯(ବ୍ୟୁରେ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଜନସେବାରେ ନବୀନ ୨୫ ବର୍ଷ ପୂରଣ କରିଛନ୍ତି। ଏହାସହ ନବୀନଙ୍କୁ ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଲାଇଫଟାଇମ ଆଚିଭ୍ମେଣ୍ଟ…
ପ୍ରଧାନମନ୍ତ୍ରୀ ଫସଲବୀମା ଦାବିରେ ଚାଷୀଙ୍କ ରାଜପଥ ଅବରୋଧ
ଲୋଇସିଂହା,୬।୯: ବଲାଙ୍ଗୀର ଜିଲା ଆଗଲପୁର ବ୍ଲକର କେତେକ ପଞ୍ଚାୟତର ଚାଷୀ ୨୦୨୦-୨୧ ପ୍ରଧାମନ୍ତ୍ରୀ ଫସଲ ବୀମା ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି l ଏହାର ପ୍ରତିବାଦରେ ଜୁଲାଇ ୨୬ରେ ଚାଷୀ ରାଜପଥ ଅବରୋଧ କରିଥିଲେ। ହେଲେ କୌଣସି ସୁଫଳ ମିଳି ନ…
କେବଳ ଆର୍ଯ୍ୟ ସମାଜର ବିବାହ ପ୍ରମାଣପତ୍ର ଯଥେଷ୍ଟ ନୁହେଁ: ହାଇକୋର୍ଟ
ପ୍ରୟାଗରାଜ,୬।୯: ବିବାହ ପ୍ରମାଣ କରିବା ପାଇଁ ଆର୍ଯ୍ୟ ସମାଜ ମନ୍ଦିରର ବିବାହ ପ୍ରମାଣପତ୍ର ଯଥେଷ୍ଟ ନୁହେଁ। ଏକ ଆବେଦନର ଶୁଣାଣି ସମୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଏଥିସହ ନିଜ ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ଜଣେ ବ୍ୟକ୍ତିଙ୍କ ଦ୍ୱାରା…
Archives


