ସ୍ବର୍ଗଦ୍ୱାରରେ ଭଣଜାଙ୍କ ସତ୍କାର ସାରି ଘରକୁ ଫେରୁଥିଲେ, ଟ୍ରକ୍ ସହ ଧକ୍କା ଯୋଗୁ ଚାଲିଗଲା ଜୀବନ
ସାକ୍ଷୀଗୋପାଳ,୬।୯(ଡି.ଏନ୍.ଏ./ସ୍ବ.ପ୍ର.): ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳା କନଷ୍ଟେବଳଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ମହିଳାଙ୍କ ପୁଅ…
୮ରେ ଲଘୁଚାପ, ଜାରି ହେଲା ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୬ା୯(ବ୍ୟୁରୋ)-ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ୮ରୁ ଦକ୍ଷିଣ ଓଡ଼ିଶା ଓ ୯ରୁ ଉପକୂଳ ଓଡ଼ିଶାରେ ବର୍ଷା…
ଅର୍ଶଦୀପଙ୍କ ସମର୍ଥନରେ ବାହାରିଲେ ସଚିନ
ମୁମ୍ବାଇ,୬।୯: ଏସିଆ କପ୍ର ସୁପର-୪ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷରେ ଭାରତର ପରାଜୟ ପରେ ଚର୍ଚ୍ଚାରେ ବୋଲର୍ ଅର୍ଶଦୀପ ସିଂ। ବିରୋଧୀ ଟିମ୍ ଇନିଂସର ୧୮ତମ ଓଭରରେ ଆସିଫ ଅଲୀଙ୍କ କ୍ୟାଚ୍ ସେ ଛାଡ଼ି ଦେଇଥିଲେ। ସେତେବେଳେ ଆସିଫ ଖାତା ଖୋଲି ନ…
ଅଖିଳେଶ-ମୁଲାୟମ୍ଙ୍କୁ ଭେଟିଲେ ନୀତୀଶ
ନୂଆଦିଲ୍ଲୀ,୬।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଦେଶର ସମସ୍ତ ବଡ଼ ବିରୋଧୀ ଦଳର ନେତାଙ୍କୁ ଭେଟୁଛନ୍ତି। ଏହି କ୍ରମରେ ମଙ୍ଗଳବାର ନୀତୀଶ ସମାଜବାଦୀ ପାର୍ଟିର ସଂଯୋଜକ ମୁଲାୟମ ସିଂ ଯାଦବଙ୍କୁ ଭେଟିଛନ୍ତି।…
କପିଲଙ୍କ ଶୋ’ ଛାଡ଼ିଲେ ଭାରତୀ! ଚର୍ଚ୍ଚାକୁ ନେଇ କମେଡିକୁଇନ୍ କହିଲେ…
ବମ୍ବେ: ଅନେକ ଦିନ ବ୍ୟବଧାନ ପରେ ଟେଲି ପରଦାକୁ ଫେରୁଛି ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’। ସେପ୍ଟେମ୍ବର ୧୦ରୁ ପ୍ରତି ଶନିବାର ଏବଂ ରବିବାର ଦର୍ଶକେ ଏହାକୁ ଦେଖିପାରିବେ। ନିକଟରେ ଏହାର କିଛି ପ୍ରମୋ ନଜର ଆସୁଛି।…
ପୂର୍ବ ପ୍ରେମ ସମ୍ପର୍କ କଥା ଜାଣି ଏହି ଅଭିନେତାଙ୍କ ସ୍ତ୍ରୀ କରିଥିଲେ…
ଫିଲ୍ମ ଷ୍ଟାର ମାନଙ୍କ ଜୀବନ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଥାଏ। ଯେଉଁଥିପାଇଁ ଅନେକ ଷ୍ଟାରଙ୍କ ବୈବାହିକ ସମ୍ପର୍କ ଛାଡପତ୍ର ଯାଏ ଯାଇଛି। ତଥାପି, ଏପରି କିଛି ଷ୍ଟାର ଅଛନ୍ତି, ଯାହାଙ୍କ ବିବାହ ପରେ ସେମାନଙ୍କ ପୂର୍ବ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ…
ଭାଜପାର ଗୁରୁତ୍ୱପୂର୍ଣ୍ଣ ବୈଠକ: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଖସଡା ହେବ ପ୍ରସ୍ତୁତ
ନୂଆଦିଲ୍ଲୀ,୬।୯: ଲୋକ ସଭା ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ଏବେଠାରୁ ଅଣ୍ଟା ଭିଡ଼ିଲେଣି। ଏହି ରେସ୍ରେ ଭାଜପା ମଧ୍ୟ ପଛରେ ନାହିଁ। ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭାଜପା ନିଜର ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଛି। ଏହାକୁ ଦୃଷ୍ଟିରେ…
ସେହ୍ବାଗଙ୍କ ଭବିଷ୍ୟବାଣୀ: ଭାରତ ଗୋଟିଏ ମ୍ୟାଚ୍ ହାରିଲେ ବିଦା, ପାକିସ୍ତାନ ଏଥର…
ନୂଆଦିଲ୍ଲୀ,୬।୯: ଏସିଆ କପ୍ ୨୦୨୨ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ହେଁ ସୁପର-୪ ପର୍ଯ୍ୟାୟରେ ପାକିସ୍ତାନଠାରୁ ପରାଜିତ ହୋଇଥିଲା ଟିମ୍ ଇଣ୍ଡିଆ। ଏପରି ସ୍ଥିତିରେ ଦଳକୁ ଆଗାମୀ ଦୁଇଟି ଯାକ ମ୍ୟାଚ୍ ଜିତିବାକୁ ହେବ। ନଚେତ ଟୁର୍ନାମେଣ୍ଟରୁ ବାହାର ହେବାକୁ ପଡ଼ିପାରେ।…
ଅନ୍ତର୍ଜାତୀୟ ଡ୍ରଗ୍ସ ର଼୍ୟାକେଟର ପର୍ଦ୍ଦାଫାଶ: ୨ ଆଫଗାନିସ୍ତାନ ନାଗରିକ ଗିରଫ, ୧୨ଶହ କୋଟି ଡ୍ରଗ୍ସ ଜବତ
ନୂଆଦିଲ୍ଲୀ,୬।୯: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏହି ର଼୍ୟାକେଟରେ ପୋଲିସ ୨ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରିବା ସହ ୧୨ଶହ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି। ଏହା ସିଣ୍ଡିକେଟ ନାର୍କୋ ଆତଙ୍କବାଦ ସହିତ…
ସାଇରସ୍ ମିସ୍ତ୍ରୀଙ୍କ ନିଧନ ପରେ ସଂକଳ୍ପ ନେଲେ ଆନନ୍ଦ ମହିନ୍ଦ୍ରା: କହିଲେ, ଏହା ସମସ୍ତଙ୍କ ପାଇଁ ଜରୁରୀ
ନୂଆଦିଲ୍ଲୀ,୬।୯: ଟାଟା ସନ୍ସର ପୂର୍ବତନ ଚେୟାରମେନ ସାଇରସ୍ ମିସ୍ତ୍ରୀଙ୍କ ରବିବାର ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ଘଟଣାସ୍ଥଳର ଯାଞ୍ଚ ସମୟରେ ଜଣାପଡ଼ିଛି ଯେ, ସାଇରସ୍ ପଛରେ ବସିଥିଲେ ମଧ୍ୟ ସିଟ୍ ବେଲ୍ଟ ବାନ୍ଧି ନ ଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି।…
୪୦ କିମି ଚାଲିଚାଲି ଜିଲାପାଳଙ୍କୁ ଭେଟିବାକୁ ବାହାରିଲେ ଛାତ୍ରୀଛାତ୍ର
ବାରିପଦା ଅଫିସ,୬।୯: ଚାଲି ଚାଲି ୪୦ କିମି ଦୂର ଜିଲାପାଳଙ୍କୁ ଭେଟିବାକୁ ବାହାରିଛନ୍ତି ଛାତ୍ରୀଛାତ୍ର। ଏଭଳି ଏକ ଘଟଣା ଘଟିଛି ୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ। ଶିକ୍ଷକ ନ ଥିବାରୁ ପାଠପଢ଼ା…
ହରିଆଣାରେ ‘ମେକ୍ ଇଣ୍ଡିଆ ନମ୍ବର ଓ୍ବାନ’ ଅଭିଯାନ ଆରମ୍ଭ କରିବେ କେଜ୍ରିଓ୍ବାଲ
ଚଣ୍ଡିଗଡ଼,୬।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବୁଧବାର ହରିଆଣାରୁ ‘ମେକ ଇଣ୍ଡିଆ ନମ୍ବର ୱାନ’ ଅଭିଯାନ ଆରମ୍ଭ କରିବେ। ଏହି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିବେ। ସେପ୍ଟେମ୍ବର ୭ରେ…
Archives


