ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧ ଦିବସ
ଭୁବନେଶ୍ୱର,୪ା୮(ବ୍ୟୁରୋ): ବିଶିଷ୍ଟ ସାହିତ୍ୟ ସାଧିକା, ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୧୬ତମ ଶ୍ରାଦ୍ଧ ଦିବସ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ସମ୍ମିଳନୀ ଏବଂ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ରାଜଭବନ ନିକଟସ୍ଥ…
ଆଉ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ଜୀବନ ନେଇଛି କରୋନା। ତେବେ ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯,୧୪୧ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ…
ବନ୍ଧୁକ, ଭୁଜାଲି ଦେଖାଇ ବ୍ୟାଙ୍କ ମାଲିକଙ୍କଠାରୁ ଲୁଟିନେଲେ ୯ ଲକ୍ଷ ଟଙ୍କା
ଖଇରା,୪ା୮(ଡି.ଏନ୍.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଡୁଙ୍ଗୁରା ବଜାରରେ ଥିବା ଏକ କିଓସ୍କୋ ବ୍ୟାଙ୍କ ମାଲିକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ୭ଜଣ ଯୁବକ ୯ଲକ୍ଷ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ପାଇଛି ା ସିସି ଟିଭି ଫୁଟେଜରୁ ଜଣେ…
ବଲିଉଡକୁ ଧନ୍ୟବାଦ ଦେଲେ ସନ୍ନି
ମୁମ୍ବାଇ: ବଲିଉଡରେ ଦୀର୍ଘ ୧୦ ବର୍ଷର ଯାତ୍ରା ପୂରଣ କରିଛନ୍ତି ଅଭିନେତ୍ରୀ ତଥା ପର୍ନଷ୍ଟାର ସନ୍ନି ଲିଓନ । ଏହାକୁ ନେଇ ସେ ବଲିଉଡକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ବଲିଉଡ ମୋତେ ଖୋଲା ହାତରେ ସ୍ୱୀକାର କରିଥିବାରୁ ମୁଁ…
ଭୁବନେଶ୍ୱରରେ ବାଇକ୍, ଏରସମାରୁ ଗଲା ଚାଲାଣ
ଜଗତ୍ସିଂହପୁର ଅଫିସ, ୪ା୮: ମୋଟର ଯାନ ଆଇନ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି। ଯେଉଁମାନେ ହେଲମେଟ୍ ପିନ୍ଧି ନ ଥିବେ, ଡ୍ରାଇଭିଂ ଲାଇସେନ୍ସ ନ ଥିବ, ଗାଡ଼ିର କାଗଜପତ୍ର ପାଖରେ ନ ଥିବ, ନାବାଳକ, ଆବଶ୍ୟକଠାରୁ ଅଧିକ ଯାତ୍ରା କରୁଥିବେ…
ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା: ୬ ଅଟକ
ଟିକିରି,୪ା୮(ଡି.ଏନ୍.ଏ.): ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ଗ୍ରାମବାସୀ। ଏହି ଅଭିଯୋଗରେ ୬ ଜଣଙ୍କୁ ଟିକିରି ଥାନାରେ ଅଟକ ରଖାଯାଇଛି। ଏପରି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡୁଦୁକାବାହାଲ ପଞ୍ଚାୟତ ଟିଟିଗୁଡ଼ାରେ। ସୂଚନାନୁସାରେ ଦଇ ମାଝି ସ୍ତ୍ରୀ…
ଖେଳିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଭଉଣୀ-ଭାଇ
ପାରଳାଖେମୁଣ୍ଡି,୪ା୮(ଡି.ଏନ୍.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଘୋରୋଣି ପଞ୍ଚାୟତ ଅନ୍ତର୍ଗତ ଏସ୍.ରତନସିଂ ଗାଁରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଖେଳିବାକୁ ଯାଇ ରମେଶ ଶବରଙ୍କ ୪ ବର୍ଷର ଝିଅ ଜସ୍ମିତା ଏବଂ ଭାଇ ବିଜୟ ଶବରଙ୍କ ପୁଅ ଦିବ୍ୟଜ୍ୟୋତିଙ୍କର…
ସ୍ବାମୀଙ୍କ ଆଲମାରୀରୁ ଏହି ଜିନିଷ ଚୋରି କରନ୍ତି ପ୍ରିୟଙ୍କା
ବଲିଉଡ ପରେ ହଲିଉଡ୍ରେ ନିଜ ଜଲଓ୍ବା ଦେଖାଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ହିନ୍ଦୀ ସିନେମାରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିବା ପିସି ଏବେ ହଲିଉଡରେ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ବ୍ୟକ୍ତିଗତ ଜୀବନୀକୁ ନେଇ ସେ…
ଲୋକପ୍ରିୟ ଅଭିନେତାଙ୍କ ପରଲୋକ
ବଲିଉଡର ଲୋକପ୍ରିୟ ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ହୃଦ୍ରୋଗରେ ପରଲୋକ ଘଟିଛି। କୋଇ ମିଲ ଗୟା, ଗଦର, ବଣ୍ଟି ଏବଂ ବବଲି ପରି ଅନେକ ଫିଲ୍ମରେ କାମ କରିଥିଲେ ମିଥିଲେଶ। ମିଥିଲେଶ ୧୯୯୭ରେ ଫିଲ୍ମ ‘ଭାଇ ଭାଇ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ।…
ସେମିଫାଇନାଲରେ ଭାରତ
ବର୍ମିଂହାମ,୪।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ ଦଳ ବାରବାଡୋସକୁ ୧୦୦ ରନରେ ପରାସ୍ତ କରିଛି। ଜେମିମା ରୋଡ୍ରିଗେଜ ଭାରତ ପାଇଁ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ବୋଲିଂରେ ଥିବାବେଳେ ରେଣୁକା ସିଂ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ। ସେ ୪ ଓଭରରେ…
ଛାତ ଉପରେ ବ୍ୟକ୍ତିଙ୍କ ମୁଣ୍ଡକୁ ଛେଚି ବିଭତ୍ସ ଭାବେ ହତ୍ୟା
ନିରାକାରପୁର,୪।୮(ଡି.ଏନ୍.ଏ.): ନିଜ ଘରର ଛାତ ଉପରେ ଜଣେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ପଞ୍ଚାୟତ ତଳ ମୋଟା ଗ୍ରାମରେ। ମୃତକ ହେଲେ ରଘୁନାଥ ମହାରଣା (୪୫)।…
୩୦ ବର୍ଷ ହେବ ନିଖୋଜ ଥିଲେ ସ୍ବାମୀ, ୨ ଚିହ୍ନରୁ ଜାଣିଲେ ସ୍ତ୍ରୀ: ଆଉ ତା’ପରେ…
ପାଟନା,୪।୮:ବିବାହର ବକ୍ସର ଜିଲାରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ୩୦ ବର୍ଷ ହେବ ନିଖୋଜ ଥିବା ସ୍ବାମୀଙ୍କୁ ପାଇଛନ୍ତି ସ୍ତ୍ରୀ। ଆଉ ତା’ପରେ ଧୂମଧାମରେ ଉଭୟଙ୍କ ମଧ୍ୟରେ ହୋଇଛି ପୁଣିଥରେ ବିବାହ। ହୁଏତ ଏହା ଏକ ଫିଲ୍ମ କାହାଣୀ ପରି…
Archives


