‘ବେସରମ ରଙ୍ଗ’ରେ ଦୀପିକା ପିନ୍ଧିଥିବା ବିକିନର ଦାମ ଶୁଣିଲେ ଚକିତ ହେବେ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ତାଙ୍କ ଅପକିମଂ ଫିଲ୍ମ ‘ପଠାନ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମର ଏକ ଗୀତ ‘ବେସରମ ରଙ୍ଗ’ରେ ଅଭିନେତ୍ରୀ ଏକ ଗେରୁଆ ରଙ୍ଗର ବିକିନି ପିନ୍ଧି ବୋବାଲ କରିଛନ୍ତି । ଏହି ବିକିନିରେ ଶାହାରୁଖଙ୍କ ସହ ଦୀପିକାଙ୍କ ସିଜଲିଂ ମୁଭ୍‌ସ ଦେଖିବାକୁ ମିଳିଛି ।
ଗୀତରେ ଦୀପିକା ହଳଦିଆ ରଙ୍ଗର ଏକ ବିକିନି ପିନ୍ଧି ଆସିଛନ୍ତି ଚର୍ଚ୍ଚାକୁ । ଏଥିରେ ଅଭିନେତ୍ରୀ ଖୁବ୍ ହଟ୍ ଲାଗୁଛନ୍ତି । ତେବେ ଏହି ବିକିନିର ଦାମ ପ୍ରାୟ ୨୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି । ଲୋଇସା ବାଲ୍ଲୁ ବ୍ରାଣ୍ଡର ଏହି ବିକିନର ଦାମ ୧୯,୭୭୩ ଟଙ୍କା ।
ଏହି ମୁଭିର ଏକ ସିନରେ ଦୀପିକା ଗୋଲଡେନ କଲର ମେଟାଲିକ ସ୍ୱିମିଂ ଶୁଟରେ ନଜର ଆସିଛନ୍ତି ଏହିି ମନୋକିନିରେ ବହୁତ ସାରା କଟ୍ସ ଲାଗୁଛନ୍ତି ଅଭିନେତ୍ରୀ । ଅଭିନେତ୍ରୀ ଗୋଲଡେନ ହୁପ ଇୟର ରିଂ ସହ ଏହାକୁ ପେୟାର କରିଛନ୍ତି । ଓଦା କେଶ ଓ ସ୍ମୋକି ଆଇଜ ଲୁକରେ ଆକ୍ଟ୍ରେସ ସେକ୍ସି ଲାଗୁଥିବା ବେଳେ ଏହାର ଦାମ ରହିଛି ୧୧,୮୫୦ ଟଙ୍କା ।
ବସେରମ ରଙ୍ଗ ଗୀତରେ ଦୀପିକାଙ୍କର କିଛି ବୋଲ୍ଡ ଲୁକ ଭାଇରାଲ ହେଉଛି । ଏହାସହ ଅଭିନେତ୍ରୀଙ୍କ କଷ୍ଟ୍ୟୁମକୁ ନେଇ ବି ଚର୍ଚ୍ଚା ହେଉଛି । ଏକ ସିନରେ ଦୀପିକା ଶିମର ପର୍ପଲ ଟପ ଓ ସ୍କଟ ପିନ୍ଧିଛନ୍ତି । ଅଭିନେତ୍ରୀଙ୍କ ଏହି ଲୁକ ବି ଖୁବ୍ ବିନ୍ଦାସ ଲାଗୁଛି । ମଲଟି କଲର ବିକିନିରେ ଅଭିନେତ୍ରୀ ଗର୍ଜିୟସ ଲୁକରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତି ଆଉନାହାନ୍ତି

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ସୋମବାର ପରଲୋକ ଘଟିଛି। ଏନେଇ ତାଙ୍କ ଝିଅ ଅନ୍ବେଷା ମହାନ୍ତି ସୂଚନା ଦେଇଛନ୍ତି। ଗତ କିଛି ଦିନ...

କ୍ରିକେଟ୍‌ ଖେଳିବେ ଅନୁଷ୍କା…

ମୁମ୍ବାଇ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସ୍ବାମୀଙ୍କ ଭଳି କ୍ରିକେଟ୍‌ ଖେଳିବେ। ମହିଳା କ୍ରିକେଟର ଝୁଲନ...

ମିଟୂ: ତନୁଶ୍ରୀଙ୍କୁ ଝଟକା, ନାନାଙ୍କୁ କ୍ଲିନ୍‌ଚିଟ୍‌

ଅଭିନେତା ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଝଟକା ଲାଗିଛି। ଏନେଇ ପୋଲିସ ନାନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ।...

ଟିଭି ଦେଖି ଆକ୍ଟିଙ୍ଗ ଶିଖୁଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ୍‌ ବୋଲ୍ଡ କୁଇନ୍‌ ସନ୍ନି ଲିଓନ ଏବେ ସୋସିଆଲ ମିଡିଆରେ ଏକ ଭିଡଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଆକ୍ଟିଙ୍ଗ ଶିଖୁଥିବା ଦେଖିବାକୁ ମିଳିଛି।...

ଦୀପିକା ଜଣେ ଭଲ ଅଭିନେତ୍ରୀ: ମାଧୁରୀ

ମୁମ୍ବାଇ: ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଅଭିନୟରେ ଯେମିତି ପାରଙ୍ଗମ ନୃତ୍ୟରେ ବି ସେମିତି ପାରଙ୍ଗମ। ନିକଟରେ କିନ୍ତୁ ମାଧୁରୀ କହିଛନ୍ତି ଏବେ...

୧୦୦ କୋଟି ଅତିକ୍ରମ କରିବ ‘ଦ କଶ୍ମୀର ଫାଇଲ୍ସ’

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିବା ବେଳେ ଏହାକୁ...

୨୮ ବର୍ଷ ପୂର୍ବେ ଏପରି ଦିଶୁଥିଲେ ଏହି ଲୋକପ୍ରିୟ କମେଡିଆନ୍‌, ଚିହ୍ନିିବା ହେଉଛି ମୁସ୍କିଲ

ବର୍ତ୍ତମାନ କମେଡି କିଙ୍ଗ କପିଲ ଶର୍ମାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ନିକଟରେ ସେ ନିଶ୍ଚିତ କରିଛନ୍ତି ଯେ, ସେ ଦ୍ୱିତୀୟ ଥର ପାଇଁ ପିତା ହେବାକୁ...

ପ୍ରିୟଙ୍କାଙ୍କ ପାଇଁ ଲଣ୍ଡନରେ ରହି ଏମିତି କାମ କଲେ ମା’

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ବିଦେଶରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ‘ସୋନା’ ଉନ୍ମୋଚନ କରିଛନ୍ତି ଏବଂ ଅନ୍ୟପଟେ ତାଙ୍କ...

Advertisement
Archives

Model This Week