Home Left

ଇରାନରେ ଥମୁନି ମାହସା ମୃତ୍ୟୁ ବିବାଦ: ୫ ବିକ୍ଷୋଭକାରୀଙ୍କ ମୃତ୍ୟୁ

ତେହରାନ,୨୧ା୯: ହିଜାବ ନ ପିନ୍ଧିବାରୁ ଗିରଫ ହୋଇ ଇରାନ ପୋଲିସ ହେପାଜତରେ ୨୨ ବର୍ଷୀୟା ମାହସା ଆମିନିଙ୍କ ମୃତ୍ୟୁକୁ କେନ୍ଦ୍ର କରି ସେଠାରେ ୪ ଦିନ ହେଲା ଆନ୍ଦୋଳନ ଜାରି ରହିଛି। ମାହସାଙ୍କୁ ନ୍ୟାୟ ଦାବିରେ ଶତାଧିକ ମହିଳା ଓ ସାଧାରଣ…

ଗୋରୁ ବୋଝେଇ ପିକ୍‌ଅଫ ଭ୍ୟାନ୍‌ ଜବତ

ଢେଙ୍କାନାଳ ଅଫିସ,୨୧।୯: ଢେଙ୍କାନାଳ ଜିଲା ସଦର ଥାନା କଙ୍କଡାହାଡ ଗ୍ରାମ ଛକରେ ବୁଧବାର ସକାଳେ ଏକ ଗୋରୁ ବୋଝେଇ ପିକ୍‌ଅଫ ଭ୍ୟାନ୍‌ ଜବତ କରାଯାଇଛି। ଭ୍ୟାନ୍‌ରେ ୨୦ ଗୋରୁ ଚାଲାଣ କରାଯାଉଥିବା ଖବରପାଇ ଗ୍ରାମବାସୀ ଓ ବଜରଙ୍ଗ କ୍ଲବ୍‌ର ସଦସ୍ୟମାନେ ସେମାନଙ୍କୁ…

ହିଜାବକୁ ଓଢ଼ଣି ସହ ତୁଳନା କଲେ ଜେଡିଏସ୍‌ ନେତା

ନୂଆଦିଲ୍ଲୀ,୨୧ା୯: ହିଜାବ ନିଷେଧ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବାବେଳେ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)ର କର୍ନାଟକ ସଭାପତି ସି.ଏମ୍‌. ଇବ୍ରାହିମ୍‌ ଏହାକୁ ଓଢ଼ଣି ସହ ତୁଳନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ମୁଣ୍ଡକୁ ଓଢ଼ଣିରେ ଢାଙ୍କୁଛନ୍ତି। ଏହା କ’ଣ ପିଏଫ୍‌ଆଇ…

ହିଜାବ ସପକ୍ଷବାଦୀ ପିଏଫ୍‌ଆଇ ପାଇଁ କାମ କରୁଛନ୍ତି: ସୁପ୍ରିମକୋର୍ଟଙ୍କୁ ଜଣାଇଲେ କର୍ନାଟକ ସରକାର

ନୂଆଦିଲ୍ଲୀ,୨୧ା୯: ୨୦୨୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ କୌଣସି ଛାତ୍ରୀ ହିଜାବ ପରିଧାନ କରୁ ନ ଥିଲେ। ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଦ୍ୱାରା ହିଜାବକୁ ନେଇ ସାମାଜିକ ଗଣମାଧ୍ୟମରେ ବିବାଦ ଆରମ୍ଭ ହୋଇଥିବା କର୍ନାଟକ ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ହିଜାବ…

ଶେହବାଜଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଇସ୍‌ଲାମାବାଦ,୨୧ା୯: ପରବର୍ତ୍ତୀ ସେନା ମୁଖ୍ୟ ନିଯୁକ୍ତି ସମ୍ପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ନିଜ ବଡ଼ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ପରାମର୍ଶ ଲୋଡ଼ି ଅଡ଼ୁଆରେ ଫସିଛନ୍ତି। ଦୁର୍ନୀତି ନିରୋଧୀ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ…

ବାଲ୍ୟବିବାହ ମୁକ୍ତ ଗଞ୍ଜାମ ଘୋଷଣାରେ ସୀମିତ

ଛତ୍ରପୁର,୨୧।୯(ଡି.ଏନ୍‌.ଏ.):ଗଞ୍ଜାମ ଜିଲାକୁ ପ୍ରଶାସନ ଚଳିତବର୍ଷ ଜାନୁୟାରୀ ୩ ତାରିଖରେ ବାଲ୍ୟବିବାହ ମୁକ୍ତ ଜିଲା ଭାବେ ଘୋଷଣା କରିଥିଲା। ଏପରିକି ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାକୁ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବା ନେଇ ତକତ୍ାଳୀନ ଜିଲାପାଳ ବିଜୟ ଅମୃତା…

୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ହେବ ଗଞ୍ଜାମ

ଛତ୍ରପୁର,୨୧।୯:(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ମଙ୍ଗଳବାର ଜିଲାସ୍ତରୀୟ ସମନ୍ବୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଯକ୍ଷ୍ମା ନିରାକରଣ, ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଖାଦ୍ୟ ନିରାପତ୍ତା ଓ ସ୍ବାସ୍ଥ୍ୟ ସେବା ଉପରେ ସମୀକ୍ଷା କରିଥିଲେ। ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବା…

ଏପରି ଭୁଲ୍‌ କରୁଛନ୍ତି କି? ବଢ଼ିପାରେ ସୁଗାରର ମାତ୍ରା

ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ଶରୀରରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ମୁକ୍ତି ଲାଗି ସବୁଠୁ ଜରୁରୀ ଉପଯୁକ୍ତ ଖାଦ୍ୟପେୟ। ଏ ନେଇ ମଧୁମେହ ରୋଗୀଙ୍କୁ ଖାଦ୍ୟପେୟ ଜନିତ ଅନେକ…

ଚାନ୍ଦି ମୁକୁଟରେ ଶୋଭା ପାଇବେ ମା’

ବାଲେଶ୍ୱର ଅଫିସ, ୨୦।୯: ବାଲେଶ୍ୱର ନୂଆ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ହୋଇ ଆସୁଥିବା ସାର୍ବଜନୀନ ଦୁର୍ଗା ପୂଜା ଚଳିତବର୍ଷ ୮୭ବର୍ଷରେ ପହଞ୍ଚତ୍ଛି। ଚଳିତବର୍ଷ ସଂଘ ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ମା’ ଦୁର୍ଗାଙ୍କ ସହିତ ଗଣେଶ, କାର୍ତ୍ତିକ, ସରସ୍ବତୀ ଓ ଲକ୍ଷ୍ମୀଙ୍କ ପାଇଁ…

ଚାନ୍ଦି ଭଣ୍ଡାରରେ ଦୁର୍ଗାପୂଜା କଲେକ୍ସନ

ଭୁବନେଶ୍ୱର,୨୧ା୯: ରୁପା ଗହଣାର ପ୍ରମୁଖ ଶୋ’ରୁମ୍‌ ଚାନ୍ଦି ଭଣ୍ଡାର ଚଳିତ ବର୍ଷର ଦୁର୍ଗାପୂଜା ଅଭିନବ ଢଙ୍ଗରେ ପାଳନ କରୁଛି। ବିଶେଷକରି ପ୍ରତ୍ୟେକ ମହିଳାଙ୍କ ମଧ୍ୟରେ ଦେବୀଙ୍କ ବାସ ରହିଥାଏ। ଏଭଳି କ୍ଷେତ୍ରରେ ଚାନ୍ଦି ଭଣ୍ଡାର ମହିଳାମାନଙ୍କୁ ସଜାଇବା ପାଇଁ ଦୁର୍ଗାପୂଜାରେ ରୁପା…

‘ବ୍ୟାଙ୍କକୁ ଉନ୍ନତିମୂଳକ ସ୍ଥିତିରେ ପହଞ୍ଚାଇବାକୁ ଆହ୍ବାନ’

ଭୁବନେଶ୍ୱର,୨୧ା୯: ଭାରତୀୟ ମଜଦୁର ସଂଘ ଦ୍ୱାରା ସମ୍ବର୍ଦ୍ଧିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ (ଓଜିବିକେଏସ୍‌) ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ସଂଘ (ଓଜିବିଏଏସ୍‌)ର ୪ର୍ଥ ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ନିକଟରେ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସଠାରେ ଅନୁଷ୍ଠିତ ହୋଇଯାଇଛି।…

ସାଳନ୍ଦୀ କୂଳରେ ଭୂସ୍ଖଳନ

ଆରଡ଼ି, ୨୧।୯( ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତର ଶୀତଳପୁରଠାରେ ସାଳନ୍ଦୀ ନଦୀକୂଳରେ ମଙ୍ଗଳବାର ସକାଳେ ପୁଣି ଭୁସ୍ଖଳନ ହୋଇଛି। ଫଳରେ ନଦୀକୂଳବର୍ତ୍ତୀ ଜଣେ ବ୍ୟକ୍ତିଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଲଗାଣ ବର୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri