କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୯୯ ଆକ୍ରାନ୍ତ
ଭୁବନେଶ୍ୱର,୨୧।୯(ବ୍ୟୁରୋ): ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୬ଜଣ କ୍ୱାରାଣ୍ଟାଇନ୍ରୁ ରହିଥିବା ବେଳେ ୮୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି…
ସପ୍ତମ ଟି୨୦ ବିଶ୍ୱକପ୍ ଖେଳିବେ ଗୁପ୍ଟିଲ
ଖ୍ରିଷ୍ଟଚର୍ଚ୍ଚ, ୨୧ା୯(ପି.ଟି.): ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍ ପାଇଁ ମଙ୍ଗଳବାର କେନ୍ ଓ୍ବିଲିୟମସନଙ୍କ ଅଧିନାୟକତ୍ୱରେ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ବ୍ୟାଟିଂ ଷ୍ଟଲଓ୍ବାର୍ଟ ମାର୍ଟିନ ଗୁପ୍ଟିଲ ରେକର୍ଡ ୭ମ ଥର ଟି୨୦ ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି। ଗତବର୍ଷ ଟି୨୦ ବିଶ୍ୱକପ୍…
କିଟ୍ରେ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଦିବସ
ଭୁବନେଶ୍ୱର,୨୧ା୯ (ସ୍ପୋଟର୍ସ ବ୍ୟୁରୋ): ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଦିବସ ମଙ୍ଗଳବାର ସକାଳେ କିଟ୍-କିସ୍ ଆଥଲେଟିକ୍ସ ଷ୍ଟାଡିୟମରେ କିଟ୍-ଓ କିସ୍ର କ୍ରୀଡ଼ା ଛାତ୍ରମାନଙ୍କ ମଧ୍ୟରେ ପାଳିତ ହୋଇଯାଇଛି। ଆସୋସିଏଶନ ଅଫ୍ ଇଣ୍ଡିଆନ ୟୁନିଭର୍ସିଟିଜ୍ (ଏଆଇୟୁ), ଏସିଆନ ୟୁନିଭର୍ସିଟି ସ୍ପୋଟର୍ସ ଫେଡେରେଶନ (ଏୟୁଏସ୍ଏଫ୍) ଆଣ୍ଡ୍…
ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ,ରୋଷେୟା ଚାକିରିରୁ ବହିଷ୍କୃତ
ମାଲକାନଗିରି/କୋରୁକୋଣ୍ଡା/ଏମ୍ଭି-୭୯,(ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅଧୀନ ମାରିବାଡା ପଞ୍ଚାୟତର ମାରିବାଡାସ୍ଥିତ ଆଶ୍ରମ ବିଦ୍ୟାଳୟରେ ଗତ ୩ ତାରିଖରେ ୨୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରାବାସ ଛାଡି ଦାୟିତ୍ୱରେ ଥିବା ପରିଚାଳିକାଙ୍କ ବିରୋଧରେ ଚାଉଳ ବିକ୍ରି ଅଭିଯୋଗ ନେଇ ରାତିରେ ହଷ୍ଟେଲ ପାଚେରି…
ସୁନ୍ଦରଗଡ଼, ଝାରସୁଗୁଡ଼ା, କିଟ୍ର ବୃହତ୍ ବିଜୟ
ଭୁବନେଶ୍ୱର, ୨୧ା୯(କ୍ରୀଡ଼ା ପ୍ରତିନିଧି): ହକି ଆସୋସିଏଶନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟ ଜୁନିୟର ହକି ଚାମ୍ପିୟନଶିପ ଇତିମଧ୍ୟରେ ତୃତୀୟ ଦିବସରେ ପହଞ୍ଚତ୍ଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଓ କିଟ୍ ଷ୍ଟାଡିୟମରେ ଚାଲିଥିବା ପ୍ରତିଯୋଗିତାର ତୃତୀୟ ଦିବସରେ ସମ୍ବଲପୁରର ଶହୀଦ ମାଧୋ ସିଂ…
ଇଂଲଣ୍ଡରେ ସିରିଜ ବିଜୟ ଲକ୍ଷ୍ୟରେ ଭାରତ
କାଣ୍ଟରବରି, ୨୧ା୯ (ପି.ଟି.): ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ ଦଳ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ଦିନିକିଆ ଜିତି ଭାରତ ୧-୦ରେ ଅଗ୍ରଣୀ ହାସଲ କରିସାରିଛି। ଦ୍ୱିତୀୟ ଦିନିକିଆ ଜିତି…
ସାଲିଭା ବ୍ୟବହାରକୁ ବାରଣ କଲା ଆଇସିସି
ଦୁବାଇ, ୨୧ା୯ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହାର ଖେଳ ନିୟମରେ କେତେକ ପରିବର୍ତ୍ତନ କରିଛି। ସେଥିରେ ବଲ୍କୁ ପଲିସ୍ କରିବା ଲାଗି ସାଲିଭା (ଛେପ) ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହି ନିୟମଗୁଡ଼ିକ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ।…
ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ
ଢେଙ୍କାନାଳ ଅଫିସ, ୨୧।୯: ଢେଙ୍କାନାଳ କଲେଜ ବଜାରସ୍ଥିତ ମା’ ସୁନ୍ଦରଶୁଣୀ ମାତୃ ଆସ୍ଥାନ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ପାର୍ଶ୍ୱ ମୂର୍ତ୍ତି ଏବଂ ଦ୍ୱାରପାଳ ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୮ଟାରେ ଏହି ଘଟଣା ପଦାକୁ ଆସିଥିଲା। ଏହାକୁ ନେଇ ତୀବ୍ର…
ଶେଷରେ ରାଜିହେଲା ରିମ୍ଝିମ୍
ଢେଙ୍କାନାଳ ଅଫିସ, ୨୧।୯: ଦୀର୍ଘଦିନର ବାଦ-ବିବାଦ, ଆଲୋଚନା-ପର୍ଯ୍ୟାଲୋଚନାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଜମିହରା ୧୫୦ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଦକ୍ଷତା ଓ ଯୋଗ୍ୟତାଭିତ୍ତିରେ ନିଯୁକ୍ତି ଦେବାକୁ ରାଜି ହୋଇଛି ରିମ୍ଝିମ୍ ଇସ୍ପାତ କମ୍ପାନୀ। ୨୦୨୩ ଜାନୁୟାରୀ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ।…
ତିରୁମାଲା ମନ୍ଦିରକୁ ୧.୦୨ କୋଟି ଦାନକଲେ ମୁସଲମାନ ଦମ୍ପତି
ତିରୁପତି,୨୧ା୯(ଆଇଏଏନ୍ଏସ୍): ବିଶ୍ୱର ସବୁଠୁ ଧନୀ ମନ୍ଦିର ଭାବେ ପରିଚିତ ତିରୁପତିର ତିରୁମାଲା ବାଲାଜୀ ମନ୍ଦିରକୁ ଚେନ୍ନାଇର ଏକ ମୁସଲମାନ ଦମ୍ପତି ୧.୦୨ କୋଟି ଟଙ୍କା ଦାନ କରିଛନ୍ତି। ଅବଦୁଲ ଘନି ଓ ନୁବିନା ବାନୁ ମଙ୍ଗଳବାର ମନ୍ଦିର ପରିଚାଳନାକରୀ ସଂସ୍ଥା ତିରୁମାଲା…
ତହସିଲଦାରଙ୍କ ଘରେ ଭିଜିଲାନ୍ସ: ୮ ସ୍ଥାନରେ ଚଢ଼ାଉ
ସୁନ୍ଦରଗଡ଼/ଲେଫ୍ରିପଡା ୨୧।୯(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜିଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ବାସଭବନରେ ବୁଧବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ଡିଏସପି ସୁଧାଶୁ ଶେଖର…
ଦୁଲୁକାଇବ ରାବଣ ଦରବାର
ଅନୁଗୋଳ ଅଫିସ, ୨୧।୯: ସରିଆସୁଛି ସାଜସଜ୍ଜା। ମା’ ଦୁର୍ଗାଙ୍କୁ ଆବାହନ ପାଇଁ ପ୍ରସ୍ତୁତ ହେଉଛି ଅନୁଗୋଳ ସହରର ପୁରାତନ ପୂଜା ଅନୁଷ୍ଠାନ ହେମସୁରପଡ଼ା ଦୁର୍ଗାପୂଜା କମିଟି। ଚଳିତବର୍ଷ ୫୮ ବର୍ଷରେ ପାଦ ଥାପିବାକୁ ଯାଉଥିବା ଏହି କମିଟି ପକ୍ଷରୁ ପ୍ରଥମେ…
Archives


