ରାଜୁଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
ନୁଆଦିଲ୍ଲୀ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ୫୮ବର୍ଷ ବୟସରେ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ନଗଦ ୧ଲକ୍ଷ ଟଙ୍କା ସହିତ ୨୯୭ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
ବରଗଡ଼ ଅଫିସ,୨୧।୯: ବରଗଡ଼ ଜିଲାରେ ନିଶା କାରବାର ବଢି ଚାଲିଛି। ଚୋରାମଦ କାରବାର ସାଧାରଣରେ ପରିଣତ ହୋଇଯାଇଥିବା ବେଳେ ଜିଲାରେ ଏବେ ବ୍ରାଉନ ସୁଗର କାରବାର ବଢି ଚାଲିଛି। ବୁଧବାର ଜିଲା ଅବକାରୀ ବିଭାଗ ବରଗଡ଼ ସହରରୁ ୨୯୭ ଗ୍ରାମ ବ୍ରାଉନ…
ମୃତ୍ୟୁ ପୂର୍ବରୁ ଏହାଥିଲା ରାଜୁଙ୍କ ବଡ଼ ସ୍ବପ୍ନ
ମୁମ୍ବାଇ: ବି-ଟାଉନ୍ର ଜଣାଶୁଣା ହାସ୍ୟ ଅଭିନେତାଙ୍କର ବୁଧବାର ୫୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବରରେ ସବୁଆଡେ ଶୋକର ଛାୟା ଖେଳିଯାଇଛି। ଅଗଷ୍ଟ ୧୦ରେ ହୃଦ୍ଘାତରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ଧରି ସେ ଦିଲ୍ଲୀ ଏମ୍ସ…
ଗୁରୁବାର ଦିଲ୍ଲୀରେ ହେବ ରାଜୁଙ୍କ ଶେଷକୃତ୍ୟ
ନୂଆଦିଲ୍ଲୀ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବୁଧବାର ପରଲୋକ ଘଟିଛି। ସବୁବେଳେ ହସାଉଥିବା ବ୍ୟକ୍ତି ଆଜି ସମସ୍ତଙ୍କୁ କନ୍ଦାଇ ନିଜେ ଚିରନିଦ୍ରାରେ। ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାଜୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଗଷ୍ଟ ୧୦ରେ ରାଜୁଙ୍କ…
ଭାଇରାଲ ହେଉଛି ରାଜୁଙ୍କ ଶେଷ ଭିଡିଓ
ମୁମ୍ବାଇ: ଆଉ ନାହାନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ। ବୁଧବାର ୫୮ ବର୍ଷ ବୟସରେ ଶ୍ରୀବାସ୍ତବଙ୍କ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବରରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ଏହାରି ମଧ୍ୟରେ ରାଜୁଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ନିଜେ…
ଶାନ୍ତି ଆଣିଦିଏ ବିକାଶ
ଅନ୍ତର୍ଜାତୀୟ ସ୍ତରରେ ଦେଶ ଦେଶ ମଧ୍ୟରେ ଶାନ୍ତି ବିରାଜମାନ କଲେ ରାଷ୍ଟ୍ରଗୁଡ଼ିକର ବିକାଶ ସଫଳ ହୋଇପାରିଥାଏ। ଶାନ୍ତିର ଗୁରୁତ୍ୱ ଉପଲବ୍ଧିକରି ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୨୧ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଇଥାଏ। ଏହି ଦିବସ ବିଶ୍ୱ…
ଟ୍ରକ୍ ମାଲିକଙ୍କ ସ୍ବାର୍ଥକୁ ଗୁରୁତ୍ୱ
ସୁନ୍ଦରଗଡ଼,୨୧।୯(ଡି.ଏନ.ଏ.):ସୁନ୍ଦରଗଡ଼ ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ କୋଇଲା ପରିବହନ। ସୁନ୍ଦରଗଡ ଜିଲା ହେମଗିରି ବ୍ଲକସ୍ଥିତ ବସୁନ୍ଧରା ଅଞ୍ଚଳରେ ଥିବା ଖଣି ଏସିଆ ମହାଦେଶର ସର୍ବବୃହତ୍ କୋଇଲା ଖଣି। ଏହି ଖଣିରୁ ବେଦାନ୍ତ, ହିଣ୍ଡାଲକୋ ଇତ୍ୟାଦି ଶିଳ୍ପସଂସ୍ଥାଗୁଡ଼ିକୁ କୋଇଲା ପରିବହନ…
ସଚେତନତା ହିଁ ନିଦାନ
ଶରୀରରେ କୌଣସି ସମସ୍ୟା ସୃଷ୍ଟିହେବା ପୂର୍ବରୁ ଏଥିରୁ ଦୂରେଇରହିବା ଲାଗି ପଦକ୍ଷେପ ଗ୍ରହଣ କରିବା ଏବଂ ସଚେତନ ହେବା ହିଁ ପ୍ରକୃତ ନିଦାନ। କେତେକ ଲୋକଙ୍କଠାରେ ମନେ ରଖିବା ଶକ୍ତି ନ ଥାଏ। ସେମାନଙ୍କ ସ୍ମୃତିଶକ୍ତିରେ ଅନିୟମିତତା ପରିଲକ୍ଷିତ ହୋଇଥାଏ। ସେମାନେ…
ଓଡ଼ିଶାରେ ଫୁଟବଲ ବିକାଶ ସମ୍ପର୍କରେ ଆଲୋଚନା
ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ)ର ନୂଆ ସାଧାରଣ ସମ୍ପାଦକ ଶାଜି ପ୍ରଭାକରନ ଭୁବନେଶ୍ୱର ଆସିଛନ୍ତି। ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ମଙ୍ଗଳବାର ତାଙ୍କୁ ସାକ୍ଷାତ କରିବା ସହ ଓଡ଼ିଶାରେ ଫୁଟବଲର ବିକାଶ…
ଭାରତ-ପାକିସ୍ତାନ ମୁକାବିଲା ୭ରେ
କୁଆଲାଲମ୍ପୁର, ୨୧।୯(ପି.ଟି.): ଆସନ୍ତା ମାସରେ ବାଂଲାଦେଶର ସିଲ୍ହେଟ୍ଠାରେ ମହିଳା ଟି୨୦ ଏସିଆ କପ୍ ଆରମ୍ଭ ହେବ। ଏଥିରେ ଭାରତ ଓ ପାକିସ୍ତାନ ମୁକାବିଲା ଅକ୍ଟୋବର ୭ରେ ହେବ ବୋଲି ଏସିଆନ କ୍ରିକେଟ କାଉନ୍ସିଲ ସଭାପତି ଜୟ ଶାହା ମଙ୍ଗଳବାର ଘୋଷଣା କରିଛନ୍ତି।…
ଖେଳାଳିଙ୍କ ପ୍ରତି ଅପମାନ
କୋଲକାତା,୨୧।୯: ମାତ୍ର ୨ ମାସ ହେଲା ପଶ୍ଚିମବଙ୍ଗ ରାଜ୍ୟପାଳ ଭାର ଗ୍ରହଣ କରିଥିବା ଲା’ ଗଣେଶନ ଆୟର ଜାତୀୟ ସ୍ତରରେ ସମାଲୋଚିତ ହୋଇଛନ୍ତି। ଡୁରାଣ୍ଡ କପ୍ ଫୁଟ୍ବଲ ଟୁର୍ନାମେଣ୍ଟର ପୁରସ୍କାର ବିତରଣ ଉତ୍ସବରେ ଫଟୋ ସେସନ ବେଳେ ସେ ଭାରତର ଷ୍ଟାର…
ଗୁଡ଼ାରି ବ୍ଲକରେ ପହଞ୍ଚତ୍ପାରିନି ପୂର୍ତ୍ତ ବିଭାଗ ରାସ୍ତା
ଗୁଡ଼ାରି,୨୧।୯(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଡ଼ାରି ଏନ୍ଏସିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାଗୁଡ଼ିକରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟିହେବା ସହ ଉଭୟ ପାର୍ଶ୍ୱରେ ଗଛ ଉଠି ରାସ୍ତା ସଙ୍କୁଚିତ ହେବାରେ ଲାଗିଛି। ମୁଖ୍ୟତଃ ନାଇରା ଛକରୁ ଗୁଡ଼ାରିକୁ…
Archives


