ଦୁର୍ବୁତ୍ତଙ୍କ ଗୁଳିରେ ଆଇଏସ୍ଆଇ ଏଜେଣ୍ଟଙ୍କ ମୃତ୍ୟୁ
କାଠମାଣ୍ଡୁ, ୨୨ା୯: ଭାରତକୁ ବିପୁଳ ସଂଖ୍ୟାରେ ନକଲି ନୋଟ ପଠାଉଥିବା ପାକିସ୍ତାନ ଇଣ୍ଟର-ସର୍ଭିସ୍ ଇଣ୍ଟେଲିଜେନ୍ସ(ଆଇଏସ୍ଆଇ) ଏଜେଣ୍ଟ ଲାଲ୍ ମହମ୍ମଦ ଓରଫ୍ ମହମ୍ମଦ ଦରଜି(୫୫) ଗତ ୧୯ ତାରିଖରେ ନେପାଳରେ ନିହତ ହୋଇଛନ୍ତି। କେତେଜଣ ଅଚିହ୍ନା ଦୁର୍ବୃତ୍ତ ତାଙ୍କୁ ଗୁଳି କରୁଥିବା ସିସିଟିଭି…
ଟଙ୍କା ନେବାକୁ ଆସି ଧରାପଡ଼ିଲେ ନକଲି ବ୍ୟାଙ୍କ ଅଧିକାରୀ
କୋକସରା,୨୨।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଫାଇନାନ୍ସ କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଜଣେ ନକଲି ବ୍ୟାଙ୍କ ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସ ଜିମାଦେଇଛନ୍ତି। ସମ୍ପୃକ୍ତ ଯୁବକ ଜଣଙ୍କ ଖୋର୍ଦ୍ଧା…
ଉତ୍ତରପ୍ରଦେଶ ସମେତ ଏହି ୫ ରାଜ୍ୟର ନିର୍ବାଚନରେ ଭାଜପା ଖର୍ଚ୍ଚ କରିଛି ୩୪୦ କୋଟି
ନୂଆଦିଲ୍ଲୀ,୨୨।୯: ଚଳିତ ବର୍ଷ ଆରମ୍ଭରେ ହୋଇଥିବା ୫ରାଜ୍ୟ ବିଧାନସଭା ନିର୍ବାଚନରେ ଭାଜପା ୩୪୦ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ କରିଛି। ଅନ୍ୟପକ୍ଷରେ କଂଗ୍ରେସ ଏହି ରାଜ୍ୟଗୁଡ଼ିକରେ ନିର୍ବାଚନ ପ୍ରଚାରରେ ୧୯୪ କୋଟି ଟଙ୍କା ବ୍ୟୟ କରିଥିବା ସେମାନଙ୍କ ନିର୍ବାଚନ ଖର୍ଚ୍ଚ ରିପୋର୍ଟରୁ…
ବ୍ରହ୍ମୋସ୍ ପାଇଁ ୧,୭୦୦ କୋଟିର ଡିଲ୍
ନୂଆଦିଲ୍ଲୀ,୨୨।୯: ନୌସେନାର ଫ୍ରଣ୍ଟଲାଇନ୍ ଯୁଦ୍ଧଜାହାଜରେ ଅତିରିକ୍ତ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ମୁତୟନ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ୧,୭୦୦ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିଛି। ୨୯୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ଥିବା ବ୍ରହ୍ମୋସ୍ ଉଭୟ ସ୍ଥଳଭାଗ ଓ ଶତ୍ରୁପକ୍ଷ…
ଶୁକ୍ରବାର କେରଳରେ ହରତାଳ
ଥିରୁଭାନନ୍ଥପୁରମ୍,୨୨।୯(ପି.ଟି.): ଏନ୍ଆଇଏ ଏବଂ ଇଡି ଚଢ଼ାଉ ପ୍ରତିବାଦରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ପକ୍ଷରୁ ଗୁରୁବାର ସାରା କେରଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର କାର୍ଯ୍ୟକୁ ବିରୋଧ କରି ଉକ୍ତ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୩ ଅର୍ଥାତ୍ ଶୁକ୍ରବାର…
ପରଲୋକରେ ବିଜେଡି ବ୍ଲକ ସଭାପତି
ସମ୍ବଲପୁର,୨୨ା୯(ବ୍ୟୁରୋ): ସମ୍ବଲପୁର ଜିଲା ବାମରା ବ୍ଲକ ବିଜେଡି ସଭାପତି ରାଜ କୁମାର ଶୁକ୍ଲା (୬୫)ଙ୍କ ଗୁରୁବାର ପରଲୋକ ଘଟିଛି। ପକ୍ଷାଘାତରେ ପୀଡିତ ହୋଇ ପ୍ରାୟ ୧ ବର୍ଷ ଧରି ସେ ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ଖବର ପାଇ ବହୁ ନେତା, ସହକର୍ମୀ,…
‘ପେ ସିଏମ୍’ ପୋଷ୍ଟର ବିବାଦ ମାମଲାରେ ୫ କଂଗ୍ରେସ କର୍ମକର୍ତ୍ତା ଗିରଫ
ବେଙ୍ଗାଲୁରୁ,୨୨।୯: ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏବଂ ଶାସକ ଦଳ ଭାଜପାକୁ ଟାର୍ଗେଟ କରିଥିବା ‘ପେ ସିଏମ୍’ ପୋଷ୍ଟର ବିବାଦ ମାମଲାରେ କର୍ନାଟକ ପୋଲିସ ୫ଜଣ କଂଗ୍ରେସ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ତେବେ ଗିରଫ ହୋଇଥିବା ଉଭୟ ବ୍ୟକ୍ତି କର୍ନାଟକ ପ୍ରଦେଶ କଂଗ୍ରେସ…
ରାସ୍ତା କଡ଼ରେ ଶିଶୁକନ୍ୟା ଜନ୍ମ ଦେଲେ ମହିଳା
ଦଶମନ୍ତପୁର,୨୨ା୯(ଡି.ଏନ.ଏ.): ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ଜଣେ ମହିଳା ରାସ୍ତା କଡରେ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନପ ଚିକାମ୍ବ ପଞ୍ଚାୟତର ତୁନଖାଲ ଗ୍ରାମରେ। ଗ୍ରାମର କାର୍ତ୍ତିକ ମୁଦୁଲିଙ୍କ ସ୍ତ୍ରୀ…
କରୋନାକୁ ନେଇ ଡିଡିଏମଏ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ,୨୨ ।୯: ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମଏ) ଗୁରୁବାର କରୋନା ସମୀକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା । ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟୁଇଟ କରିଛନ୍ତି ।…
ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ ସ୍ବାମୀ
ବୈପାରିଗୁଡା,୨୨ା୯(ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗୁଡା ଥାନା ଅଧୀନ ଡେଙ୍ଗା କୁସୁମଗୁଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ସ୍ବାମୀ। ମୃତ ମହିଳା ଜଣକ ହେଲେ ସୁବର୍ଣ୍ଣା ପରଜା। ନିଶାସକ୍ତ ଅବସ୍ଥାରେ…
ଅନନ୍ୟା ଏମିତି କଲେ ମୁଁ ମରିଯିବି: ଭାବନା
ମୁମ୍ବାଇ: ‘କଫି ୱିଥ କରନ ୭’ ଏହି ଚାଟ ଶୋ’କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏହାର ୧୨ ତମ ଏପିସୋଡରେ ଗୌରି ଖାଁ, ମହିପ କପୁର ଓ ଭାବନା ପାଣ୍ଡେ ଭାଗ ନେଇଥିଲେ । ଏହି ସମୟରେ ଏମାନେ…
ଶୁଦ୍ଧିକ୍ରିୟାକୁ ଯାଉଥିଲେ, ବାଟରେ ଚାଲିଗଲା ଜୀବନ
ଖୁଣ୍ଟା,୨୨।୯(ଡି.ଏନ.ଏ.): ଏକ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଯାଉଥିଲେ,ହେଲେ ବାଟରେ ଜଗିଥିଲା ଜମ। କିଛି ଏଭଳି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳରେ। ଗୁରୁବାର ପୂର୍ବାହ୍ନରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ମୃତ ମହିଳା ହେଲେ ଖୁଣ୍ଟା…
Archives


