Home Left

ମେଟ୍ରୋ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଭୁବନେଶ୍ୱର-କଟକରେ ମେଟ୍ରୋ ସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ସେ କହିଛନ୍ତି, ଟ୍ବିନ୍‌ ସିଟିରେ ଜନସଂଖ୍ୟା ବଢୁଥିବାରୁ ମେଟ୍ରୋ ଟ୍ରେନ୍‌ର ଆବଶ୍ୟକତା ରହିଛି। ବର୍ତ୍ତମାନ ଭୁବନେଶ୍ୱର ଓ କଟକର ଲୋକସଂଖ୍ୟା ମିଶି…

ବଦଳିବ ବିକ୍ରମଦେବ ବର୍ମାଙ୍କ ପ୍ରତିମୂର୍ତ୍ତି: ବିଧାୟକ

ଜୟପୁର,୨୬ା୯(ନି.ପ୍ର.): ବିକ୍ରମଦେବ ମହାବିଦ୍ୟାଳୟ ସମ୍ମୁଖରେ ସ୍ଥାପନ କରାଯାଇଥିବା ପ୍ରତିମୂର୍ତ୍ତି ବଦଳାଯିବ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି। ଗତ ୧୭ ତାରିଖରେ ସ୍ଥାପନ ହୋଇଥିବା ପ୍ରତିମୂର୍ତ୍ତି ଏହା ବିକ୍ରମଦେବ ବର୍ମାଙ୍କ ନୁହେଁ ବୋଲି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀମାନେ…

ମାଲାୟାଲମ ଅଭିନେତା ଶ୍ରୀନାଥ ଭାସି ଗିରଫ

କୋଚି,୨୬।୯: ମାଲାୟାଲମ ଅଭିନେତା ଶ୍ରୀନାଥ ଭାସିଙ୍କ ଅଡୁଆ ବଢ଼ିବାରେ ଲାଗିିଛି। କୋଚିରେ ମାରାଡୁ ପୋଲିସ ଅଭିନେତା ଶ୍ରୀନାଥଙ୍କୁ ଗିରଫ କରିଛି। ଏକ ସାକ୍ଷାତକାର ସମୟରେ ଅଭିନେତା ଜଣେ ମହିଳା ଆଙ୍କରଙ୍କ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ମହିଳା…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଡିଓ

ବଲାଙ୍ଗୀର ଅଫିସ,୨୬।୯: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା ଗୁଡ଼ଭେଲା ବିଡିଓ ବିନୋଦ ନାଏକ। ୧ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଡିଓ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବ୍ଲକ୍‌ରୁ ୩୦ଲକ୍ଷ ଟଙ୍କାର ମରାମତି କାମ ଦେବାପାଇଁ ରାଜକେଲ ଗାଁର ଠିକାଦାର ଗୋପାଳ…

ବାଘକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ

କୋରାପୁଟ,୨୬ା୯(ସ୍ବ.ପ୍ର.): କୋରାପୁଟ ଜିଲା କୋଟିଆ ସୀମାନ୍ତ ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଥିବା ନେଇ ଡିଏଫଓ ଅମିତାରାଣୀ ରାୟ କହିଛନ୍ତି। ବାଘ ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଛି। ଏନେଇ ଅଞ୍ଚଳବାସୀ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।…

ସ୍କୁଲରେ ମହିଳା ଅଭିଭାବକ-ଶିକ୍ଷୟିତ୍ରୀ ମୁହାଁମୁହିଁ

ଆନନ୍ଦପୁର,୨୬।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପଦ୍ମପୁର ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟାଳୟ କମ୍ପ୍ୟୁଟର ରୁମ୍‌ରେ ପଡିଥିବା କିଛି ପୁରୁଣା କାର୍ପେଟକୁ ବଦଳାଯାଇ ନୂଆ କାର୍ପେଟ ଲଗାଯାଇଥିଲା। ପୁରୁଣା କାର୍ପେଟଗୁଡିକ ବିଦ୍ୟାଳୟରେ…

ଗାଡି ଧକ୍କାରେ ଭାଲୁ ମୃତ

କେନ୍ଦୁଝର,୨୬।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ନେକଡାଘର ଏନ୍‌ଏଚ ୨୦ରେ ରବିବାର ବିଳମ୍ବିତ ରାତିରେ ଗାଡି ଧକ୍କାରେ ଏକ ଭାଲୁର ମୃତ୍ୟୁ ହୋଇଛି। ଭାଲୁଟିର ବୟସ ୨ ରୁ ୩ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ବନ…

ହାତୀ ସୁରକ୍ଷାଦାତାଙ୍କୁ ମିଳିବ ପୁରସ୍କାର

କେନ୍ଦୁଝର,୨୬।୯ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଇ ହାତୀ-ମଣିଷ ମଧ୍ୟରେ ସଂଘର୍ଷ ଘଟୁଛି ା ଏହାକୁ ହ୍ରାସ କରିବା ସହ ହାତୀ ମୃ୍‌ତ୍ୟୁ ରୋକିବା ପାଇଁ ବନ ବିଭାଗ ବିଭିନ୍ନ ପ୍ରକାରର ପ୍ରୟାସ ଆରମ୍ଭ କରିଛି ା ନିକଟରେ…

ଏଣିକି ହାଇସ୍କୁଲରେ ପଢିବେ ଏକାଦଶ, ଦ୍ବାଦଶ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଏଣିକି ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଛାତ୍ରୀଛାତ୍ର ହାଇସ୍କୁଲରେ ପଢିବେ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏକାଦଶ ଶ୍ରେଣୀ ପାଇଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇ ଥିବା ବେଳେ ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଯୁକ୍ତ ଦୁଇ…

ସାପ ସହ ଏପରି ବସିଛି କୁନି ଝିଅ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଶେୟାର ହୋଇଥିବା ଭିଡିଓରେ ଏକ ଛୋଟ ଝିଅ…

ଗେହଲଟ-ପାଇଲଟଙ୍କ ମଧ୍ୟରେ ମଧ୍ୟସ୍ଥତା କରିବେ କମଲନାଥ

ଜୟପୁର,୨୬।୯: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ରେସ୍‌ରେ ସାମିଲ ହେବା ପରେ ରାଜସ୍ଥାନର ରାଜନୈତିକ ସରଗରମ ରହିଛି। କଂଗ୍ରେସ ଭିତରେ ଥିବା ଦଳ କନ୍ଦଳ ପୁଣି ଥରେ ସାମ୍ନାକୁ ଆସିଛି। ଗେହଲଟ ଗୋଷ୍ଠୀଙ୍କ ବିରୋଧ ପରେ ପୁଣି ଥରେ…

କଂଗ୍ରେସର ବିକଳ୍ପ ହେବ କି ଆମ୍‌ ଆଦମୀ ପାର୍ଟି, କେଜ୍‌ରିଓ୍ବାଲ ଦେଲେ ଜବାବ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ସଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କ କ୍ୟାମ୍ପ୍‌ ମୁହାଁମୁହିଁ ହୋଇଛି। ଗେହଲଟ କ୍ୟାମ୍ପର ବିଧାୟକମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ ପାଇଲଟଙ୍କ ନାମକୁ ବିରୋଧ କରୁଛନ୍ତି। ଦଳ ମଧ୍ୟରେ ଥିବା ମତଭେଦକୁ ନେଇ ଅନ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri