କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ମାଷ୍ଟରସେଫ୍‌ର ଏହି ୩ ବିଚାରପତି, ଜାଣିଲେ ହେବେ…

ନୂଆଦିଲ୍ଲୀ,୪।୧: ଆରମ୍ଭ ହୋଇଛି କୁକିଂ ରିଆଲିଟି ଶୋ’ ମାଷ୍ଟରସେଫ ଇଣ୍ଡିଆ। ଚଳିତ ଥର ଏଥିରେ ବିଚାରପତି ଭାବେ ସେଫ୍‌ ବିକାଶ ଖାନ୍ନା, ସେଫ୍‌ ରଣବୀର ବ୍ରା, ସେଫ୍‌ ଗାରିମା ଅରୋରାଙ୍କୁ ଦେଖିବାକୁ ମିଳୁଛି। ତେବେ ଆସନ୍ତୁ ଜାଣିବା ଏହି ସେଫ୍‌ମାନଙ୍କ ମୋଟ ସମ୍ପତ୍ତି ଏବଂ ତାଙ୍କ ସହ ଜଡ଼ିତ ଅନ୍ୟାନ୍ୟ ସୂଚନା:-

ସେଫ୍‌ ବିକାଶ ଖାନ୍ନା:
ରିପୋର୍ଟ ଅନୁଯାୟୀ ବିକାଶ ୮୦ କୋଟିରୁ ୧୨୦ କୋଟି ସମ୍ପତ୍ତିର ମାଲିକ। ସେ ଜଣେ ଖ୍ୟାତନାମା ସେଫ୍‌ ହୋଇଥିବା ବେଳେ ଅନେକ ପୁସ୍ତକ ରଚନା କରିଛନ୍ତି। ହୋଟେଲ, ପୁସ୍ତକ ଏବଂ ବିଭିନ୍ନ ଶୋ’ରୁ ସେ ଆୟ କରିଥାନ୍ତି।

ସେଫ୍‌ ରଣବୀର ବ୍ରା:-
ରିପୋର୍ଟ ମୁତାବକ ରଣବୀର ୪୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ। ସେ ଜଣେ ସେଫ୍‌ ହେବା ସାଙ୍ଗକୁ ଜଣେ ଫୁଡ୍‌ କଲମିଷ୍ଟ ଏବଂ ଲେଖକ ମଧ୍ୟ। ଏହାପୂର୍ବରୁ ସେ ମାଷ୍ଟରସେଫ୍‌ର ଦୁଇଟି ସିଜନ୍‌(୪,୬)ରେ ବିଚାରପତି ହୋଇଥିଲେ। ଏଣୁ ଏହା ତାଙ୍କର ତୃତୀୟ ସିଜନ।

ସେଫ୍‌ ଗାରିମା ଅରୋରା:
ରିପୋର୍ଟ ମୁତାବକ ଗରିମାଙ୍କ ମୋଟ ସମ୍ପତ୍ତି ୪୦ କୋଟି ଟଙ୍କା। ସେ ମିଶେଲିନ୍‌ ଷ୍ଟାର ପାଇଥିବା ପ୍ରଥମ ମହିଳା ସେଫ୍‌। ତେବେ ମିଶେଲିନ ଷ୍ଟାର ହେଉଛି ବିଶ୍ୱସ୍ତରର ରେଷ୍ଟୁରାଣ୍ଟ ରେଟିଂ ପ୍ରଣାଳୀ।

ମାଷ୍ଟରସେଫ୍‌ରେ କିଭଳି ହେବ ବିଜେତା ଚୟନ:
ଶୋ’ ଅଡିଶନ ରାଉଣ୍ଡ ସହ ଆରମ୍ଭ ହୋଇଛି। ଏଥିରୁ ୩୬ ଜଣ ସେଫ୍‌ ଚୟନ କରାଯିବ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୬ ଆଗକୁ ବଢ଼ିବେ। ସେମାନଙ୍କୁ ମାଷ୍ଟରସେଫ୍‌ ଆପ୍ରନ ଦିଆଯିବ। ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣେ ବିଜେତା ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

ଗାଁକୁ ପଶି ଆସିଲା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୦।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜଙ୍ଗଲକ୍ଷୟ ହେବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ଭାଲୁ କୋକସରା ଫରେଷ୍ଟ ସେକ୍ସନ ଚିକିଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri