Home Left

ଆଜି ରାଜ୍ୟରେ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯୮…

ସ୍କୁଲ ବ୍ୟାଗ୍‌ରେ ଭୟଙ୍କର ସାପ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରୁଛି। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କୁ…

ଲଣ୍ଡନ ହୋଟେଲରେ ଟାନିଆ ଭାଟିଆଙ୍କ ରୁମ୍‌ରୁ ଚୋରି

ନୂଆଦିଲ୍ଲୀ, ୨୭ା୯:ଭାରତୀୟ ମହିଳା କ୍ରିକେଟ ଦଳ ଇଂଲଣ୍ଡ ଟୁର୍‌ ବେଳେ ଉଇକେଟକିପର ବ୍ୟାଟର ଟାନିଆ ଭାଟିଆ ଲଣ୍ଡନସ୍ଥିତ ମାରିଅଟ ହୋଟେଲରେ ଅବସ୍ଥାନ କରିଥିଲେ। ସେତେବେଳେ ତାଙ୍କ ରୁମ୍‌ରୁ ତାଙ୍କର କିଛି ମୂଲ୍ୟବାନ ଜିନିଷପତ୍ର ଚୋରି ହୋଇଯାଇଛି। ତନ୍ମଧ୍ୟରେ ଅଳଙ୍କାର, ନଗଦ ଟଙ୍କା,…

କାର୍ତ୍ତିକଙ୍କୁ ଅଧିକ ସୁଯୋଗ ଦିଆଯିବ: ରୋହିତ

ହାଇଦ୍ରାବାଦ, ୨୭।୯:ଆସନ୍ତା ମାସରେ ଟି୨୦ ବିଶ୍ୱକପ ଖେଳାଯିବାକୁ ଥିବାବେଳେ ଉଇକେଟ କିପର ଦୀନେଶ କାର୍ତ୍ତିକଙ୍କୁ ଅଧିକ ବ୍ୟାଟିଂ ସୁଯୋଗ ଦିଆଯିବ ବୋଲି ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ସୂଚନା ଦେଇଛନ୍ତି। ଭାରତ ଏହାର ପ୍ଲେଇଂ ଏକାଦଶରେ କାର୍ତ୍ତିକ ଏବଂ ରିଷଭ…

ଝାଡ଼ଖଣ୍ଡକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୨୭।୯ (କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଘରୋଇ କ୍ରିକେଟ ସିଜନ ପାଖେଇ ଆସିଥିବାବେଳେ ପ୍ରସ୍ତୁତି ସ୍ବରୂପ ଓଡ଼ିଶା, ଝାଡ଼ଖଣ୍ଡ ଓ ବେଙ୍ଗଲ ସିନିୟର ଦଳ ମଧ୍ୟରେ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଅଭ୍ୟାସ ମ୍ୟାଚ ଚାଲିଛି। ଏହି…

‘ଚେସ୍‌ ଇତିହାସର ସବୁଠାରୁ ବଡ଼ ସ୍କାଣ୍ଡାଲ’

ସେଣ୍ଟ ଲୁଇସ୍‌, ମିସୋରି (ଆମେରିକା) ୨୭ା୯: ଚଳିତ ମାସ ପ୍ରଥମ ଭାଗରେ ଅନୁଷ୍ଠିତ ‘ସିନ୍‌କ୍ୱିଫିଲ୍ଡ କପ୍‌’ରେ ବିଶ୍ୱ ଚାମ୍ପିୟନ ମାଗ୍ନସ କାର୍ଲସେନ ଓ ଆମେରିକାର ୧୯ବର୍ଷୀୟ ହାନ୍ସ ନିମାନ୍‌ଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଘଟଣାବଳୀକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।…

ଟାଟା ମୋଟର୍ସର ଏସ୍‌ସିଭି ବର୍ଗରେ ୩ ମଡେଲ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୨୭।୯: ଦେଶର ପ୍ରମୁଖ ବାଣିଜି୍ୟକ ଯାନ ନିର୍ମାଣକାରୀ କମ୍ପାନୀ ‘ଟାଟା ମୋଟର୍ସ’ପକ୍ଷରୁ ସୋମବାର ଛୋଟ ବାଣିଜି୍ୟକ ଯାନ ବା ସ୍ମଲ କର୍ମସିଆଲ ଭେହିକିଲ (ଏସସିଭି) ବର୍ଗରେ ୩ଟି ନୂଆ ମେଡଲର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ଟାଟା ଏସସିଭିର ଯୋଦ୍ଧା ୨.୦,…

ଓଡ଼ିଶାଭିତ୍ତିକ ସ୍ବାସ୍ଥ୍ୟସେବା ଷ୍ଟାର୍ଟଅପ ‘ଅରେଞ୍ଜକ୍ରସ’

ଭୁବନେଶ୍ୱର,୨୭।୯: ରାଜ୍ୟରେ ରୋଗୀ ସେବା ପାଇଁ ଘରୋଇ ଦକ୍ଷ ନର୍ସ ଓ ଅନ୍ୟାନ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଅରେଞ୍ଜକ୍ରସର ଶୁଭାରମ୍ଭ କରାଯାଇଥିଲା। ଏପରିକି ଏକ ଓଡ଼ିଶା ଭିତ୍ତିକ ସ୍ବାସ୍ଥ୍ୟସେବା ଷ୍ଟାର୍ଟଅପ ଭାବେ ଅରେଞ୍ଚକ୍ରସ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୪ ବର୍ଷର ଗୌରବମୟ…

ଓଡ଼ିଶା-ଭିଏତ୍‌ନାମ୍‌ ମଧ୍ୟରେ ସୁଦୃଢ଼ ହେବ ବାଣିଜ୍ୟ କାରବାର

ଭୁବନେଶ୍ୱର,୨୭।୯: ବର୍ତ୍ତମାନର ପରିସ୍ଥିତିରେ ବ୍ୟବସାୟିକ କ୍ଷେତ୍ରକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏପରିକି ଆନ୍ତର୍ଜାତିକ ଟ୍ରେଡ ପ୍ରମୋସନ (ଆଇଟିପି) କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଓଡିଶା ଏବଂ ଭିଏତନାମ ସରକାରଙ୍କ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଫଳରେ ଉକ୍ତ କାର୍ଯ୍ୟକ୍ରମ ଜରିଆରେ…

ଅକ୍ଟୋବର ୩ରୁ ଜୀ-ସାର୍ଥକର ମେଗା ସିରିଏଲ ‘ସାଥୀରେ’

ଭୁବନେଶ୍ୱର,୨୭।୯: ରାଜ୍ୟର ପ୍ରମୁଖ ଓଡ଼ିଆ ମନୋରଞ୍ଜନଭିତ୍ତିକ ଚ୍ୟାନେଲ ଜୀ- ସାର୍ଥକରେ ଆଉ ଏକ ନୂଆ ମେଗା ଧାରାବାହିକ ‘ସାଥୀରେ’ ଆସୁଅଛି। ସୋମବାର ସ୍ଥାନୀୟ ଅଶୋକନଗରଠାରେ ‘ସାଥୀରେ’ର ପୋଷ୍ଟର ରିଲିଜ ସାଙ୍ଗକୁ ସିରିଏଲ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ସିରିଏଲ ଆସନ୍ତା…

ଟ୍ରେଣ୍ଡ୍‌ସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ‘ଖୁସିର ପର୍ବ’

ଭୁବନେଶ୍ୱର,୨୭।୯: ରିଲାଏନ୍ସ ରିଟେଲ୍‌ର ପ୍ରମୁଖ ବ୍ରାଣ୍ଡ୍‌ ଟ୍ରେଣ୍ଡ୍‌ସ ପକ୍ଷରୁ ଚଳିତ ବର୍ଷର ପାର୍ବଣ ପାଇଁ ଗ୍ରାହକଙ୍କମାନଙ୍କ ଲାଗି ଏକ ସ୍ବତନ୍ତ୍ର ଅଭିଯାନ ‘ଖୁସିର ପର୍ବ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ କରିବା ଓ ଗ୍ରାହକଙ୍କୁ ସପିଙ୍ଗ୍‌…

ୟୁକୋ ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଶିବିର

କଟକ,୨୭।୯ୟୁକୋ ବ୍ୟାଙ୍କର ସହଯୋଗୀ ଅନୁଷ୍ଠାନ ୟୁକୋ ଗ୍ରାମୀଣ ଆମତ୍ନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ କଟକଠାରେ ଏକ ୭ ଦିନିଆ ବିଜ୍‌ନେସ୍‌ କରେସପଣ୍ଡେନ୍ସ୍ସ ଏଜେଣ୍ଟ (ବିସିଏ) ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ ତାଲିମ ଶିବିରରେ ୨୨ଜଣ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri