Posted inଖେଳ

ପନ୍ତଙ୍କୁ କରାଗଲା ଏୟାର୍‌ଲିଫ୍ଟ

ମୁମ୍ବାଇ,୪।୧:ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଡେରାଡୁନରୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଏବଂ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଚିକିତ୍ସିତ ହେବେ।
୩୦ ଡିସେମ୍ବର ସକାଳେ ଏକ ସଡ଼କ ଦୁର୍ଘଟଣାରେ ୨୫ ବର୍ଷୀୟ ରିଷଭ ପନ୍ତ ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପନ୍ତ ଆଣ୍ଠୁ ଏବଂ ଗୋଡରେ ଆଘାତ ଲାଗିଛି। ପନ୍ତଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବିସିସିଆଇ ବହନ କରିବ।
କୋକିଳାବେନ ହସ୍ପିଟାଲରେ ଡା. ଦିନଶା ପାର୍ଦିୱାଲାଙ୍କ ତତ୍ତ୍ୱାବଧାନରେ ପନ୍ତଙ୍କୁ ଚିକିତ୍ସା କରାଯିବ। ଏଠାରେ ପନ୍ତଙ୍କ ଲିଗାମେଣ୍ଟ ଅସ୍ତ୍ରୋପଚାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାପାଙ୍କଠାରୁ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛି: ଲଥାମ

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୫।୭ (ପି.ଟି.)- ନ୍ୟୁଜିଲାଣ୍ଡ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଟମ୍‌ ଲଥାମ କହିଛନ୍ତି ୧୯୯୨ ବିଶ୍ୱକପ୍‌ରେ ତାଙ୍କ ବାପା ରଡ୍‌ ଲଥାମ ଯାହା ହାସଲ କରିଥିଲେ ଚଳିତ...

ଆଇପିଏଲ୍‌ ପୂର୍ବରୁ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୪: କରୋନା ମହାମାରୀ ଯୋଗୁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନର ମ୍ୟାଚକୁ କଭର୍‌ କରିବାକୁ ଗଣମାଧ୍ୟମକୁ...

ସପ୍ତମଥର ବିଶ୍ୱ ଚାମ୍ପିଅନ୍‌ ହେଲା ଅଷ୍ଟ୍ରେଲିଆ

ଖ୍ରୀଷ୍ଟଚର୍ଚ୍ଚ,୩।୪: ମହିଳା ବିଶ୍ୱକପ ୨୦୨୨ର ଫାଇନାଲରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ସପ୍ତମ ଥର ପାଇଁ ଟାଇଟଲ ହାସଲ କରିଛି। ପ୍ରଥମେ ବ୍ୟାଟିଂ...

ଟସ୍‌ ଜିତିବା ପରେ ବି ବଦଳିଲା ନାହିଁ ସିଏସ୍‌କେ ଭାଗ୍ୟ

ମୁମ୍ବାଇ,୩।୪: ଚଳିତ ଆଇପିଏଲ୍‌ରେ ଲଗାତାର ତୃତୀୟ ପରାଜୟ ବରଣ କରିଛି ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଇଣ୍ଡିଆନ ପ୍ରମିୟର ଲିଗ୍‌ ଇତିହାସରେ ପ୍ରଥମ...

ଧାଓ୍ବନଙ୍କ ଧୂଆଁଧାର ବ୍ୟାଟିଂ: ମୁମ୍ବାଇ ଆଗରେ ୧୯୯ ରନ୍‌ର ବିଜୟ ଲକ୍ଷ୍ୟ

ମୁମ୍ବାଇ,୧୩ା୪: ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ବିପକ୍ଷରେ ଚାଲିଥିବା ଆଇପିଏଲ୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସର ଖେଳାଳିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି। ପ୍ରଥମେ ଟସ୍‌ ଜିତି ବୋଲିଂ...

ଅନ୍ତିମ ଟେଷ୍ଟରେ କୋହଲି-ଷ୍ଟୋକ୍ସଙ୍କ ମଧ୍ୟରେ ଜୋରଦାର୍‌ କଥା କଟାକଟି: ଅମ୍ପାୟାରଙ୍କ ଯୋଗୁ ଟଳିଲା…

ଅହମ୍ମଦାବାଦ,୪।୩: ଭାରତୀୟ ଟିମ୍‌ ଗୁରୁବାର ଖେଳାଯାଉଥିବା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଛି। ଅକ୍ଷର ପଟେଲ ଦୁଇ ଓପନର୍‌ଙ୍କୁ ଆଉଟ୍‌ କରିବା ପରେ...

ପନ୍ତଙ୍କୁ ନେଇ ବିସିସିଆଇ ଜାରି କଲା ବିିଜ୍ଞପ୍ତି

ମୁମ୍ବାଇ,୩୦।୧୨: ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀରୁ ନିଜ...

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଶ୍ରୀଲଙ୍କାର ଏହି ଦ୍ରୁତ ବୋଲର୍‌, ୬ ବର୍ଷ ଧରି ମିଳି ନ ଥିଲା ସୁଯୋଗ

କଲମ୍ବୋ, ୧୯।୨: ଶ୍ରୀଲଙ୍କାର ଦ୍ରୁତ ବୋଲର୍‌ ଧାମିକା ପ୍ରସାଦ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୭ ବର୍ଷୀୟ ଏହି ବୋଲର୍‌ ୨୫ଟି ଟେଷ୍ଟ,...

Advertisement
Archives

Model This Week