ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ
ଭୁବନେଶ୍ୱର,୩୦।୯(ବ୍ୟୁରୋ): ଆମ ଦଳ ଲୋକଙ୍କ ସାଥିରେ ଅଛି, ଲୋକଙ୍କ ପାଇଁ କାମ କରୁଛି। ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ ତାହା ଉପରେ ଧ୍ୟାନ ଦିଅ। ଗୁରୁବାର ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ପଦଯାତ୍ରା…
ବିଚାରପତିଙ୍କ ପ୍ରଦର୍ଶନ ଭିତ୍ତିରେ ସୁପ୍ରିମକୋର୍ଟକୁ ପଦୋନ୍ନତି
ନୂଆଦିଲ୍ଲୀ,୩୦ା୯:ହାଇକୋର୍ଟ ବିଚାରପତିମାନଙ୍କ ପ୍ରଦର୍ଶନ ଆଧାରରେ ସେମାନଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ଦିଆଯିବ। ବିଚାରପତିମାନେ କେତେ ସଂଖ୍ୟକ ମାମଲାର ଫଇସଲା କିଭଳି ଭାବେ କରିଛନ୍ତି ତାହା ଦେଖାଯିବ। ସିଜେଆଇ ୟୁ.ୟୁ. ଲଳିତଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କଲେଜିୟମ୍ରେ ପ୍ରଥମ ଥର ପାଇଁ ଏଭଳି ନିଷ୍ପତ୍ତି…
ୟୁକ୍ରେନୀୟ ମାନବାଧିକାର କର୍ମୀଙ୍କୁ ଅଲ୍ଟରନେଟିଭ୍ ନୋବେଲ
ଷ୍ଟକ୍ହୋମ୍, ୩୦ା୯:ୟୁକ୍ରେନୀୟ ମାନବାଧିକାର କର୍ମୀ ଓଲେସ୍କାଣ୍ଡ୍ରା ମେଟ୍ଭିଚୁକ୍ଙ୍କୁ ଚଳିତ ବର୍ଷର ରାଇଟ୍ ଲାଇଭ୍ଲିହୁଡ୍ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଅଲ୍ଟରନେଟିଭ୍ ନୋବେଲ ପ୍ରାଇଜ୍ ନାମରେ ପରିଚିତ ଏହି ପୁରସ୍କାର ପ୍ରଥମ ଥର ପାଇଁ ୟୁକ୍ରେନ୍ ହାତକୁ ଯାଇଛି। ସେଣ୍ଟର ଫର୍ ସିଭିଲ ଲିବର୍ଟିଜ୍…
ପୁଟିନ୍ଙ୍କ ଘାତକ ଘୋଷଣା ଆଜି
ମସ୍କୋ/କିଭ୍,୩୦ା୯:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଶୁକ୍ରବାର ରେଡ୍ ସ୍କୋୟାର ଭିକ୍ଟ୍ରି କନ୍ସର୍ଟରେ ଯୋଗଦେଇ ୟୁକ୍ରେନ୍ର ୪ ଅଞ୍ଚଳକୁ ନିଜ ଦେଶରେ ମିଶ୍ରଣ ଘୋଷଣା କରିବେ। ରୁଷିଆ ଦଖଲରେ ଥିବା ଡୋନେସ୍କ, ଲୁହାନ୍ସ୍କ, ଖେରସୋନ ଓ ଜାପୋରିଝିଆରେ ୫ ଦିନ ଧରି ଚାଲିଥିବା…
ବରଙ୍କୁ ଭେଟିବା ପାଇଁ ଏକୁଟିଆ ଅଟୋରେ ଚାଲିଗଲେ କନ୍ୟା, ଭିଡିଓ ଦେଖିଲେ…
ସମୟ ଥିଲା ସ୍ବପ୍ନର ରାଜକୁମାରଙ୍କୁ ଦେଖିବାକୁ ବା ତାଙ୍କ ବିଷୟରେ ଜାଣିବାକୁ କନ୍ୟାଙ୍କୁ ଲାଜ ଲାଗୁଥିଲା। ମାତ୍ର ସମୟ ବଦଳୁଛି, ତେଣୁ କନ୍ୟା ସାଜୁଥିବା ଯୁବତୀମାନଙ୍କର ରୁଚି ମଧ୍ୟ ଧିରେ ଧିରେ ବଦଳିବାରେ ଲାଗିଛି। ଏବେ ଝିଅ ନିଜେ କନ୍ୟା ବେଶରେ…
ଆମେରିକାରେ ତାଣ୍ଡବ ରଚିଛି ‘ଇୟାନ’, ସଡ଼କ ଜଳମଗ୍ନ, ହସ୍ପିଟାଲର ଛାତ ଉଡିଲା, ଫ୍ଲୋରିଡାରେ ବନ୍ୟା, ବିଜୁଳି ସଙ୍କଟ
ସେଣ୍ଟ ପିଟର୍ସବର୍ଗ,୩୦ ।୯: ଘୂର୍ଣ୍ଣିଝଡ଼ ‘ଇୟାନ’ ଆମେରିକାରେ ତାଣ୍ଡବ ରଚିଛି । ଏହାର ପ୍ରଭାବରେ ଫ୍ଲୋରିଡାରେ ବନ୍ୟା ସହ ବଜୁଳି ସଙ୍କଟ ଦେଖାଦେଇଛି । ଷ୍ଟେକ ଦ୍ୱିପ ନିକଟରେ ୨ରୁ ୭ ମିଟର ଉ୍ଚ୍ଚତାର ସମୁଦ୍ର ଲହଡି ଆସିବାରୁ ଡଙ୍ଗା ବୁଡି…
ଦରମା ନ ଦେଇ ନିର୍ଯାତନା, ବିଷପିଇଲେ ବନ ଜଗୁଆଳି
ରିଆମାଳ,୨୯।୯ (ଡି.ଏନ୍.ଏ.): ଦରମା ବଦଳରେ ମିଳିଲା ନିର୍ଯାତନା। ଦରମା ଟଙ୍କା ମାଗିବାରୁ ଗାଳିଗୁଲଜ କରିବା ସହ ଚାକିରିରୁ ବାହାର କରିଦେବାର ଭୟ ଦେଖାଇଲେ ଅଧିକାରୀ। ଫଳରେ ଚାପଗ୍ରସ୍ତ ହୋଇ ଦେବଗଡ଼ ଜିଲା ରିଆମାଳ ଥାନା କଙ୍କରଖୋଳ ଗ୍ରାମର ବନ ଜଗୁଆଳି ପୌଲସ୍ତି…
ବ୍ୟାପମ୍ ଦୁର୍ନୀତିରେ ୫ ଅଭିଯୁକ୍ତଙ୍କୁ ୭ ବର୍ଷ କାରାଦଣ୍ଡ
ଭୋପାଳ,୨୯।୯: ବ୍ୟାପମ୍ ଦୁର୍ନୀତି ମାମଲାରେ ଭୋପାଳର ଏକ ସ୍ବତନ୍ତ୍ର ସିିବିଆଇ କୋର୍ଟ ଗୁରୁବାର ୫ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୭ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ କୋର୍ଟ ୧୦ ହଜାର ଟଙ୍କା ଲେଖାଏ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।…
ସୋନିଆଙ୍କୁ ଭେଟିଲେ ପାଇଲଟ: କହିଲେ, ସମସ୍ତଙ୍କୁ ମିଳିମିଶି କରିବାକୁ ପଡ଼ିବ କାମ
ନୂଆଦିଲ୍ଲୀ, ୨୯।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସସ୍ପେନ୍ସ ଜାରି ରହିଛି। ଇତିମଧ୍ୟରେ ଗୁରୁବାର ସନ୍ଧ୍ୟାରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଦିଲ୍ଲୀ ସ୍ଥିତ ୧୦ ଜନପଥରେ ଦୀର୍ଘ ୧ଘଣ୍ଟା ଧରି…
ଟୁଙ୍ଗୁରୁ ଭୋଳ ଗିରଫ
ଭୁବନେଶ୍ୱର,୨୯।୯(ବ୍ୟୁରୋ): ଜଣେ ମହିଳାଙ୍କୁ ବଳାତ୍କାର କରିବା ଓ ତାଙ୍କ ସହିତ ପ୍ରେମ ସମ୍ପର୍କିତ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁଙ୍କୁ ଭରତପୁର ଥାନା ପୋଲିସ ଗୁରୁବାର ଗିରଫ ପରେ କୋର୍ଟ ଚାଲାଣ କରିଛି। ତାଙ୍କ ଘର ଗଞ୍ଜାମ…
‘ଚିକିତ୍ସା ସୁବିଧା ପାଇବା ବନ୍ଦୀଙ୍କ ମୌଳିକ ଅଧିକାର’
ନୂଆଦିଲ୍ଲୀ, ୨୯।୯: ଏଲ୍ଗାର ପରିଷଦ-ମାଓବାଦୀ ସମ୍ପର୍କ ମାମଲାରେ ଜେଲ୍ରେ ଥିବା ସାମାଜିକ କର୍ମୀ ଗୌତମ ନଭଲଖାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ମୁମ୍ବାଇର ଯଶଲୋକ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ଗୁରୁବାର ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚିକିତ୍ସା ସୁବିଧା ପାଇବା ବନ୍ଦୀମାନଙ୍କ…
ଭାଜପାରେ ମିଶିଲେ ଜେକେପିପିର ପୂର୍ବତନ ବିଧାୟକ
ନୂଆଦିଲ୍ଲୀ, ୨୯।୯: ଦିନକୁ ଦିନ ଭାଜପାର ସଦସ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁଜରାଟର ହୀରା ବ୍ୟବସାୟୀ ଭାଜପାରେ ଯୋଗଦେବାର ଗୋଟିଏ ଦିନ ପରେ ଜେକେପିପିର ପୂର୍ବତନ ବିଧାୟକ ବଲୱନ୍ତ ସିଂ ମାନକୋଟିଆ ମଧ୍ୟ ଏହି ଦଳରେ ଯୋଗଦେଇଛନ୍ତି। ଗୁରୁବାର ବଲଓ୍ବନ୍ତ ଭାଜପାରେ…
Archives


