ଜମୁଛି ଓଳଗ ଦୁର୍ଗାପୂଜା: ଶରବିନ୍ଧା ପ୍ରତିଯୋଗିତା ଲାଗି ଉତ୍ସାହିତ ଯୁବଗୋଷ୍ଠୀ
ଆରଡ଼ି,୨।୧୦(ଡି.ଏନ୍.ଏ.): ମହାମାରୀ କରୋନାର ସଂକ୍ରମଣ କମିଛି। ପାର୍ବଣରେ ନାହିଁ ଆଉ କଟକଣା। ଏନେଇ ଚଳିତ ଦୁର୍ଗାପୂଜାରେ ସଜେଇ ହୋଇଛି ଦୁଇ ଜନପଦ। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ବଡ଼ ଓଳଗ ଓ ସାନ ଓଳଗରେ ୪ ଦିନ ଧରି ଚାଲୁଥିବା…
ଏହି ଅଭିନେତ୍ରୀଙ୍କ କିଡ୍ନୀ ଫେଲ୍, ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ: କିଡ୍ନୀ ଫେଲ୍ ଯୋଗୁ ଟିଭି ଅଭିନେତ୍ରୀ ଅନନ୍ୟା ସୋନି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ‘ମେରେ ସାଇ’ଙ୍କ ବ୍ୟତୀତ ସେ ‘ଇସ୍କ ମେ ମରଜାଓ୍ବା’ ନାମକ ଏକ ଶୋ’ରେ ଅଭିନୟ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି। ଅନନ୍ୟା…
ଖାର୍ଗେ କଂଗ୍ରେସରେ ପରିବର୍ତ୍ତନ ଆଣିପାରିବେ ନାହିଁ: ଥରୁର
ନାଗପୁର.୨।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ମଲିକାର୍ଜୁନ ଖାର୍ଗେଙ୍କ ସହ ଶଶି ଥରୁର ନିର୍ବାଚନ ମଇଦାନରେ ଅଛନ୍ତି। ତିରୁଭାନନ୍ତପୁରମ ଏମ୍ପି ଥରରୁ ନିର୍ବାଚନରେ ପଛକୁ ହଟିବେ ନାହିଁ ବୋଲି ପୂର୍ବରୁ ସଙ୍କେତ ଦେଇସାରିଛନ୍ତି। ରବିବାର ନାଗପୁରରେ ଆୟୋଜିତ…
ମଦମୁକ୍ତ ପଞ୍ଚାୟତ ପାଇଁ ଅଣ୍ଟା ଭିଡ଼ିଲେ ମହିଳା
ଆନନ୍ଦପୁର,୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବୁଢ଼ୀକୁଦ ପଞ୍ଚାୟତର ମହିଳାମାନେ ପଞ୍ଚାୟତକୁ ମଦମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ପଞ୍ଚାୟତର ଟଭାକୁଦ, ବୁଢ଼ୀକୁଦ ଏବଂ ସନ୍ତୋଷପୁର ଗ୍ରାମର ଶତାଧିକ ମିଶନଶକ୍ତିର ମହିଳାଙ୍କ ଆହ୍ବାନରେ ଏକ ବୈଠକ ଅନୁଷ୍ଠିତ…
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
ମୁମ୍ବାଇ,୨।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହାପରେ ରାଜ୍ୟ ଗୋଇାନ୍ଦା ବିଭାଗ ତତ୍ପର ହୋଇପଡିଛି। ଗୋଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆତ୍ମଘାତୀ ବିସ୍ଫୋରଣରେ ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ପାଇଁ ଏକ ଷଡଯନ୍ତ୍ର ହୋଇଥିବା ଜଣାପଡିଛି। ମାସେ…
ଶୁଆ ଖାଉଛି ଆଇସ୍କ୍ରିମ୍, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆରେ ପଶୁପକ୍ଷୀମଙ୍କର ଅଜବ ଭିଡିଓ ଭାଇରାଲ ହେବାର ଦେଖାଯାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଜଣେ ମହିଳା ତାଙ୍କ ପୋଷା ଶୁଆ ସହିତ ନଜର ଆସିଛନ୍ତି। ମହିଳା ଜଣକ ଆଇସକ୍ରିମ ଖାଇବା ପାଇଁ ଶୁଆକୁ…
ଇଣ୍ଡିଆ ଲିଜେଣ୍ଡ୍ସ ପୁଣି ଚାମ୍ପିୟନ୍
ରାୟପୁର,୧ା୧୦: ରୋଡ ସେଫ୍ଟି ଓ୍ବାଲର୍ଡ ସିରିଜର ଚଳିତ ସଂସ୍କରଣକୁ ଜିତି ନେଇଛି ଇଣ୍ଡିଆ ଲିଜେଣ୍ଡ୍ସ। ନମନ ଓଝାଙ୍କ ଶତକ ବଳରେ ଇଣ୍ଡିଆ ଲିଜେଣ୍ଡ୍ସ ୬ ଉଇକେଟରେ ୧୯୫ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ଲିଜେଣ୍ଡ୍ସ ୧୬୨ ରନ୍ରେ ଅଲ୍ଆଉଟ ହୋଇ ୩୩…
ନିଶାରେ ଟଳମଳ ହୋଇ ଶ୍ରୀଦେବୀଙ୍କ ରୁମ୍ରେ ପଶିଯାଇଥିଲେ ଏହି ଅଭିନେତା; ଚିତ୍କାର କରି…
ବମ୍ବେ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ବଲିଉଡ୍ର ସବୁଠାରୁ ବିବାଦୀୟ ଅଭିନେତାଙ୍କ ମଧ୍ୟରୁ ଜଣେ। ନିଜ କ୍ୟାରିୟରର ପ୍ରାରମ୍ଭିକ ଦିନରୁ ନେଇ ଆଜିଯାଏ, ସେ ନିଜର ବିଚିତ୍ର ଆଚରଣକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ଅନେକ ଥର ସେ ନିଜର ଏଭଳି ବ୍ୟବହାର…
ରଶ୍ମିକାଙ୍କ ସହ ରୋମାନ୍ସ କରିବେ ଟାଇଗର!
ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ର୍ଶଫ ତାଙ୍କ ଆକ୍ସନ ମୁଭି ପାଇଁ ବେଶ ପରିଚିତ । ୨୦୨୨ ଆରମ୍ଭରୁ ଶୁଣିବାକୁ ମିଳିଥିଲା କି ସେ ଡାଇରେକ୍ଟର ରୋହିତ ଧୱାନଙ୍କ ସହ ଏକ ମୁଭି କରିବାକୁ ଯାଉଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ପ୍ରଡକସନରେ…
ସନ୍ଦେହଜନକ ଅବସ୍ଥାରେ ପଡ଼ିଛି କୁଢ଼କୁଢ଼ ଖାଦ୍ୟ ପଦାର୍ଥ
କୋରୁକୋଣ୍ଡା,୨ା୧୦(ଡି.ଏନ୍.ଏ.): ରବିବାର ସକାଳୁ ଚିତ୍ରକୋଣ୍ଡା ଏବଂ ବାଲିମେଳାକୁ ସଂଯୋଗ କରୁଥିବା ଘାଟି ରାସ୍ତାରେ ସନ୍ଦେହଜନକ ଅବସ୍ଥାରେ କୁଢ଼କୁଢ଼ ଖାଦ୍ୟ ପଦାର୍ଥ ପଡ଼ିଥିବା ଦେଖିବାକୁ ମିଳିଛି। କିଛି ଅଜଣା ବ୍ୟକ୍ତି ପେଟି ପେଟି ମୃଦୁ ପାନୀୟ, ଚକୋଲେଟ, ବିସ୍କୁଟ ଘାଟି ଅଞ୍ଚଳରେ ସ୍ଥାନେ…
ବିଗିଡିଲା ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା
ଲକ୍ଷ୍ନୌ,୨।୧୦: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଇସିୟୁରେ ଥିବା ଜଣାପଡିଛି। ଡାକ୍ତର ଲଗାତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସେପଟେ ମୁଲାୟମଙ୍କ ପୁଅ…
ଦେବୀ ମା’ଙ୍କୁ ଚପଲ, ଟୋପି ଉପହାର
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ କୋଲାର ଅଞ୍ଚଳର ଏକ ଛୋଟ ପାହାଡ ଉପରେ ଅଛି ମା’ ଦୁର୍ଗାଙ୍କର ଏକ ମନ୍ଦିର। ଯାହା ‘ସିଦ୍ଧଦାତ୍ରୀ ପହାଡାବାଲା’ ମନ୍ଦିର ନାମରେ ପରିଚିତ। ତା’ସହ କେହି କେହି ଉକ୍ତ ମନ୍ଦିରକୁ ‘ଜୀଜୀବାଈ’ ମନ୍ଦିର ବି କୁହନ୍ତି। ଏହି…
Archives


