ଓକିନଓ୍ବା କରାଟେ ସ୍କୁଲର ପ୍ରଶିକ୍ଷଣ ଶିବିର
ଭୁବନେଶ୍ୱର, ୪।୧୦(କ୍ରୀଡ଼ା ପ୍ରତିନିଧି): ଓକିନୱା କରାଟେ ସ୍କୁଲ ଆନୁକୂଲ୍ୟରେ କରାଟେ ପ୍ରଶିକ୍ଷଣ ଶିବିର ସ୍ଥାନୀୟ କଳିଙ୍ଗ ନଗରସ୍ଥିତ ଡିଏଭି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଭିନ୍ନ ବୟସ ବର୍ଗର ଛାତ୍ରୀଛାତ୍ର ଯୋଗଦେଇଥିଲେ। ପ୍ରଶିକ୍ଷଣ ପରେ ବେଲ୍ଟ ଗ୍ରେଡିଂ ପରୀକ୍ଷା…
ଆପାର୍ଟମେଣ୍ଟ କିଣିଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ,ଦାମ ରହିଛି…
ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ଅଭିନେତ୍ରୀ ପଲ୍ଲବୀ ଯୋଶୀ ମୁମ୍ବାଇର ଭର୍ସୋଭାରେ ଏକ ଆପାର୍ଟମେଣ୍ଟ କିଣିଛନ୍ତି। ଯାହାର ମୂଲ୍ୟ ପାଖାପାଖି ୧୭.୯୨ କୋଟି ହେବ । ରିପୋର୍ଟ ଅନୁଯାୟୀ, ପାର୍ଥେନନ ନାମକ ଏକ ବିଲ୍ଡିଂରେ ପଲ୍ଲବୀ ଏବଂ ବିବେକଙ୍କ…
ମହଙ୍ଗା ପଡ଼ିଲା ଜାଲ ସାର୍ଟିଫିକେଟ: ଚାକିରୀରୁ ବିଦା ହେଲେ ପଞ୍ଚାୟତ ଅଧିକାରୀ
ବରଗଡ଼ ଅଫିସ,୪।୧୦: ବରଗଡ଼ ଜିଲା ବରପାଲି ବ୍ଲକରେ ଅବସ୍ଥାପିତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବାନନ୍ଦ ପଣ୍ଡାଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି। ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଦେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ହାତେଇଥିବା ନେଇ ପ୍ରଶାସନିକ ତଦନ୍ତରୁ ଜଣାପଡିଛି।…
ଲୋହିଆ ହତ୍ୟା ଘଟଣା: ଆତଙ୍କବାଦୀ ସଂଗଠନ ଟିଆରଏଫ୍ ନିଜକୁ କଲା ଦାୟୀ
ଶ୍ରୀନଗର,୪।୧୦: ଜମ୍ମୁ କଶ୍ମୀର ପୋଲିସ ମହାନିର୍ଦ୍ଦେଶକ(ଜେଲ)ହେମନ୍ତ କୁମାର ଲୋହିଆଙ୍କୁ ସୋମବାର ରାତିରେ ତାଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ହତ୍ୟାକାରୀ କାଚ ବୋତଲରେ ଡିଜିଙ୍କ ଗଳାକୁ ଚିରି ଦେଇଛନ୍ତି। ଏହା ସହିତ ପେଟ ଏବଂ ପାର୍ଶ୍ୱରେ ଅନେକ ଆଘାତ ଲାଗିଥିଲା। ହତ୍ୟାକାରୀ…
ଛାଡ଼ପତ୍ର ପୂର୍ବରୁ ଘର ଛାଡ଼ୁଥିବା ମହିଳା ପରେ ରହିବାକୁ ଦାବି କରିପାରିବେ ନାହିଁ
ମୁମ୍ବାଇ,୪।୧୦: ଛାଡ଼ପତ୍ର ପୂର୍ବରୁ ସ୍ବାମୀ ଘର ଛାଡ଼ୁଥିବା ମହିଳା ପରବର୍ତ୍ତୀ ସମୟରେ ଘରୋଇ ହିଂସାରୁ ସୁରକ୍ଷା ଆଇନରେ ସେଠାରେ ରହିବାର ଅଧିକାର ଦାବି କରିପାରିବେ ନାହିଁ। ଏପରିକି ତାଙ୍କ ଛାଡ଼ପତ୍ର ଆବେଦନ ବିଚାରାଧୀନ ଥିଲେ ମଧ୍ୟ ସେ ଉକ୍ତ ଅଧିକାର ହରାଇବେ…
ଫ୍ଲାଇଟ ମିସ ଯୋଗୁ ଟି-୨୦ ବିଶ୍ୱକପରୁ ବାଦ୍ ପଡିଲେ ଏହି ବିସ୍ଫୋରକ କ୍ରିକେଟର୍
ଜାମାଇକା,୪।୧୦: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଦୁଇ ସପ୍ତାହରୁ କମ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ଅନେକ ଖେଳାଳି ଆଘାତରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛନ୍ତି ଏବଂ ବିଶ୍ୱକପ୍ର ଅଂଶ ହେବା ପାଇଁ କଠିନ ପରିଶ୍ରମ…
ଆଜି ରାଜ୍ୟରେ ୯୧ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୪।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୫୪…
ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି
ଭୁବନେଶ୍ୱର,୪।୧୦(ବ୍ୟୁରୋ): ଲଘୁଚାପ କ୍ଷେତ୍ର ବର୍ତ୍ତମାନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ଆନ୍ଧ୍ରଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ…
ବେଞ୍ଚ୍ ଷ୍ଟ୍ରେଙ୍ଗ୍ଥ ପରୀକ୍ଷା କରିବ ଭାରତ
ଇନ୍ଦୋର,୪ା୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ସିରିଜ୍ର ଅନ୍ତିମ ମ୍ୟାଚ୍ ମଙ୍ଗଳବାର ଇନ୍ଦୋରର ହୋଲ୍କାର ଷ୍ଟାଡିୟମରେ ଖେଳାଯିବ। ୩ ମ୍ୟାଚ୍ବିଶିଷ୍ଟ ଏହି ଟି୨୦ ସିରିଜ୍କୁ ଭାରତ ଆଗୁଆ ଜିତିନେଇଥିବା ବେଳେ ଅନ୍ତିମ ମ୍ୟାଚ୍ରେ ବେଞ୍ଚ୍ ଷ୍ଟ୍ରେଙ୍ଗ୍ଥ ପରୀକ୍ଷଣ…
ଦଶହରାରେ ନିଜ ଜାତୀୟ ଦଳର ନାମ ଘୋଷଣା କରିପାରନ୍ତି କେସିଆର
ହାଇଦ୍ରାବାଦ,୪।୧୦: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳେଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ଖୁବ୍ଶୀଘ୍ର ତାଙ୍କର ଜାତୀୟ ରାଜନୈତିକ ଦଳର ନାମ ଘୋଷଣା କରିପାରନ୍ତି। ଖବର ଅନୁଯାୟୀ, ଦଶହରାରେ ଦଳର ନୂତନ ନାମ ଘୋଷଣା…
ଦୀନେଶ କୁମାରଙ୍କୁ ଡବଲ ସ୍ବର୍ଣ୍ଣ
ଭୁବନେଶ୍ୱର,୪।୧୦ (କ୍ରୀଡ଼ା ପ୍ରତିନିଧି): ଗୁଜରାଟର ୬ ସହର ଅହମଦାବାଦ, ଗାନ୍ଧୀନଗର, ସୁରଟ, ଭଦୋଦରା, ରାଜକୋଟ ଓ ଭବନଗରରେ ଚାଲିଥିବା ଜାତୀୟ କ୍ରୀଡ଼ାର ୪ର୍ଥ ଦିବସରେ ସୋମବାର ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ସହ ମୋଟ୍ ୮ ପଦକ ମିଳିଛି। ସାଇକ୍ଲିଷ୍ଟ…
ଚର୍ଚ୍ଚାରୁ ମିଳିଲା ସୁଯୋଗ
ପାଟନା: ଆଇଏଏସ୍ ଅଫିସର୍ଙ୍କୁ ସାନିଟାରି ନ୍ୟାପ୍କିନ୍ ବିଷୟରେ ପ୍ରଶ୍ନ ପଚାରି ଚର୍ଚ୍ଚାକୁ ଆସିଥିବା ପାଟନାର ରିୟାଙ୍କୁ କମର୍ସିଆଲ ଆଡ୍ ପାଇଁ ସୁଯୋଗ ମିଳିଛି। ଏକ ନ୍ୟାପ୍କିନ୍ କମ୍ପାନୀ ରିୟାଙ୍କୁ ନେଇ ବିଜ୍ଞାପନ କରିବାକୁ ବାହାରିଛି। ଏଥିସହ ଡିଗ୍ରୀ ପର୍ଯ୍ୟନ୍ତ ରିୟାଙ୍କ ପାଠପଢ଼ା…
Archives


