ପ୍ରାଣୀଙ୍କ ଉପସ୍ଥିତି ଅପରିହାର୍ଯ୍ୟ
ପରିବେଶର ସୁରକ୍ଷା ଏବଂ ମାନବ ସୁସ୍ଥତା ପାଇଁ ପ୍ରାଣୀମାନେ ପ୍ରକୃତିର ସମାନ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ପ୍ରକୃତିର ପରିବେଶକୁ ସନ୍ତୁଳିତ କରିବା ପାଇଁ ଇକୋସିଷ୍ଟମରେ ଥିବା ସମସ୍ତ ପ୍ରାଣୀ ଏକତ୍ରିତ ହୋଇଥାନ୍ତି। କେତେକ ପ୍ରାଣୀ ଆମକୁ ପୋଷକତତ୍ତ୍ୱ ଆଣିବାରେ ସାହାଯ୍ୟ କରୁଥିବାବେଳେ ଅନ୍ୟମାନେ…
ଗ୍ରୀସ୍ ଫେରିବ ହଜାରେ ବର୍ଷର ଗ୍ରନ୍ଥ
ଏଥେନ୍ସ: ଦୀର୍ଘ ୧୦୦ ବର୍ଷ ପରେ ହଜାରେ ବର୍ଷର ପୁରୁଣା ଗ୍ରନ୍ଥକୁ ଫେରି ପାଇବ ଗ୍ରୀସ୍। ବିଶ୍ୱ ଯୁଦ୍ଧ ସମୟରେ ଏହି ଗ୍ରନ୍ଥକୁ ବୁଲ୍ଗେରିଆ ଆର୍ମି ଏହାକୁ ଚୋରି କରି ନେଇଥିଲା। ୧୯୧୭ରେ ଗ୍ରୀସ୍ରୁ ୪ ଶହରୁ ଊର୍ଦ୍ଧ୍ୱ ଗ୍ରନ୍ଥ ଚୋରି…
ହିରୋ ଏକ୍ସଟ୍ରିମ୍ ୧୬୦-ଆର୍ ଷ୍ଟିଲ୍ଥ ୨.୦ର ବଜାର ପ୍ରବେଶ
ନୂଆଦିଲ୍ଲୀ,୪।୧୦: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ସଂସ୍କରଣର ଉନ୍ମୋଚନ କରାଯାଇଛି। ଏପରିକି ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ହିରୋ ଏକ୍ସଟ୍ରିମ୍ ୧୬୦-ଆର୍ ଷ୍ଟିଲ୍ଥ ୨.୦ର ବଜାର ପ୍ରବେଶ କରିଛି।…
ଇଣ୍ଡଲଜ୍ରେ ‘ମିଲ୍କ ଶେକ୍ ହେୟାର ସ୍ପା’
ଭୁବନେଶ୍ୱର,୪ା୧୦: ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ଥିବା ଇଣ୍ଡଲ୍ଜ ସାଲୁନ୍ ପରିସରରେ ଅନ୍ତର୍ଜାତୀୟ ହେୟାର କେୟାର ବ୍ରାଣ୍ଡ୍ ‘ମିଲ୍କ ଶେକ୍ ହେୟାର ସ୍ପା’ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଲଙ୍କା ଦହନ ପୂର୍ବରୁ ରାମଲୀଳା ମଞ୍ଚରେ ଭୟଙ୍କର ଅଗ୍ନିକାଣ୍ଡ
ଇଟାଓ୍ବା,୪।୧୦: ଉତ୍ତରପ୍ରଦେଶ ଇଟାଓ୍ବା ଜିଲା ଜନପଦର ଭର୍ଥାନାରେ ସୋମବାର ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରାମଲୀଳା ମଞ୍ଚରେ ଅଗ୍ନିକାଣ୍ଡ ଘଟିବାରୁ ଭୟଭୀତ ହୋଇ ଲୋକମାନେ ଇତସ୍ତତ ହୋଇ ଦୌଡ଼ିବାକୁ ଲାଗିଥିଲେ। ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳି…
ବିଓଆଇ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ
ଭୁବନେଶ୍ୱର,୪।୧୦:ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଓଆଇର ଆଞ୍ଚଳିକ ପ୍ରବନ୍ଧକ ଏସ୍ ମଳୟ ଦାସ, ଉପ-ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର ଜେନାଙ୍କ ସମେତ ଆଞ୍ଚଳିକ କାର୍ଯ୍ୟାଳୟର ଅନ୍ୟ…
ପାକିସ୍ତାନ ଗସ୍ତରେ ଯିବାକୁ ଚାହୁଁଛନ୍ତି ଆରଜେଡି ଏମ୍ପି, କେନ୍ଦ୍ରଠାରୁ ମିଳିଲାନି ଅନୁମତି
ନୂଆଦିଲ୍ଲୀ,୪।୧୦: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି)ର ରାଜ୍ୟ ସଭା ଏମ୍ପି ମନୋଜ ଝାଙ୍କ ପାକିସ୍ତାନ ଗସ୍ତକୁ କେନ୍ଦ୍ର ସରକାର ଅନୁମତି ଦେବାକୁ ମନା କରି ଦେଇଛନ୍ତି। ମନୋଜ ଚଳିତ ମାସରେ ଅଟାରୀ-ୱାଘା ସୀମା ଦେଇ ଲାହୋର ଯିବାକୁ ଚାହୁଁଥିଲେ। ସେଠାରେ ସେ…
କଟକରେ ଭି-ବଜାରର ୨ୟ ଷ୍ଟୋର ଉଦ୍ଘାଟିତ
କଟକ,୪।୧୦: ଦେଶର ପ୍ରମୁଖ ଫ୍ୟାଶନ ସେଗ୍ମେଣ୍ଟ ‘ଭି-ବଜାର’ ପକ୍ଷରୁ ସ୍ଥାନୀୟ ବାଦାମବାଡ଼ିରେ ଆଉ ଏକ ଷ୍ଟୋରର ଶୁଭାରମ୍ଭ କରାଯାଇଛି। କଟକ ସହରରେ ଥିବା ଭି-ବଜାର ଷ୍ଟୋର ପ୍ରତି ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଏହି ଷ୍ଟୋରର ଉଦ୍ଘାଟନ କରାଯାଇଛି। ଏ ସମ୍ପର୍କରେ…
‘କୋବ୍’ର ଏକ୍ସକ୍ଲୁସିଭ ଷ୍ଟୋର
କଟକ,୪।୧୦: ଦେଶର ପ୍ରମୁଖ ଗାର୍ମେଣ୍ଟ ଉତ୍ପାଦକ କମ୍ପାନୀ କୋବ୍ ପକ୍ଷରୁ ନିକଟରେ ସ୍ଥାନୀୟ ସିଡିଏ-୧ସ୍ଥିତ ଏସ୍ଜିବିଏଲ୍ ମେଗା ମାର୍ଟରେ ଏକ ବୃହତ୍ ଷ୍ଟୋର ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ କଟକ ମେୟର ସୁବାସ ସିଂହ ଏବଂ ମୋ କଲେଜ ଅଧ୍ୟକ୍ଷ ଆକାଶ…
ପରସ୍ପର ଲାଞ୍ଜକୁ ଧରି ଏମିତି ହେଉଛନ୍ତି ମୂଷା, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ମୂଷା ପରି ଦେଖାଯାଉଥିବା…
ରିଲାଏନ୍ସ ଡିଜିଟାଲରେ ପାର୍ବଣ ଅଫର
ନୂଆଦିଲ୍ଲୀ,୪।୧୦: ଚଳିତ ବର୍ଷ ପାର୍ବଣ(ଦଶହରା)ରେ ରିଲାଏନ୍ସ ଡିଜିଟାଲର ଇଲେକ୍ଟ୍ରୋନିକ୍ ସେଲ୍ର ସଦ୍ୟତମ ଟେକ୍ ସାମଗ୍ରୀକୁ ଘରକୁ ଆଣନ୍ତୁ। ଆପଣଙ୍କର ନିକଟତମ ରିଲାଏନ୍ସ ଡିଜିଟାଲ୍ ଷ୍ଟୋର, ମାଇଁ ଜିଓ ଷ୍ଟୋରରୁ ବା ଏହାର ଅନଲାଇନ ସୁବିଧାକୁ ମଧ୍ୟ ବାଛନ୍ତୁ। ବିଶେଷ କରି ଏହାର…
ଖାରବେଳନଗରରେ ଟ୍ରେଣ୍ଡ୍ସର ଏକ୍ସକ୍ଲୁସିଭ ଷ୍ଟୋର
ଭୁବନେଶ୍ୱର,୪।୧୦: ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍ ‘ଟ୍ରେଣ୍ଡ୍ସ’ର ଆଉ ଏକ ଆଉଟଲେଟ ଓଡ଼ିଶା ବଜାରରେ ଉଦଘାଟିତ ହୋଇଯାଇଛି। ସୋମବାର ସ୍ଥାନୀୟ ଖାରବେଳ ନଗର (ଜନପଥ) ଠାରେ ଟ୍ରେଣ୍ଡସର ନୂଆ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ବିଶେଷ କରି ୯,୫୮୭…
Archives


