ପାର୍ବଣରେ…
ପାର୍ବଣ ଆସିଲେ ହିଁ ମନରେ ଭରିଯାଏ ଆନନ୍ଦ। ଏହି ଅବସରରେ କିଏ କେମିତି ଖୁସି ମନାଇବେ ସେଥିପାଇଁ କେତେ କଳ୍ପନାଜଳ୍ପନା। କିନ୍ତୁ ଏମିତି କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ପାର୍ବଣରେ ଖୁସି ସାଙ୍ଗରେ ଦାୟିତ୍ୱ ବି ଥାଏ ଅନେକ… ଗାଁ ଗଣ୍ଡା,…
ଆଉ ଜଣେ ତୀର୍ଥଯାତ୍ରୀ ମୃତ
କଣିହାଁ ୪।୧୦(ଡି.ଏନ.ଏ.): ଝାଡ଼ଖଣ୍ଡ ହଜାରିବାଗଠାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରବିବାର ଦୁର୍ଘଟଣାପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ପ୍ରାଣ ଯାଇଛି। ଫଳରେ ମୋଟ୍ ମୃତକଙ୍କ ସଂଖ୍ୟା ୫ରେ…
ମୌଳିକ ସୁବିଧାରୁ ବଞ୍ଚିତ ଛଟିଗୁଡ଼ା ଗ୍ରାମବାସୀ
ଟିକିରି,୪ା୧୦(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ଅନେକ ଗାଁକୁ ଏ ପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚି ପାରିନି। ଅଡାଜୋର ପଞ୍ଚାୟତ ଅନ୍ତର୍ଗତ ଛଟିଗୁଡ଼ା ଗ୍ରାମ ଏହାର ଏକ ଉଦାହରଣ। କାଶୀପୁର ବ୍ଲକ ଠାରୁ ପ୍ରାୟ ୩୦ କିଲୋମିଟର ଦୂର କଳାହାଣ୍ଡି ଜିଲା…
ଶୁଣିଲାନି ପ୍ରଶାସନ : ରାସ୍ତା ନିର୍ମାଣ କଲେ ଗ୍ରାମବାସୀ
ମାଲକାନଗିରି, ୪ା୧୦(ଡି.ଏନ.ଏ.):ଶୁଣିଲାନି ପ୍ରଶାସନ, ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ନିଜେ ରାସ୍ତା ନିର୍ମାଣ କଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନାଗିରି ଜିଲା ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ପଞ୍ଚାୟତର ପଡ଼ା କୋଲାନୀ ଗ୍ରାମରେ। ପଞ୍ଚାୟତ ସଦର ମହକୁମାରଠାରୁ ମାତ୍ର ଏକ କିଲୋମିଟର…
ଜନ୍ମମାଟିରେ ହେବ ବିଧାୟକଙ୍କ ଶେଷକୃତ୍ୟ
ବରଗଡ ଅଫିସ,୪।୧୦: ବରଗଡ ଜିଲା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ମଙ୍ଗଳବାର ଶେଷକୃତ୍ୟ ହେବ। ବିଧାୟକଙ୍କ ପାର୍ଥିବ ଶରୀରକୁ ପଦ୍ମପୁର ରାଜଘାଟକୁ ନିଆଯିବ। ସେଠାରେ ଅନ୍ତିମ ସଂସ୍କାର କରାଯିବ। ଆଜି ସକାଳେ ବିଜେଡିର ଅନେକ ବରିଷ୍ଠ ନେତା…
ଷ୍ଟ୍ରେଚରରେ ରୋଗୀଙ୍କୁ ବୋହିଲେ ୩ କି.ମି.
ନାରାୟଣପାଟଣା,୪।୧୦(ଡି.ଏନ୍.ଏ.): ଗାଁକୁ ଯିବାକୁ ହେଲେ ପାରି ହେବାକୁ ପଡେ ନଦୀ। ନଦୀରେ ପୋଲ ନ ଥିବାରୁ ୨ଜଣ ରୋଗୀଙ୍କୁ ଗ୍ରାମବାସୀ ଷ୍ଟେଚରରେ ବୋହି ଡାକ୍ତରଖାନା ନେଇଛନ୍ତି। ଏପରି ଦୃଶ୍ୟ କୋରାପୁଟ ଜିଲା ମାଓବାଦୀ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକ ସଦର ମହକୁମା ଖାରିକୋନ…
ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ
ଅନୁଗୋଳ ଅଫିସ,୪ା୧୦- ଅନୁଗୋଳ ଜିଲା ବନ୍ତଳା ଥାନା ବ୍ରହ୍ମପୁର ଅଞ୍ଚଳରେ ଯୌତୁକ ପାଇଁ ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୪୧୪/୨୨ରେ ମାମଲା ରୁଜୁ କରି ମହିଳାଙ୍କ ସ୍ବାମୀ ସୁବ୍ରତ…
ଅନଶନରେ ବସିଲେ ହିତାଧିକାରୀ
ବଇଣ୍ଡା,୪।୧୦(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନରେ ପାଇଖାନା କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଝିଲ୍ଲୀମୁଣ୍ଡା ଗ୍ରାମର ଧରଣୀଧର ନାୟକ ଓ କେତେଜଣ ହିତାଧିକାରୀ ରବିବାର ଆଠମଲ୍ଲିକ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନଶନ କରିଛନ୍ତି। ସେମାନେ ଅଭିଯୋଗ…
‘ଆଦିପୁରୁଷ’ ଟ୍ରେଲରକୁ ନେଇ ବିବାଦ: ଗୃହମନ୍ତ୍ରୀ ଦେଲେ ଚେତାବନୀ
ଭୋପାଳ,୪।୧୦: ବଲିଉଡ ଫିଲ୍ମ ‘ଆଦିପୁରୁଷ’ ଟ୍ରେଲରର ଏକ ଦୃଶ୍ୟକୁ ନେଇ ବିବାଦ ଦେଖାଦେଇଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଙ୍ଗଳବାର କହିଛନ୍ତି, ସେ ‘ଆଦିପୁରୁଷ’ ଟ୍ରେଲର ଦେଖିଛନ୍ତି। ଟ୍ରେଲରରେ ଏକ ଆପତ୍ତିଜନକ ଦୃଶ୍ୟ ଅଛି। ଏଥିରେ ହନୁମାନ ଜୀଙ୍କର ପୋଷାକ ଚମଡ଼ାରେ…
ଟି-୨୦ ବିଶ୍ୱକପ୍ରୁ ବାଦ୍ ପଡିବା ପରେ ମୁହଁ ଖୋଲିଲେ ବୁମ୍ରା
ନୂଆଦିଲ୍ଲୀ,୪।୧୦: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ୨୦୨୨ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ଏକ ବଡ଼ ଝଟ୍କା ଲାଗିଛି। ଆହତ କାରଣରୁ ଷ୍ଟାର ଫାଷ୍ଟ ବୋଲର ଜଶପ୍ରୀତ ବୁମ୍ରାଙ୍କୁ ଟି-୨୦ ବିଶ୍ୱକପରୁ ବାଦ ଦିଆଯାଇଛି। ସୋମବାର ରାତିରେ ବିସିସିଆଇ ବୁମରାଙ୍କ ବିଶ୍ୱକପରୁ…
ମୋଦିଙ୍କ ରାଲିକୁ ଯିବା ପାଇଁ ଖବରଦାତାଙ୍କୁ ଦେବାକୁ ପଡ଼ିବ ଚରିତ୍ର ପ୍ରମାଣପତ୍ର
ଶିମଲା,୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୫ରେ ହିମାଚଳ ପ୍ରଦେଶକୁ ଦିନିକିଆ ଗସ୍ତ କରିବେ। ଏହି ସମୟରେ ମୋଦି ବିଲାସପୁରରେ ଏମ୍ସ କ୍ୟାମ୍ପସ୍କୁ ଉଦ୍ଘାଟନ କରିବେ। ଏତଦ୍ ବ୍ୟତୀତ ଏକ ଜନସଭାକୁ ମୋଦି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ…
ବୁଲିବାକୁ ଯାଇଥିଲେ କୋଲକାତା: ଲୁଟିନେଲେ ନଗଦ ଟଙ୍କା, ସୁନା ଅଳଙ୍କାର
ରାୟଗଡା ଅଫିସ,୪।୧୦: ପାର୍ବଣରେ ଚୋରି। ରାୟଗଡା ସହରର ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ବେହେରାଙ୍କ ଘରେ ଚୋରି ହୋଇଛି। ଘର ପରିବାର ଲୋକେ କୌଣସି କାମରେ କୋଲକତା ଯାଇଥିବା ବେଳେ ଆଲମିରା ଭାଙ୍ଗି ନଗଦ ୩ ଲକ୍ଷ ଟଙ୍କା ସହ ୫୦୦ଗ୍ରାମ…
Archives


