ବିରାଟ କୋହଲିଙ୍କୁ ନେଇ ଏମିତି କହିଲା ପାକିସ୍ତାନ, ହେଉଛି ଖୁବ ଚର୍ଚ୍ଚା
ଇସଲାମାବାଦ,୫।୬: ପାକିସ୍ତାନ ପ୍ରାୟତଃ ବାବର ଆଜମଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରେ, କିନ୍ତୁ ସାରା ବିଶ୍ୱରେ କିମ୍ବଦନ୍ତୀ କ୍ରିକେଟରମାନେ ବିରାଟଙ୍କୁ ବହୁତ ଶ୍ରେଷ୍ଠ ବୋଲି ଦର୍ଶାଇ ଏହି ତୁଳନାକୁ ଖାରଜ କରନ୍ତି। ବାସ୍ତବତା ଏହି ମତକୁ ସମର୍ଥନ କରେ; ରେକର୍ଡ…
ନଦୀକୁ ଗାଧୋଇ ଯାଇଥିଲେ କ୍ଷମାନିଧି, ବିରାଟକାୟ କୁମ୍ଭୀର ଟାଣିନେବା ପରେ ଘଟିଲା…
ରାଜନଗର,୫ା୬(ଭାସ୍କର ରାଉତରାୟ): ରାଜଗନର ବ୍ଲକ ବ୍ରାହ୍ମଣୀ ବାଥିଙ୍ଗ ଘାଟରେ ଗାଧୋଉଥିବା ବେଳେ ଜଣେ ଶ୍ରମିକ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ସେ ହେଲେ ରାଜନଗର ବ୍ଲକ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ(୫୦)। ତାଙ୍କ ଦୁଇ ଗୋଡ଼ରେ ଗଭୀର କ୍ଷତ ରହିଛି। ସେହି…
ଭାରତ ଆସିବା ପୂର୍ବରୁ କକ୍ରୋଚ ଜନତା ପାର୍ଟି ପ୍ରତିଷ୍ଠାତା ଅଭିଜିତ ଦିପ୍କେଙ୍କ ୟୁ ଟର୍ନ, ୬ ଜୁନକୁ ନେଇ କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୫।୬: ଅଭିଜିତ କହିଛନ୍ତି ଯେ ୬ ଜୁନରେ ଦିଲ୍ଲୀ ଏୟାରପୋର୍ଟରେ ସେ ପହଞ୍ଚିବା ସମୟରେ କେହି ଭିଡ଼ ଜମାନ୍ତୁ ନାହିଁ। ତାଙ୍କ ଆନ୍ଦୋଳନକୁ ମିଳୁଥିବା ଜନସମର୍ଥନ ତାଙ୍କ ଆଶାଠାରୁ ବହୁତ ଅଧିକ, କିନ୍ତୁ ଏୟାରପୋର୍ଟରେ ପ୍ରବଳ ଭିଡ଼ ହେବା ଦାରା ସାଧାରଣ…
ଚିନ୍ତା ବଢାଇଲାଣି ଏଲ ନିନୋ! ଭାରତର ମୌସୁମୀ ଉପରେ ବି ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ,୫।୬: ପ୍ରଶାନ୍ତ ମହାସାଗରରେ ଦ୍ରୁତ ଗତିରେ ବଢୁଥିବା ତାପମାତ୍ରା ଯୋଗୁ ଏଲ ନିନୋ ଆସିଛି। ମେ ମାସରେ, ସମୁଦ୍ରର ତାପମାତ୍ରା ଏଲ ନିନୋ ପାଇଁ ନିର୍ଦ୍ଦିଷ୍ଟ ୦.୫ ଡିଗ୍ରୀ ସେଲସିୟସ ସୀମା ଅତିକ୍ରମ କରିଥିଲା। ୟୁରୋପୀୟ ପାଣିପାଗ ସଂସ୍ଥାର ସଦ୍ୟତମ ଅପଡେଟ…
ସାଇକେଲ ରାଲି କଲେ ବନକର୍ମଚାରୀ; ରେଞ୍ଜର କହିଲେ- ସ୍କୁଲ, କଲେଜ, ସରକାରୀ ଅନୁଷ୍ଠାନକୁ ମିଳିବ ୪ ଲକ୍ଷରୁ ଅଧିକ…
ଦିଗପହଣ୍ଡି,୫।୬(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତବର୍ଷ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ପରିବେଶ ଦିବସ ପାଳିତ ହୋଇଯାଇଛି। ପୂର୍ବାହ୍ନ ପ୍ରାୟ ୭ ଟାରେ ବନାଞ୍ଚଳ କାର୍ଯ୍ୟାଳୟ…
ଭାରତ ସରକାରଙ୍କ ବଡ ନିଷ୍ପତ୍ତି; ଏମାନଙ୍କୁ ଦେବାକୁ ପଡିବନି ଟିକସ
ନୂଆଦିଲ୍ଲୀ,୫।୬: କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି: ବିଦେଶୀ ନିବେଶକ (FII)ମାନଙ୍କୁ ଆଉ ଭାରତୀୟ ସରକାରୀ ବଣ୍ଡ (G-Secs) ରେ ନିବେଶ ଉପରେ ଟିକସ ଦେବାକୁ ପଡିବ ନାହିଁ । ଏହି ମର୍ମରେ ଏକ ଅଧ୍ୟାଦେଶ ଜାରି କରାଯାଇଛି ।…
‘ଯଦି ସେ ଏବେ ସ୍କୁଲରେ ଥାଆନ୍ତେ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଲେ ପ୍ୟାଟ କମିନ୍ସ ହେଉଛି ଆଲୋଚନା
ନୂଆଦିଲ୍ଲୀ,୫।୬: ଅଷ୍ଟ୍ରେଲିୟ ଅଧିନାୟକ ପ୍ୟାଟ କମିନ୍ସ ଆଇପିଏଲ 2026 ରେ ଏକ ଚମତ୍କାର ପ୍ରଦର୍ଶନ କରିଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କରିଛନ୍ତି। ଟୁର୍ଣ୍ଣାମେଣ୍ଟ ସମୟରେ ବୈଭବଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ସହିତ ସଂଘର୍ଷ କରିବାକୁ ପଡ଼ିଥିବା ବୋଲରମାନଙ୍କ ମଧ୍ୟରେ…
ଦାୟିତ୍ୱ ନେଉ ନେଉ ଶିବ କୁମାରଙ୍କୁ ଶକ୍ତ ଧକ୍କା, ଅସନ୍ତୁଷ୍ଟ ମନ୍ତ୍ରୀଙ୍କ…
ବେଙ୍ଗାଲୁରୁ,୫।୬: କର୍ନାଟକ କ୍ୟାବିନେଟରେ ବିଭାଗ ବଣ୍ଟନ ପରେ କଂଗ୍ରେସ ସରକାର ଭିତରେ ଅସନ୍ତୋଷ ଖୋଲାଖୋଲି ଭାବରେ ଦେଖାଦେଇଛି। ବରିଷ୍ଠ ନେତା ରାମଲିଙ୍ଗା ରେଡ୍ଡୀ ଶୁକ୍ରବାର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା…
ମାତ୍ର ୧୫ ବର୍ଷ? ବୈଭବଙ୍କ ବୟସ ଦେଖି ତାଜୁବ ହେଲେ କୃଣାଲ ପାଣ୍ଡ୍ୟା, କହିଲେ ଏମିତି କଥା କ୍ରିକେଟ ଜଗତରେ ହଇଚଇ
ନୂଆଦିଲ୍ଲୀ,୫।୬: ବୈଭବ ସୂର୍ଯ୍ୟବଂଶୀ IPL ୨୦୨୬ରେ MVP (ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟାର) ରହିଛନ୍ତି, ଯିଏ ଅରେଞ୍ଜ କ୍ୟାପ ସହିତ ଆହୁରି ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି। ପ୍ରଥମ ବଲ୍ରୁ ହିଁ ବଡ଼ ସଟ ଖେଳିବାର କ୍ଷମତା ତାଙ୍କୁ ସ୍ବତନ୍ତ୍ର କରିଥାଏ, ଏବଂ…
ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍ରେ ଏହି ଦେଶ; ରାଷ୍ଟ୍ରପତିଙ୍କ ଉପରେ ଲଗାଇଲେ ପ୍ରତିବନ୍ଧକ, ଭୟରେ ଛାନିଆ
ଓ୍ବାଶିଂଟନ୍ , ୫।୬: ଇରାନ ସହିତ ଶାନ୍ତି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାରେ ବ୍ୟସ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରବର୍ତ୍ତୀ ମିଶନ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ୟୁଏସ ପ୍ରେସିଡେଣ୍ଟଙ୍କ ପରବର୍ତ୍ତୀ ଟାର୍ଗେଟ୍ରେ କ୍ୟୁବା ରହିଛି। ଗୁରୁବାର…
ମମତାଙ୍କୁ ମିଳିଲା ବଡ଼ ଅଫର୍: ଯାହାକୁ ଦଳରୁ ବିଦା କରିଥିଲେ, ସେ ହିଁ ଦେଲେ ଆଶ୍ୱାସନା
କୋଲକାତା,୫।୬: ପଶ୍ଚିମବଙ୍ଗରୁ ତୃଣମୂଳ କଂଗ୍ରେସ ସରକାର ହଟିବା ପରେ ଦଳରେ ଫାଟ ଦେଖାଦେଇଛି। ଅନେକ ନେତା ଦଳ ଛାଡୁଛନ୍ତି। ଦଳର ସୁପ୍ରିମୋ ମମନା ବାନାର୍ଜୀ ଏନେଇ ବେଶ୍ ଚିନ୍ତିତ ଅଛନ୍ତି। ଏହି ସମୟରେ ମମତାଙ୍କୁ ଏକ ବଡ଼ ଅଫର୍ ମିଳିଛି। ତୃଣମୂଳ…
ଆଜି ବିଶ୍ବ ପରିବେଶ ଦିବସ: ସବୁଜ ଯୋଦ୍ଧାଙ୍କୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା
ଗଛ କଟା, ପ୍ରଦୂଷଣ, ଜଳ ସଙ୍କଟ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ମଣିଷ ଏବଂ ପ୍ରକୃତି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଥିବାବେଳେ ପରିବେଶ ସୁରକ୍ଷା ଏବେ ସମସ୍ତଙ୍କ ପାଇଁ ଜରୁରୀ ଆବଶ୍ୟକତା ହୋଇପଡ଼ିଛି। ଏହି କ୍ଷେତ୍ରରେ ପରିବେଶକର୍ମୀମାନଙ୍କ ଭୂମିକା ଅତ୍ୟନ୍ତ…

