୨୦୦୦ ଫୁଟ ଉଚ୍ଚରେ ବସି ଫଟୋ ଉଠାଉଥିଲେ ଯୁବତୀ, ଭୟଙ୍କର ଭିଡିଓ ଦେଖିଲେ…
ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ। ତେଣୁ ଲୋକଙ୍କ ମଧ୍ୟରେ ସେଲଫି ଏବଂ ଦୁଃସାହସିକ ଫଟୋ ପାଇଁ ଏକ ଜବରଦସ୍ତ କ୍ରେଜ୍ ଆସିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟତା ପାଇଁ, ଲୋକେ ବେଳେବେଳେ ବିପଜ୍ଜନକ ଫଟୋ ଉଠାଇବାକୁ ଚାହିଁଥାନ୍ତି।…
ବସ୍ତାରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ୪ ଅଟକ
ଟିକିରି,୮ା୧୦(ଡି.ଏନ୍.ଏ): ରାୟଗଡ଼ା ଜିଲା କାଶିପୁର ବ୍ଲକ ପୋଡ଼ାପାଡି ପଞ୍ଚାୟତ ବନ୍ଧପଦର ଗ୍ରାମରୁ ଏକ ବସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହ ଉକ୍ତ ଗାଁର ପହିଲି ମାଝି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପହିଲି ମାଝି ୪ ଦିନ…
ଲକ୍ଷ୍ମଣଙ୍କ ପରେ ଆଦିପୁରୁଷର ଟିଜରକୁ ନେଇ କ୍ଷୋଭ ପ୍ରକାଶ କଲେ ରାମାୟଣର ରାମ
ମୁମ୍ବାଇ: ଓମ୍ ରାଉତ୍ଙ୍କ ନିର୍ଦ୍ଦେଶିତ ଫିଲ୍ମ‘ଆଦିପୁରୁଷ’ର ଟିଜର ରିଲିଜ୍ ହେବା ପରଠାରୁ ବିବାଦରେ ରହିଛି। ଟିଭି ଠାରୁ ଆରମ୍ଭ କରି ସମସ୍ତ ବଲିଉଡ୍ ସେଲିବ୍ରିଟିମାନେ ଫିଲ୍ମର କଳାକାରଙ୍କ ରୂପ ଏବଂ ଚିତ୍ରଣକୁ ବିରୋଧ କରୁଛନ୍ତି। ଇତିମଧ୍ୟରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଲକ୍ଷ୍ମଣ…
ସମ୍ପର୍କୀୟ ମାମୁଝିଅକୁ ଅପହରଣ କରି ବନ୍ଧା ହେଲେ ଯୁବକ
କୋକସରା,୮।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ପୋଲିସ ସମ୍ପର୍କୀୟ ମାମୁଝିଅକୁ ଅପହରଣ ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ଧର୍ମଗଡ଼ ବ୍ଲକ ଚିଲିଚିଲା ଗ୍ରାମର ଗୋକୁଳାନନ୍ଦ ନାଏକ (୩୭)। କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ…
ମୁସଲମାନ ପ୍ରେମିକଙ୍କୁ ଜାଳିଦେଲେ, ଗାଁରେ ଉତ୍ତେଜନା
ରାଞ୍ଚି,୮।୧୦: ଝାଡ଼ଖଣ୍ଡ ମହୁଆତଣ୍ଡ ଥାନା ଅଧୀନ ଧଓ୍ବାଇଆ ଗ୍ରାମରେ ଏକ ବର୍ବରକାଣ୍ଡ ଘଟିଛି। ଭିନ୍ନ ସମ୍ପ୍ରଦାୟର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଜଣେ ମୁସଲମାନ ଯୁବକଙ୍କୁ କେତେ ଜଣ ଗ୍ରାମବାସୀ ପୋଡ଼ି ହତ୍ୟା କରିଛନ୍ତି। ଝାଡ଼ଖଣ୍ଡ ପୋଲିସ ଘଟଣାରେ…
ଆସିଲା ଆଉ ଏକ ଲଭ ଲେଟର: କେଜରିୱାଲ
ନୂଆଦିଲ୍ଲୀ,୮ ।୧୦: ଦିଲ୍ଲୀର ଉପରାଜ୍ୟପାଳ ବିନୟ ସାକ୍ସେନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପତ୍ର ଲେଖିଛନ୍ତି । ଉକ୍ତ ଚିଠିରେ ଉପରାଜ୍ୟପାଳ ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ମନ୍ତ୍ରୀ ଓ ନେତାଙ୍କ ବିଭ୍ରାନ୍ତିକର , ଅବ୍ୟବହୃତ ଏବଂ ଅସତ୍ୟ…
ଓହିଓ ଫୁଟବଲ୍ ମ୍ୟାଚ୍ରେ ଫୁଟିଲା ଗୁଳି
ଓ୍ବାଶିଂଟନ୍, ୮।୧୦: ଆମେରିକାର ଓହିଓରେ ଶନିବାର ଏକ ଅଘଟଣ ଘଟିଛି। ଏକ ଫୁଟବଲ ମ୍ୟାଚ୍ ସମୟରେ ଷ୍ଟାଡ଼ିୟମ ବାହାରେ ଗୁଳିକାଣ୍ଡ ଘଟିଛି। ଏଥିରେ ୩ଜଣଙ୍କୁ ଗୁଳି ବାଜିଥିବା ଜଣାପଡ଼ିଛି। ଏହି ସମୟରେ ଷ୍ଟାଡିୟମରେ ଲୋକମାନେ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ। ଆହତଙ୍କୁ…
ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା
ନୂଆଦିଲ୍ଲୀ,୮।୧୦: ଉତ୍ତରପ୍ରଦେଶ, ହରିଆଣା ସମେତ ୬ଟି ରାଜ୍ୟରେ ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉପନିର୍ବାଚନରେ ନିଜର ବିଜୟ ହାସଲ ପାଇଁ ବିଭିନ୍ନ ରାଜନୈତିକ ଦଳ ଅଣ୍ଟା…
ବାପାଙ୍କ ସ୍ବପ୍ନ ପୂରଣ କଲେ ପାପଡ଼ାହାଣ୍ଡିର ଚନ୍ଦନ
ପାପଡ଼ାହାଣ୍ଡି,୮।୧୦(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମା ନୂଆସାହିର ଚନ୍ଦନ କୁମାର ନାୟକ ଚଳିତ ବର୍ଷ ଓସିଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନବରଙ୍ଗପୁର ଜିଲା ଓ ପାପଡ଼ାହାଣ୍ଡି ବ୍ଲକ ପାଇଁ ଗୌରବ ଆଣିଛନ୍ତି। ସେ ୧୪୯ ର଼୍ୟାଙ୍କ୍ରେ ରହିଛନ୍ତି। ୨…
୫ମ ସ୍ଥାନରେ ମାଲକାନଗିରିର ଦେବବ୍ରତ
ମାଲକାନଗିରି, ୮।୧୦ (ଡି.ଏନ.ଏ.): ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ମାଲକାନଗିରିର ଦେବବ୍ରତ ମହାରଣା ପଞ୍ଚମ ସ୍ଥାନ ଅଧିକାର କରି ଜିଲାପାଇଁ ଗୌରବ ଆଣିଛନ୍ତି। ସେ ସଦର ମହକୁମା କୁମୁଟିଗୁଡାର ଅବସରପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରବିନ୍ଦ୍ର ମହାରଣାଙ୍କ ଜ୍ୟେଷ୍ଠପୁତ୍ର। କଠିନ…
ଦୁଇ ଦୁଇ ଥର ଓସିଏସ୍ରେ କୃତକାର୍ଯ୍ୟ, ବିନା କୋଚିଂରେ ସଫଳତା
ପାଟଣା,୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ପିପିଳିଆ ଗ୍ରାମର ୩୯ ବର୍ଷୀୟ ଗିରିଜାନନ୍ଦନ ହିନ୍ଦୟାର ଦ୍ୱିତୀୟ ଥର ପାଇଁ ଓସିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ର଼୍ୟାଙ୍କ ୧୦୧ରେ ଅଛନ୍ତି। ଏଥିପୂର୍ବରୁ ଗିରିଜା ୨୦୧୫ ରେ ଓସିଏସ୍ରେ କୃତକାର୍ଯ୍ୟ…
୧୦ କି.ମି. ଭାରରେ ବୁହାହେଲେ ରୋଗୀ
ମାଥିଲି,୮ା୧୦(ଡି.ଏନ୍.ଏ.): ରାଜ୍ୟ ସରକାର ସବୁ ଗ୍ରାମକୁ ପକ୍କା ରାସ୍ତା ଯୋଗାଇ ଦେଉଥିବା କହୁଛନ୍ତି। ମାତ୍ର ଦୁର୍ଗମ ଅଞ୍ଚଳରେ ଏପରି ଗ୍ରାମ ରହିଛି, ସେଠାକୁ ଏଯାଏ ପକ୍କା ରାସ୍ତାଟିଏ ନାହିଁ। ଫଳରେ ଲୋକେ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…
Archives


