ଜଣା ଗାଡ଼ି ଧକ୍କାରେ ୭ ଗୋରୁଙ୍କ ମୃତ୍ୟୁ
ଢେଙ୍କାନାଳ ଅଫିସ, ୮।୧୦: ଢେଙ୍କାନାଳ ଜିଲା କଣ୍ଟା ବଣିଆ ଥାନା ଅଞ୍ଚଳର ୫୫ ଜାତୀୟ ରାଜପଥରେ ଶନିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ୭ ଗୋରୁଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ୩ ଗାଈ, ୩…
ପୋଲିସ ଗାଡିକୁ ପିଟିଲା ଟ୍ରକ୍: ୩ ଗୁରୁତର
ବାରିପଦା ଅଫିସ,୮।୧୦: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ପାଲବଣୀ ମଞ୍ଚାବନ୍ଧା ମଧ୍ୟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ପୋଲିସଗାଡି ସହ ଏକ ଘୁଷୁରୀ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଗାଡିରେ…
ପଲିଥିନ ତଳେ ଜୀବନ
ଦଶମନ୍ତପୁର,୮ା୧୦ (ଡି.ଏନ.ଏ.): ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଖଣ୍ଡିଏ ନାହିଁ । ଭଙ୍ଗା ଦଦରା ପଲିଥିନଟଣା ଛପରଘରେ ମୁଣ୍ଡ ଗୁଞ୍ଜିଛନ୍ତି ୨ ପ୍ରାଣୀ। ଘର ଭିତରୁ ଚାହିଁଲେ ଦିନରେ ସୂର୍ଯ୍ୟ, ରାତିରେ ତାରା ଦେଖାଯାଉଛି। ବର୍ଷାଦିନେ ଅବସ୍ଥା ନ କହିବା ଭଲ। ବର୍ଷାପାଣି…
ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ଟସର
ମାଲକାନଗିରି,୮।୧୦(ଡି.ଏନ.ଏ.): ମହିଳାଙ୍କୁ କିପରି ଅଧିକ ସ୍ବାବଲମ୍ବୀ କରାଯିବ ଏବଂ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ସେହି ଲକ୍ଷ୍ୟ ନେଇ ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ପ୍ରଚେଷ୍ଟାରେ ଉପାନ୍ତ ଅଞ୍ଚଳରେ ପ୍ରତିଷ୍ଠା ହୋଇଛି ଟସର ତାଲିମ କେନ୍ଦ୍ର। ମାଲକାନଗିରି ଜିଲା କାଲିମେଳା…
ଗାଙ୍ଗୁଲିଙ୍କ ପରେ ସଭାପତି ଦୌଡରେ ରୋଜର୍ ବିନି
ନୂଆଦିଲ୍ଲୀ,୮।୧୦: ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରେ ରୋଜର୍ ବିନି ବିସିସିଆଇର ପରବର୍ତ୍ତୀ ସଭାପତି ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆସନ୍ତା ୧୮ ତାରିଖରେ ବିସିସିଆଇ ସଭାପତି ନେଇ ନିର୍ବାଚନ ହେବ। ୨୦୧୯ ଅକ୍ଟୋବର…
ଅନନ୍ୟ ପରମ୍ପରା ବଏଲ ଯାତ୍ରା
କୋଲାବିରା,୮ା୧୦ (ଡି.ଏନ.ଏ.): କୋଲାବିରାର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀଙ୍କ ପ୍ରସିଦ୍ଧ ବଏଲ ଯାତ୍ରା ଦଶମୀ ତିଥିରେ ସମ୍ପନ୍ନ ହୋଇଛି। କରୋନା ପାଇଁ ଦୁଇବର୍ଷ ଧରି ଯାତ୍ରା ବନ୍ଦ ରହିଥିଲା। ଏଥର ଦକ୍ଷିଣକାଳୀ ଦେବୀଙ୍କ ପ୍ରତୀକ ବାହନ ବରୁଆଙ୍କ ଦର୍ଶନ ପାଇଁ ଲୋକଙ୍କ…
ଫୁଟ୍ପାଥ ଉପରେ ରହିବନି ଫୁଡ୍ ଷ୍ଟଲ
ଭୁବନେଶ୍ୱର,୮ା୧୦(ବ୍ୟୁରୋ): ଷ୍ଟ୍ରିଟ୍ ଫୁଡ୍ ଷ୍ଟଲ ପାଇଁ ବିଏମ୍ସିର ବିଜ୍ଞପ୍ତି ପ୍ରକାଶ ପାଇଛି । ରାସ୍ତା, ଫୁଟ୍ପାଥ, ଡ୍ରେନ୍ ଉପରେ ଖାଦ୍ୟ ଷ୍ଟଲ ରହିପାରିବନି। ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନ ଥିଲେ ଖାଦ୍ୟ ପରିବେଷଣ ହୋଇପାରିବନି । ପାର୍କିଂ ପାଇଁ ଜାଗା ନ…
ନିଜସ୍ବ ପାର୍କିଂ ବ୍ୟବସ୍ଥା ନ କଲେ କାର୍ଯ୍ୟାନୁଷ୍ଠାନ
ସମ୍ବଲପୁର,୮ା୧୦(ବ୍ୟୁରୋ): ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେ କଡରେ ଅନେକ ଶିଳ୍ପାନୁଷ୍ଠାନ ଗଢିଉଠିଛି। ଏହି କମ୍ପାନୀ ସମ୍ମୁଖ ରାସ୍ତା ଉପରେ ପ୍ରତିଦିନ ହଜାର ସଂଖ୍ୟାରେ ଟ୍ରକ ଛିଡା ହୋଇ ରହୁଛି। ଏହାକୁ ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ସମ୍ବଲପୁର ଆଞ୍ଚଳିକ ଶାଖା ପକ୍ଷରୁ…
ଆଜି ନାମାଙ୍କନର ଦ୍ୱିତୀୟ ଦିନ: ପ୍ରଚାର ମଇଦାନରେ ଦଳୀୟ କର୍ମୀ
ଭଦ୍ରକ ଅଫିସ, ୮।୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନର ଆଜି ଦ୍ୱିତୀୟ ଦିନ ଥିବା ବେଳେ ପ୍ରଥମ ଦିନରେ କେହି ପାର୍ଥିପତ୍ର ଦାଖଲ କରିନାହାନ୍ତି। ତେବେ କୌଣସି ଦଳ ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ ପ୍ରଚାର…
ଭୋଗ ହେଉ ନ ଥିବାରୁ ଜିଲାପାଳଙ୍କୁ ଲିଖିତ ଅଭିଯୋଗ
ଦେବଗଡ଼,୮।୧୦, (ଡି ଏନ ଏ): ସାରା ବିଶ୍ୱର ଆରାଧ୍ୟ ପ୍ରତିଟି ଜନ ସାଧାରଣଙ୍କ ଭାବାବେଗ ସହ ଜଡିତ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ତାଲା ପଡିବା ସହ ଭୋଗ ନ ଲାଗିବାକୁ ନେଇ ଶୁକ୍ରବାର…
ବିକାଶ ପତି ବିସିସିଆଇ ମ୍ୟାଚ ରେଫରି
ଭୁବନେଶ୍ୱର, ୮ା୧୦(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ବର୍ତ୍ତମାନ ସିନିୟର ଚୟନ କମିଟି ସଦସ୍ୟ ବିକାଶ ସ୍ବରୂପ ପତି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ) ମ୍ୟାଚ ରେଫରି ହୋଇଛନ୍ତି। ବିସିସିଆଇ ପକ୍ଷରୁ ମ୍ୟାଚ ରେଫରି କୋର୍ସ ପରୀକ୍ଷା…
ହରମନପ୍ରୀତ ପ୍ଲେୟର ଅଫ୍ ଦି ଇୟର
ନୂଆଦିଲ୍ଲୀ, ୮ା୧୦(ପି.ଟି.): ଭାରତ ଡିଫେଣ୍ଡର ହରମନପ୍ରୀତ ସିଂ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏଫ୍ଆଇଏଚ୍ (ଅନ୍ତର୍ଜାତୀୟ ହକି ମହାସଂଘ) ଦ୍ୱାରା ପ୍ଲେୟର ଅଫ୍ ଦି ଇୟର ବିବେଚିତ ହୋଇଛନ୍ତି। ପୁରୁଷ ବିଭାଗରେ ଲଗାତର ଭାବେ ଦୁଇ ବର୍ଷ ପ୍ଲେୟର ଅଫ୍ ଦି…
Archives


