Home Left

ଏନ୍‌ଏଚ୍‌ ୪୯ରେ ଅଣ୍ଡର ପାସ୍‌ ନିର୍ମାଣ ଦାବି

କେନ୍ଦୁଝର,୮ା୧୦(ସ୍ବ.ପ୍ର.): କୋଲକାତା-ମୁମ୍ବାଇ ଏନ୍‌ଏଚ୍‌ ୪୯ର ତୁରୁମୁଙ୍ଗା, ଖିରେଇଟାଙ୍ଗିରି ଓ ଚିଲିଦା ନିକଟରେ ଅଣ୍ଡର ପାସ ନିର୍ମାଣ ପାଇଁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଏକଦଳ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କେନ୍ଦୁଝର ଗସ୍ତରେ ଆସିଥିବା ବେଳେ ଭେଟି ଦାବିପତ୍ର…

ସେମାନେ ଚାହିଁଲେ ଏକାଥରକେ ପାଞ୍ଚଟି ଟିମ୍‌ ମଇଦାନକୁ ଓହ୍ଲାଇପାରିବେ; ଟିମ୍‌ ଇଣ୍ଡିଆକୁ ନେଇ କିଛି ଏଭଳି କହିଲେ…

ରାଞ୍ଚି,୮।୧୦: ଟିମ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ରବିବାର(ଅକ୍ଟୋବର ୯)ରେ ଖେଳାଯିବ। ଏହି ମୁକାବିଲା ପୂର୍ବରୁ ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ ଭାରତୀୟ ଟିମ୍‌ର ଭୁରି ପ୍ରଶଂସା କରିଛନ୍ତି। ଭାରତୀୟ ଟିମ୍‌ରେ ଏତେ ପ୍ରତିଭା ଅଛନ୍ତି…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୨୫,୦୩୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଓସିଏସ୍‌ ପରୀକ୍ଷାରେ ସତ୍ୟଜିତ୍‌ଙ୍କ ସଫଳତା

କେନ୍ଦୁଝର,୮ା୧୦(ସ୍ବ.ପ୍ର.): କେନ୍ଦୁଝର ସହରର ମାଇନିଂ ରୋଡ୍‌ସ୍ଥିତ ସତ୍ୟଜିତ୍‌ ପଟ୍ଟନାୟକ ୧୩୦ ର଼୍ୟାଙ୍କ ରଖି ଚଳିତ ବର୍ଷ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିରରୁ ମାଟ୍ରିକ ପାସ୍‌ ପରେ…

କେବେ ବି କରିବିନି ସେଭିଂ…କିଛି ଏଭଳି ଜିଦ୍‌ରେ ବେଫିକର ବୁଲନ୍ତି ଏହି ମହିଳା

ପୁରୁଷ ମାନଙ୍କ ଭଳି ରହିଛି ଦାଢ଼ି ଆଉ ନିଶ। ହେଲେ କେବେହଲେ ଶେଭିଂ ହେବେ ନାହିଁ ବୋଲି ନେଇଛନ୍ତି ନିଷ୍ପତ୍ତି। ଲୋକମାନେ ତାଙ୍କ ବିଷୟରେ ଯାହା ଭାବୁଛନ୍ତି ଭାବନ୍ତୁ। ହେଲେ ତାଙ୍କୁ ଫରକ ପଡେ ନାହିଁ। ଏହା ତାଙ୍କ ବ୍ୟକ୍ତିତ୍ୱ ବୋଲି…

ପିକ୍‌ଅପ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ବରୀ,୮ା୧୦(ଡି.ଏନ୍‌.ଏ.): ବରୁହଁ-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ଗୋବିନ୍ଦବାଟି ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଳଦା ଗ୍ରାମର କିଶୋର ଦାସଙ୍କ ପୁଅ ସୁନାକର (୨୫) ଏକ ସ୍କୁଟି ଯୋଗେ…

ନେପାଳ ରାଷ୍ଟ୍ରପତି ଅସୁସ୍ଥ, ମେଡିକାଲରେ ଭର୍ତ୍ତି

କାଠମାଣ୍ଡୁ,୮ା୧୦: ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତ୍ରିଭୂବନ ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତିଙ୍କ ସଚିବ ଭେଶ ରାଜ ଅଧିକାରୀ କହିଛନ୍ତି, ରାଷ୍ଟ୍ରପତି ଅସୁସ୍ଥ ଅଛନ୍ତି। ୬୧ ବର୍ଷୀୟ ରାଷ୍ଟ୍ରପତିଙ୍କୁ ଥଣ୍ଡା ଭଳି ଲକ୍ଷଣ ଏବଂ ଜ୍ୱର…

ରିଫିଲିଂ ସମୟରେ ସିଲିଣ୍ଡର ବିସ୍ଫୋରଣ, ୩ ଶିଶୁଙ୍କ ସମେତ ୪ ମୃତ…

ଯୋଧପୁର,୮।୧୦ : ରାଜସ୍ଥାନର ଯୋଧପୁର ସହରରେ ଗ୍ୟାସ ରିଫିଲିଂ ସମୟରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି। ୧୬ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର ଶବ୍ଦରେ ଆଖପାଖ କଲୋନୀ…

ବିଶ୍ୱକପ୍‌ ଲାଗି ଅଷ୍ଟ୍ରେଲିଆରେ ପହଞ୍ଚିଲେ ବୁମ୍‌ରାଙ୍କ ସ୍ତ୍ରୀ, ଫଟୋ ଶେୟାର କରି ହେଲେ ଟ୍ରୋଲ

ନୂଆଦିଲ୍ଲୀ,୮।୧୦: ଟି୨୦ ବିଶ୍ୱକପ୍‌ ଖେଲିବା ଲାଗି ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି। ପର୍ଥରେ ଭାରତୀୟ ଟିମ୍‌ ଅଭ୍ୟାସ ମଧ୍ୟ ଆରମ୍ଭ କରିଛି। ହେଲେ ଚଳିତ ଥର ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ଭାରତୀୟ ସ୍କ୍ବାର୍ଡରେ ନାହାନ୍ତି। ଆହତ ହେବା କାରଣରୁ…

ସୋସିଆଲ ମିଡିଆ ବ୍ୟବହାର କରନ୍ତିନି ଏହି ଅଭିନେତ୍ରୀ, କହିଲେ ଏହା ପଛର କାରଣ

ମୁମ୍ବାଇ: ବର୍ତ୍ତମାନ ସମୟରେ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ବେଳେ କିଛି ସେଲିବ୍ରିଟି ଏଥିରୁ ଦୂରରେ ଅଛନ୍ତି। ସେଥିମଧ୍ୟରୁ ରାଣୀ ମୁଖାର୍ଜୀ ଅନ୍ୟତମ। ଏହା ପଛରେ କାରଣ ରହିଥିବା ମଧ୍ୟ କୁହନ୍ତି ରାଣୀ। ସେ କୁହନ୍ତି, ସୋସିଆଲ ମିଡିଆରେ ଦ୍ୱାରା…

ବାଦ୍‌ ପଡ଼ିଲେ ଚହର, ଏହି ବୋଲରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୮।୧୦: ଭାରତୀୟ ଦ୍ରୁତ ବୋଲର୍‌ ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାରି ରହିଥିବା ଦିନିକିଆ ସିରିଜର ବାକି ଦୁଇ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ତାଙ୍କ ପିଠି ଆହତ ହୋଇଥିଲା।…

ଚନ୍ଦ୍ରରେ ଉଦ୍ଭିଦ ଲଗାଇବେ ଏହି ଦେଶର ବୈଜ୍ଞାନିକ

ବେଜ୍ଞାନିକମାନେ ସବୁବେଳେ କିଛି ନା କିଛି ନୂଆ ଅନୁସନ୍ଧାନ କରିଥାନ୍ତି। ବୈଜ୍ଞାନିକମାନେ ଏବେ ଚନ୍ଦ୍ରରେ କିଛି ନୂଆ କରିବାର ଅନୁସନ୍ଧାନରେ ଅଛନ୍ତି। ଅଷ୍ଟ୍ରେଲିଆର ଅନୁସନ୍ଧାନକାରୀମାନେ ଏଥିପାଇଁ ଏକ ବିଶେଷ ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନେ ଚନ୍ଦ୍ରପୃଷ୍ଠରେ ଉଦ୍ଭିଦ ଲଗାଇବାକୁ ଚାହୁଁଛନ୍ତି। ଅଷ୍ଟ୍ରେଲିଆର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri