ଜାତି ନ ଦେଖି ଗୁଜରାଟବାସୀ ମୋତେ ନିର୍ବାଚନ ଜିତାଇଛନ୍ତି: ମୋଦି
ଗାନ୍ଧିନଗର,୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜରାଟର ମେହସାନାର ମୋଢେରା ଗାଁରେ ପହଞ୍ଚିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ପକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମୋଡେରାକୁ ଭାରତର ପ୍ରଥମ ସୌର ଚାଳିତ ଗ୍ରାମ…
ଫୁଟବଲ ଖେଳବେଳେ ପଡ଼ିଆରେ ବଜ୍ରପାତ: ଚାଲିଗଲା ୨ ଖେଳାଳିଙ୍କ ଜୀବନ
ସୁନ୍ଦରଗଡ଼/ନୂଆଗାଁ,୯।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ଅଧୀନ କନ୍ଦରକେଲା ପଞ୍ଚାୟତ ବନେଇଲତା ଗ୍ରାମରେ ରବିବାର ଅପରାହ୍ନରେ ଫୁଟବଲ ଟୁର୍ନାମେଣ୍ଟ ଚାଲିଥିବାବେଳେ ବଜ୍ରପାତ ଘଟି ୨ ଖେଳାଳିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟଜଣେ ଯୁବକ ଅଛନ୍ତି।…
‘ରାହୁଲ ଅର୍ଥ ଭାରତ, ଭାରତ ଅର୍ଥ ରାହୁଲ’
ଲକ୍ଷ୍ନୌ,୯।୧୦: କଂଗ୍ରେସର ଉତ୍ତରପ୍ରଦେଶ ୟୁନିଟର ନବନିଯୁକ୍ତ ସଭାପତି ବ୍ରିଜଲାଲ ଖାବ୍ରି ଦଳର ‘ଭାରତ ଯୋଡୋ ଯାତ୍ରା’କୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି ସେ କହିଛନ୍ତି, ରାହୁଲ ଅର୍ଥ ଭାରତ ଏବଂ ଭାରତର ଅର୍ଥ…
କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼, କଳାପତାକା ପ୍ରଦର୍ଶନ
ରାଉରକେଲା ଅଫିସ,୯।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବାରୁ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଡ. ଉଦିତରାଜଙ୍କୁ ବିରୋଧ ବଢିବାରେ ଲାଗିଛି। ଅଣସଙ୍ଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ପକ୍ଷରୁ ରାଜ୍ୟସ୍ତରୀୟ କନ୍ଭେନଶନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଡ.…
ଲଲିପପ୍ ଖାଇ ଚାଲିଗଲା ନାବାଳକଙ୍କ ଜୀବନ, ଦୋକାନୀ ଅଟକ
ପାରଳାଖେମୁଣ୍ଡି,୯ା୧୦(ଡି.ଏନ୍.ଏ.): ଗଜପତି ଜିଲା ମୋହନା ଥାନା ଡିମ୍ବିରିଝୁଳି ଗାଁରେ ଅଘଟଣ ଘଟିଛି। ଏକ ଦୋକାନରୁ ଲଲିପପ୍ ଖାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ଡିମ୍ବିରିଝୁଳି ଗାଁର ବାସୁଦେବ ଶବରଙ୍କ ପୁଅ ବୈକୁଣ୍ଠ(୧୦)। ଏନେଇ ପୋଲିସ ଏକ ମାମଲା(ନଂ.…
ଗଞ୍ଜାମରେ ମା’ ଗଜଲକ୍ଷ୍ମୀ ପୂଜା: ବର୍ଷାରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ଗଞ୍ଜାମ,୯।୧୦(ଡି.ଏନ୍.ଏ.): ପ୍ରତିବର୍ଷ ଭଳି ଚଳିତ ବର୍ଷ କୁମାରପୂର୍ଣ୍ଣିମା ଉପଲକ୍ଷେ ଗଞ୍ଜାମ ସହର ବଡ଼ ବଜାରଠାରେ ମା’ଗଜଲକ୍ଷ୍ମୀଙ୍କ ପୂଜା ରବିବାର ଆରମ୍ଭ ହୋଇଛି। ବଜାର ବଣିକ ସଂଘ ପକ୍ଷରୁ ପୂଜାର ଆୟୋଜନ କରାଯାଇଛି। ପ୍ରବଳ ବର୍ଷା ସତ୍ତ୍ୱେ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି…
ଭାରତକୁ ୨୭୯ ରନ୍ ବିଜୟଲକ୍ଷ୍ୟ ଦେଲା ଦକ୍ଷିଣ ଆଫ୍ରିକା
ରାଞ୍ଚି,୯।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ରାଞ୍ଚିରେ ଖେଳାଯାଉଛି। ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୭ ଉଇକେଟ ହରାଇ ୨୭୮ ରନ ସଂଗ୍ରହ…
ଇସ୍ତଫା ଦେଲେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ
ନୂଆଦିଲ୍ଲୀ,୯ ।୧୦: ରାଜଧାନୀ ଦିଲ୍ଲୀରେ ପୁଣିଥରେ ଆମ ଆଦମୀ ପାର୍ଟି(ଏଏପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ସାମ୍ନା ସାମ୍ନି ହୋଇଛନ୍ତି । ଦେବୀ-ଦେବତାଙ୍କୁ ଅପମାନ କରିଥିବା ଅଭିଯୋଗ ଆଣି ଭାଜପା ଏବେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଥିବା ରାଜେନ୍ଦ୍ର ପାଲ ଗୌତମଙ୍କୁ…
ବିଜୟ ଦେବରକୋଣ୍ଡାଙ୍କ ସହ ସମ୍ପର୍କକୁ ନେଇ ରିଆକ୍ଟ କଲେ ରଶ୍ମିକା
ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ ଗୁଡ ବାୟ’ ଏବେ ଖୁବ୍ ଚର୍ଚ୍ଚାରେ । ଏଥିରେ ରଶ୍ମିକା ମନ୍ଧାନାଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ରଶ୍ମିକାଙ୍କ ସହ ଅମିତାଭ ବଚ୍ଚନଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିଛି ।…
‘ପୂର୍ବରୁ ୫ ହଜାର ଟଙ୍କାର ଚଷମା ପିନ୍ଧୁଥିବା ଭାଜପା ନେତା ଏବେ ପିନ୍ଧୁଛନ୍ତି ୧.୫୦ ଲକ୍ଷ ଟଙ୍କାର ଚଷମା’
ଶ୍ରୀନଗର,୯।୧୦: ପିଡିପି ମୁଖ୍ୟ ମେହବୁବା ମୁଫତି ରବିବାର ଜମ୍ମୁର ଗାନ୍ଧିନଗରରେ ଥିବା ପାର୍ଟି କାର୍ଯ୍ୟାଳୟ ବାହାରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଭାଜପାକୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି, ଆଜି ଭାଜପା ଦଳ ଦୁନିଆର ସବୁଠାରୁ ଧନୀ ଦଳ…
ଚାଇନା-ତାଇଓ୍ବାନ୍ ବିବାଦର ସମାଧାନ ପାଇଁ ପରାମର୍ଶ ଦେଇ ଫସିଲେ ଏଲନ ମସ୍କ
ନ୍ୟୁୟର୍କ,୯।୧୦: ଚାଇନା-ତାଇଓ୍ବାନ୍ ମଧ୍ୟରେ ବିବାଦର ସମାଧାନ ପାଇଁ ଟେସଲା ସିଇଓ ଏଲନ ମସ୍କ ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ତାଇୱାନକୁ ଚାଇନାର ଏକ ସ୍ବତନ୍ତ୍ର ପ୍ରଶାସନିକ ଅଞ୍ଚଳ କରାଯାଇପାରେ। ତାଇୱାନର କିଛି ଅଂଶ ଚାଇନାକୁ ହସ୍ତାନ୍ତର କରାଯାଇପାରିବ, ଯାହା ସେମାନଙ୍କ…
ଓଲଟିଲା ଯାତ୍ରୀବାହୀ ବସ୍
ପରଜଙ୍ଗ,୯ା୧୦(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ରୋନି ନାମକ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିଲା। ଏହି ବସ୍ରେ ୬୦ରୁ ଅଧିକ ଯାତ୍ରୀ ଥିବା…
Archives


