ତାଲିବାନ ଅଧିକାରୀଙ୍କୁ ହତ୍ୟା
କାବୁଲ,୯।୧୦: ଆଫଗାନିସ୍ତାନର ଫରିଆବ ପ୍ରଦେଶରେ ତାଲିବାନ ଅଧିକାରୀ ଅବଦୁଲ ରେହମାନ ମୁନାୱାରଙ୍କୁ ହତ୍ୟା କରାଯାଇଛି। ରେହମାନ ତାଙ୍କ ଘରକୁ ଯାଉଥିବା ସମୟରେ ଜଣେ ଅଜ୍ଞାତ ସଶସ୍ତ୍ର ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଫରିୟାବ ପ୍ରଦେଶର ସୂଚନା ଓ ସଂସ୍କୃତିର କାର୍ଯ୍ୟନିର୍ବାହୀ ମୁଖ୍ୟ…
ଓଏଏସ୍ ପରୀକ୍ଷାରେ କୋରାପୁଟ ଝିଅଙ୍କ ସଫଳତା
କୋରାପୁଟ,୯ା୧୦(ସ୍ବ.ପ୍ର.): ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷାରେ ୯୦ତମ ସ୍ଥାନରେ ରହି ଜିଲା ପାଇଁ ଗୌରବ ଆଣିଦେଇଛନ୍ତି କୋରାପୁଟର ଝିଅ ସରଞ୍ଜିତା। ତାଙ୍କ ସଫଳତା ପାଇଁ ନିଜ ପରିବାର ସଦସ୍ୟଙ୍କ ସହିତ କୋରାପୁଟ ମାଟିକୁ ନିଜର କୃତଜ୍ଞତା…
ପୁନିତ ରାଜକୁମାରଙ୍କ ଶେଷ ଫିଲ୍ମର ଟ୍ରେଲରକୁ ପ୍ରଶଂସା କଲେ ମୋଦି
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବର୍ଗତ କନ୍ନଡ ସିନେମା ଆଇକନ ପୁନିତ ରାଜକୁମାରଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ଶେଷ ଫିଲ୍ମ ଗାନ୍ଧାଡା ଗୁଡିକୁ ପ୍ରଶଂସା କରି ତାର ସଫଳତା କାମନା କରିଛନ୍ତି। ପୁନିତ ରାଜକୁମାରଙ୍କ ଫିଲ୍ମ ‘ଗାନ୍ଧାଡା ଗୁଡି’ ଟ୍ରେଲର ରିଲିଜ…
ସବୁଠୁ ପତଳା ହାତଘଣ୍ଟା
ସମୟ କହୁଥିବା ହାତଘଣ୍ଟା ଅନେକ ସମୟରେ ଷ୍ଟାଟସ୍କୁ ବି ଦର୍ଶାଇଥାଏ। ଘଣ୍ଟା ଯେତେ ଷ୍ଟାଇଲିଶ୍ ଓ ଦାମୀ ତାହା ଷ୍ଟାଟସ୍କୁ ସେତେ ବଢ଼ାଇଥାଏ। ହାତରେ ବଡ଼ ବଡ଼ ଷ୍ଟାଇଲିଶ୍ ଘଣ୍ଟା ପିନ୍ଧିବାକୁ ଆଜିକାଲି ଯୁବପିଢ଼ି ବହୁତ ପସନ୍ଦ କରୁଛନ୍ତି। ହେଲେ ଜାଣନ୍ତି…
ନିକ୍ଙ୍କ ସହ ଲଙ୍ଗ୍ ଡ୍ରାଇଭ୍ରେ ବାହାରିଲେ ପ୍ରିୟଙ୍କା
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍ ଜୋନାସ ପ୍ରଶଂସକଙ୍କର ଅତି ପ୍ରିୟ ଦମ୍ପତି। ସୋସିଆଲ ମିଡିଆରେ ଉଭୟଙ୍କ ଭିଡିଓ ଏବଂ ଫଟୋ ଖୁବ୍ ଭାଇରାଲ ହୋଇଥାଏ। ପ୍ରିୟଙ୍କା ଅନେକ ସମୟରେ ନିକ୍ଙ୍କ ସହ ତାଙ୍କର ଫଟୋ ଶେୟାର…
ଦେଶ ସ୍ବାଧୀନ ହେବାରେ ମୋଦି-ଶାହା ନୁହେଁ, କଂଗ୍ରେସ ଦେଇଛି ବଳିଦାନ: ଖାର୍ଗେ
ନୂଆଦିଲ୍ଲୀ,୯।୧୦: କଂଗ୍ରେସ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘କଶ୍ମୀର ୭୦ ବର୍ଷରେ ବିକାଶ ହୋଇନାହିଁ’ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ମୋଦି ଏବଂ ଶାହା…
ନଭି ମୁମ୍ବାଇ ପାୱାର ପ୍ଲାଣ୍ଟରେ ବ୍ଲାଷ୍ଟ , ଇଞ୍ଜିନିୟର ସମେତ ୩ ଆହତ
ମୁମ୍ବାଇ,୯ ।୧୦: ମହାରାଷ୍ଟ୍ରର ନଭି ମୁମ୍ବାଇର ଉରନରେ ସ୍ଥିତ ପାୱାର ପ୍ଲାଣ୍ଟରେ ରବିବାର ଅର୍ଥାତ୍ ୯ ଅକ୍ଟୋବରରେ ଏକ ବ୍ଲାଷ୍ଟ ହୋଇଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଇଞ୍ଜିନୟର ଓ ଦୁଇ ଜଣ…
ବନ୍ୟା ପରେ ବଢୁଛି ମ୍ୟାଲେରିଆ, ଡେଙ୍ଗୁ
ଇସଲାମାବାଦ,୯ା୧୦: ବନ୍ୟା ଏବଂ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ବର୍ତ୍ତମାନ ବିଭିନ୍ନ ରୋଗ ବ୍ୟାପିବାରେ ଲାଗିଛି। ଜାନୁୟାରୀ ୨୦୨୩ ସୁଦ୍ଧା ୩୨ଟି ଜିଲାର ପାକିସ୍ତାନରେ ୨.୭ ନିୟୁତ ମ୍ୟାଲେରିଆ ରୋଗ ସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଚେତାବନୀ ଦେଇଛି।…
ମଞ୍ଚ ମାୟା
କାହିଁ କେଉଁ କାଳରୁ ଲୋକକଳାର ସୃଷ୍ଟି। ମୁକ୍ତାକାଶର ଖୋଲାମଞ୍ଚ ହେଉ କିମ୍ବା ସୌଖୀନ ରଙ୍ଗମଞ୍ଚ। ନାଟ୍ୟକଳା ପରିବେଷଣରେ କିଛି ଫରକ ପଡ଼େନା ଅଭିନୟ କରୁଥିବା କଳାକାରଙ୍କୁୁ। କ୍ଷୁଦ୍ର ନାଟକ ହେଉ କି ବୃହତ୍ କିମ୍ବା ପଥପ୍ରାନ୍ତ, ମଞ୍ଚମାୟାରେ ପଡ଼ିଯାଆନ୍ତି ନାଟ୍ୟପ୍ରେମୀ ।…
ରୁପା କଡ଼ା ନେବା ପାଇଁ ୧୦୮ ବର୍ଷୀୟା ମହିଳାଙ୍କ ୨ ଗୋଡ କାଟିଦେଲେ ଚୋର
ଜୟପୁର,୯।୧୦: ଜୟପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ରୂପା କଡ଼ା ନେବା ପାଇଁ ୧୦୮ ବର୍ଷୀୟା ମହିଳାଙ୍କ ୨ ଗୋଡ କାଟିଦେଇଛନ୍ତି ଚୋର। ଜୟପୁରର ମୀନା କଲୋନି ଗାଲଟାଗେଟର ଯମୁନା ଦେବୀ (୧୦୮) ତାଙ୍କ ଝିଅ ଗୋବିନ୍ଦୀ ଏବଂ ନାତୁଣୀ…
ପନ୍ତଙ୍କୁ ଫଲୋ କରୁଛନ୍ତି ଉର୍ବଶୀ
ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ପ୍ରକାଶ କରିବାକୁ ଆଦୌ ଭୁଲନ୍ତି ନାହିଁ। ପ୍ରତ୍ୟକ୍ଷରେ ନ ହେଲେ ବି ସୋସିଆଲ ମିଡିଆରେ ପରୋକ୍ଷରେ ସେ ପ୍ରକାଶ କରୁଛନ୍ତି। ଉର୍ବଶୀ ପନ୍ତଙ୍କ…
କେଉଁଠି ରଖିବେ ମା’ ଲକ୍ଷ୍ମୀଙ୍କ ଚରଣ ଚିହ୍ନ
ମାତା ଲକ୍ଷ୍ମୀଙ୍କୁ ଧନ, ସୁଖ, ସମୃଦ୍ଧିର ଦେବୀ ବୋଲି କୁହାଯାଏ। ନିଷ୍ଠାର ସହ ତାଙ୍କୁ ପୂଜିଲେ ଘରେ ସୁଖଶାନ୍ତି ବଢ଼ିବା ସହ ଐଶ୍ୱର୍ଯ୍ୟ ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି। କେବଳ ମା’ଙ୍କ ପ୍ରତିମା ନୁହେଁ, ତାଙ୍କ ଚରଣ ଚିହ୍ନ ବି…
Archives


