ଏହି ଅଭିନେତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ ଭାଇଜାନ
ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବରୀଙ୍କ ଝିଅ ପଲକ ତିଓ୍ବାରୀଙ୍କୁ ଅକ୍ଟୋବର ୮ରେ ୨୨ ବର୍ଷ ହୋଇଛି। ପଲକଙ୍କ ଜନ୍ମଦିନର ଗୋଟିଏ ଦିନ ପରେ ଅର୍ଥାତ୍ ୯ ତାରିଖ ରବିବାର ସଲମାନ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଲମାନ ଇନ୍ଷ୍ଟାଗ୍ରାମରେ ନିଜର…
କେରଚ୍ ବ୍ରିଜ୍ ବିସ୍ଫୋରଣ ପରେ ରୁଷିଆର ରକେଟ୍ ମାଡ଼: ୧୭ ମୃତ
ଜାପୋରିଝିଆ,୯ା୧୦: ରୁଷିଆକୁ କ୍ରିମିଆ ଉପଦ୍ୱୀପ ସହ ଯୋଡ଼ୁଥିବା ୟୁରୋପର ଦୀର୍ଘତମ କେରଚ୍ ବ୍ରିଜ୍ ଶନିବାର ବିସ୍ଫୋରଣରେ କ୍ଷତିଗ୍ରସ୍ତ ହେବା ପରେ ମସ୍କୋ ୟୁକ୍ରେନ୍ର ଜାପୋରିଝିଆ ସହର ଉପରେ ରକେଟ୍ ମାଡ଼ କରିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଜାପୋରିଝିଆକୁ…
ଛାତ ଭୁଶୁଡ଼ି ଗୋଟିଏ ପରିବାରର ୯ ମୃତ
ଇସ୍ଲାମାବାଦ,୯।୧୦: ପାକିସ୍ତାନର ଗିଲ୍ଗିଟ ଅଧୀନ ଚିଲାସ ସହରରେ ରବିବାର ଏକ ଅଘଟଣ ଘଟିଛି। ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ ଓ୍ବେଟରଙ୍କ ସ୍ତ୍ରୀ,…
ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ
ପୁରୁଷୋତ୍ତମପୁର,୯ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରବିବାର ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୋଷ୍ଟ ଅଫିସ ସାହିର କୈଳାସ ଚନ୍ଦ୍ର ନାୟକ (୫୮)। ସେ ଗାଁ ନିକଟସ୍ଥ ନାଳପାରି ଜମିକୁ ଚାଷ କାମ ଲାଗି ଯାଇଥିଲେ। ସେତିକିବେଳେ ବଜ୍ରପାତ…
ନନ୍ଦାହାଣ୍ଡିରେ ପୁଣି ଝାଡ଼ାବାନ୍ତି, ୮ ଆକ୍ରାନ୍ତ
ନନ୍ଦାହାଣ୍ଡି,୮।୧୦,(ଡି.ଏନ.ଏ.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକକୁ ପୁଣି ଫେରିଲା ଝାଡ଼ାବାନ୍ତି। ବି.ମାଳିଗୁଡ଼ା ଗ୍ରାମର ୮ଜଣ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ଗାଁର ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାପନ…
ସ୍ପେସ୍ଓ୍ବାକ୍ କରିବେ ଟମ୍ କ୍ରୁଶ୍
ହଲିଉଡ୍ ଷ୍ଟାର ଟମ୍ କ୍ରୁଶ୍(୬୦) ଏବେ ତାଙ୍କ ପ୍ରଶଂସକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିବାକୁ ଯାଉଛନ୍ତି। ନିଜ ଆକ୍ସନ ପାଇଁ ପ୍ରସିଦ୍ଧ ଏହି ଅଭନେତା ନିଜ ଆଗାମୀ ଫିଲ୍ମ ପାଇଁ ଅର୍ନ୍ତଜାତୀୟ ସ୍ପେସ୍ ଷ୍ଟେଶନ ଯିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ସେଠାରେ…
ବିପକ୍ଷରେ ବସିବାକୁ ଭାଜପା ପ୍ରସ୍ତୁତ ହେବା ଉଚିତ: ଶଶି ଥରୁର
ନୂଆଦିଲ୍ଲୀ,୯।୧୦: କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଶଶି ଥରୁର ରବିବାର ଭାରତୀୟ ଜନତା ପାର୍ଟିକୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଭାଜପା ବିରୋଧୀ ଦଳର ବସିବାକୁ ପ୍ରସ୍ତୁତ ହେବା ଉଚିତ, କାରଣ ୨୦୨୪ ପରେ ସେମାନଙ୍କୁ ସେଠାରେ ବସିବାକୁ ପଡ଼ିବ। ଏଥିପାଇଁ…
ଇସ୍ତଫା ଦିଅନ୍ତୁ ନୀତୀଶ: ସୁଶୀଲ ମୋଦି
ପାଟନା,୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥକଭାବେ ଜଣାଶୁଣା ଅତ୍ୟନ୍ତ ପଛୁଆ ବର୍ଗ (ଇବିସି)ଙ୍କ ପ୍ରତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଣଦେଖା କରୁଥିବା ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଅଭିଯୋଗ କରିଛନ୍ତି। ପୌର ନିର୍ବାଚନରେ…
ଦଶହରା ଛୁଟିରେ ଆସିଥିଲେ ମାମୁଘର: ଚାଲିଗଲା ଜୀବନ
ଏମ୍ଭି ୭୯,୯ା୧୦(ଡି.ଏନ୍.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ମାଲଭାରମ ପଞ୍ଚାୟତ ସାଡ଼ବାନପାଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ନାବାଳକ(୧୫)ଙ୍କ ମୃତ୍ୟୁ ହୋଇଛି। ସେ ହେଲେ ବିଜୟ ମାଡ଼କାମୀ। ମିଳିଥିବା ସୂଚନା ମୁତାବକ, ତାଣ୍ଡବାଇ ପଞ୍ଚାୟତ କାଟନପାଲି ଗ୍ରାମର ଜଗା ମାଡ଼କାମୀଙ୍କ ପୁଅ…
ଆରଜେଡି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ହଙ୍ଗାମା
ନୂଆଦିଲ୍ଲୀ,୯।୧୦: ଦିଲ୍ଲୀରେ ଆରଜେଡିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ହଙ୍ଗାମା ସୃଷ୍ଟି ହୋଇଛି। ରବିବାର ଆରଜେଡି ନେତା ତଥା ବିହାର ମନ୍ତ୍ରୀ ତେଜ ପ୍ରତାପ ଯାଦବ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରୁ ରାଗି ପଳାଯାଇଛନ୍ତି। ଦଳର ବରିଷ୍ଠ ନେତା ଶ୍ୟାମ ରାଜକ ତାଙ୍କ…
ବିବାହର ୪ ମାସ ପରେ ଯମଜ ସନ୍ତାନର ମା’ ହେଲେ ନୟନତାରା
ସାଉଥ ସୁପରଷ୍ଟାର ନୟନତାରା ଏବଂ ବିଗ୍ନେଶ ଶିବନ ବିବାହର ମାତ୍ର ୪ ମାସ ପରେ ଯମଜ ସନ୍ତାନର ମାତା-ପିତା ହୋଇଛନ୍ତି। ଏହି ଦମ୍ପତି ସରୋଗେସି ମାଧ୍ୟମରେ ସେମାନଙ୍କର ଯମଜ ଶିଶୁଙ୍କୁ ଏହି ଦୁନିଆକୁ ସ୍ବାଗତ କରିଛନ୍ତି। ଉଭୟ ସୋସିଆଲ ମିଡିଆ ମାଧ୍ୟମରେ…
କୁମାରପୂର୍ଣ୍ଣିମାରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ହେଲେ ମା’ସମଲେଇ
ସମ୍ବଲପୁର,୯।୧୦(ବ୍ୟୁରୋ): କୁମାରପୂର୍ଣ୍ଣିମାରେ ଇଷ୍ଟଦେବୀ ମା’ ସମଲେଇ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପରମ୍ପରା ଓ ରୀତିନୀତି ଅନୁସାରେ ଭୋର ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମନ୍ଦିର ଦ୍ୱାର ଫିଠା ହୋଇଥିଲା । ପୂର୍ବାହ୍ନ ୧୧ଟା ୪୫ମିନିଟରୁ ଅପରାହ୍ନ ସାଢ଼େ…
Archives


