ପରମାଣୁ ପରୀକ୍ଷଣ ନିରିକ୍ଷଣ କରିବାକୁ ପହଞ୍ଚିଲେ କିମ, ଫଟୋ ଜାରି କଲା ଉତ୍ତର କୋରିଆ
ସିୟୋଲ,୧୦ ।୧୦: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ତାଙ୍କ ପୁରୁଣା ଅଭ୍ୟାସରେ ପରିବର୍ତ୍ତନ କରିପାରୁ ନାହାନ୍ତି । ଦକ୍ଷିଣ କୋରିଆ, ଆମେରିକା ଭଳି ଦେଶ ଚେତାବନୀ ଦେବା ପରେ ବି ସେ ଲଗାତାର ମଶାଇଲ ପରୀକ୍ଷଣ କରି…
ପିଜି ସ୍ପଟ୍ ନାମଲେଖା ପାଇଁ ଆଜି ମେଧା ତାଲିକା
ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ପିଜି ସ୍ପଟ୍ ନାମଲେଖା ପାଇଁ ସୋମବାର ଅପରାହ୍ନ ୪ଟାରେ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରଙ୍କୁ ୧୧ରୁ ୧୨ ତାରିଖ ଅପରାହ୍ନ ୫ଟା ମଧ୍ୟରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ପଞ୍ଜୀକରଣ କରିବାକୁ…
ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରଙ୍କୁ ରୌପ୍ୟ
ଭୁବନେଶ୍ୱର, ୧୦।୧୦(ବ୍ୟୁରୋ): ବିଶ୍ୱ ଦରବାରରେ ଓଡ଼ିଆ ଛାତ୍ର ସଫଳତା ହାସଲ କରିଛନ୍ତି। ଜର୍ମାନୀ ଷ୍ଟୁଟଗାର୍ଟରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତା (ୱାଲର୍ଡ ସ୍କିଲ୍ କମ୍ପିଟିଶନ)ରେ ଓଡ଼ିଶାର ଛାତ୍ର ପ୍ରବୀଣ କୁମାର ଗିରି ନିଜର ଦକ୍ଷତା ପ୍ରଦର୍ଶନ କରି ସଫଳତା ଆଣିଛନ୍ତି।…
ମୁହଁ ଖୋଲିଲେ, ତଥାପି ଲୁଚାଇଲେ
ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଟଙ୍କା ପାଇଁ ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ମାୟା ଜାଲରେ ଫସାଇ ବ୍ଲାକ୍ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ କଳାକାରନାମା ଧୀରେ ଧୀରେ ପଦାକୁ ଆସୁଛି। ଗତ ଗୁରୁବାର…
ସ୍ପେସ୍ଓ୍ବାକ୍ କରିବେ ଟମ୍ କ୍ରୁଶ୍
ଓ୍ବାଶିଂଟନ୍, ୧୦ା୧୦: ପୃଥିବୀରେ ଅନେକ ରିଅଲ୍ ଷ୍ଟଣ୍ଟ୍ ଦେଖାଇସାରିଥିବା ହଲିଉଡ୍ ଷ୍ଟାର ଟମ୍ କ୍ରୁଶ୍ (୬୦) ଏବେ ତାଙ୍କ ପ୍ରଶଂସକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିବାକୁ ଯାଉଛନ୍ତି। ନିଜ ଆକ୍ସନ ପାଇଁ ପ୍ରସିଦ୍ଧ ଏହି ଅଭନେତା ନିଜ ଆଗାମୀ ଫିଲ୍ମ ପାଇଁ ଅର୍ନ୍ତଜାତୀୟ…
ନିଗମ ଅଧ୍ୟକ୍ଷ ତାଲିକା ଘୋଷଣା କଲେ ସରକାର
ଭୁବନେଶ୍ବର,୧୦ା୧୦(ବ୍ୟୁରୋ): ସରକାର ରବିବାର ବିଳମ୍ବିତ ସାରେ ନିଗମ ଏବଂ ବୋର୍ଡ ପାଇଁ ଅଧ୍ୟକ୍ଷ ଓ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ବହୁ ନେତାଙ୍କୁ ଏହି ତାଲିକାରେ ଥଇଥାନ କରାଯାଇଛି। ରାଜନୈତିକ ଦୃଷ୍ଟିକୋଣରୁ ୨୦୨୪ ନିର୍ବାଚନକୁ…
୩୫ ବର୍ଷ ପରେ ବନ୍ଦ ଘରୁ ମୁକୁଳିଲେ ମହିଳା
ଲକ୍ଷୌ,୧୦।୧୦: ଉତ୍ତର ପ୍ରଦେଶର ଫିରୋଜାବାଦ୍ରେ ଦୀର୍ଘ ୩୫ ବର୍ଷ ଧରି ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଏକ ଅଣସରକାରୀ ସଂଗଠନ (ଏନ୍ଜିଓ) ଉଦ୍ଧାର କରିଛି। ଚିକିତ୍ସା ପାଇଁ ମହିଳାଙ୍କୁ ଆଗ୍ରା ସ୍ଥିତ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେବା ଭାରତୀ ଏନ୍ଜିଓକୁ…
‘ଆକ୍ରମଣକାରୀଙ୍କ ମୁଣ୍ଡ ହାତ କାଟିଦିଅ’
ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି)ର ଏକ ରାଲି ଘୃଣା ଭାଷଣ ମଞ୍ଚରେ ପରିଣତ ହୋଇଛି। ଯେଉଁମାନେ ତୁମକୁ ଆକ୍ରମଣ କରୁଛନ୍ତି ସେମାନଙ୍କ ମୁଣ୍ଡ କାଟିବା ସହ ହାତ ହାଣିଦିଅ ବୋଲି ରାଲିରେ ଯୋଗଦେଇଥିବା ଜଗଦ୍ଗୁରୁ ଯୋଗେଶ୍ୱର ଆଚାର୍ଯ୍ୟ କହିଥିଲେ।…
ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ: ସ୍କୁଲ ବନ୍ଦ
ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ପ୍ରବଳ ବର୍ଷା ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ନୋଇଡା ସମେତ ଲକ୍ଷ୍ନୌ, ଗାଜିଆବାଦ, ଏବଂ ଆଗ୍ରା ସ୍କୁଲଗୁଡ଼ିକ ସୋମବାର ବନ୍ଦ ରହିବ ବୋଲି ସୂଚନା ମିଳିଛି। ରାଜ୍ୟରେ ଶନିବାର ଅପରାହ୍ନରୁ ବର୍ଷା ଲାଗିରହିଛି। ଫଳରେ ଅନେକ ଅଞ୍ଚଳରେ ବନ୍ୟା…
ଏଥର ରଶିରେ ତିଆରି ଡ୍ରେସ୍ ପିନ୍ଧି ଚର୍ଚ୍ଚାରେ
ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଶେଷକରି ତାଙ୍କର ଡ୍ରେସ୍କୁ ନେଇ ଲୋକେ ତାଙ୍କୁ ଟ୍ରୋଲ କରିଥାନ୍ତି। ଏବେ ଉର୍ଫିଙ୍କୁ ବିମାନବନ୍ଦରରେ ସ୍ପଟ୍ କରାଯାଇଥିଲା। ସେ ରଶିରେ ତିଆରି ଡ୍ରେସ୍ ପିନ୍ଧିଥିବା ନଜର ଆସିଛନ୍ତି। ଏହା ଦେଖି ଲୋକେ…
ଦେଶୀ ଧାନ ସଂରକ୍ଷକ ରାଇମତି
କୁନ୍ଦୁରା,୧୦ା୧୦ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଳକ ଲିମା ପଞ୍ଚାୟତ ଅନ୍ତର୍ଗତ ନୂଆଁଗୁଡା ଗ୍ରାମର ଆଦିବାସୀ ମହିଳା ରାଇମତି ଘିଉରିଆ। ୧୩୬ କିସମର ଦେଶୀ ଧାନ ସଂଗ୍ରହ କରି ସେ ସଂରକ୍ଷିତ ରଖିଛନ୍ତି। ସେଥିମଧ୍ୟରୁ ୭୦ଟି କିସମର ଜୈବିକ ପଦ୍ଧତିରେ ଚାଷ…
ଅର୍ଚ୍ଚନା ଏବଂ ଅଧିକାରୀ
ଭୁବନେଶ୍ବର,୧୦ା୧୦(ବ୍ୟୁରୋ): ରାଜ୍ୟର ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ଘଟଣାକୁ ନେଇ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସିବାରେ ଲାଗିଛି। ବଡ଼ବଡ଼ିଆଙ୍କୁ ପ୍ରେମ ଜାଲରେ ପକାଇ ସେମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ସମୟର ଭିଡିଓ କରିବା ପରେ ତାକୁ ଧରି…
Archives


