Home Left

ଗୁଗ୍‌ଲ ମ୍ୟାପ୍‌ ଦେଖି ଚଳାଉଥିଲେ କାର୍‌, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ସମୟରେ ଗୁଗ୍‌ଲ ମ୍ୟାପ୍‌ ସମସ୍ତଙ୍କର ଆବଶ୍ୟକ ପଡୁଛି। ସହରର ଯେକୌଣସି ସ୍ଥାନକୁ ଯିବା ପାଇଁ ଲୋକମାନେ ଏହାକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି। ଏହି ମ୍ୟାପ୍‌ ଦ୍ୱାରା ଆଉ କାହାକୁ ପଚାରିବାର ଆବଶ୍ୟକତା ବା ବାଟ ଖୋଜିବାର ଅସୁବିଧା ହୋଇ…

ନ୍ୟାଶନାଲ ଗେମ୍ସରେ ଚମକିଲେ ୧୦ ବର୍ଷୀୟ ଶୌର୍ଯ୍ୟଜିତ; ପ୍ରଶଂସାରେ ମୋଦି କହିଲେ ‘ଷ୍ଟାର’

ନୂଆଦିଲ୍ଲୀ,୯।୧୦: ୧୦ ବର୍ଷୀୟା ମାଲଖମ୍ବ ପ୍ରତିଭା ଶୌର୍ଯ୍ୟଜିତଙ୍କ ପ୍ରଶଂସାରେ ଶତମୁଖ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ ଖେଳରେ ସେ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ସର୍ବକନିଷ୍ଠ ମାଲଖମ୍ବ ଖେଳାଳି ହୋଇଥିଲେ ହେଁ ଅସାଧାରଣରେ ପ୍ରଦର୍ଶନ ଯୋଗେ…

ପ୍ରଥମ ଥର ଲାଗି ପିତା ହେଲେ ନାଡ଼ାଲ

ନୂଆଦିଲ୍ଲୀ,୯।୧୦:ସ୍ପେନର ଟେନିସ ତାରକା ରାଫେଲ ନାଡାଲ ପ୍ରଥମ ଥର ପାଇଁ ପିତା ହୋଇଛନ୍ତି। ନାଡାଲଙ୍କ ପତ୍ନୀ ମାରିଆ ଫ୍ରାନ୍ସିସ୍କା ପେରେଲୋ ଶନିବାର (ଅକ୍ଟୋବର ୮) ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସ୍ପେନର ଏକ ପ୍ରସିଦ୍ଧ ଫୁଟବଲ କ୍ଲବ ରିଅଲ…

ଆଜି ଦ୍ୱିତୀୟ ଦିନିକିଆ: ଡେବ୍ୟୁ କରିପାରନ୍ତି ଏହି ଷ୍ଟାର ପ୍ଲେୟାର

ରାଞ୍ଚି,୯।୧୦: ଟିମ୍‌ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ରବିବାର ରାଞ୍ଚିରେ ଖେଳାଯିବ। ଶିଖର ଧାଓ୍ବନ ଏହି ମ୍ୟାଚ୍‌ରେ ଅଧିନାୟକତ୍ୱ କରିବେ। ପ୍ରଥମ ମୁକାବିଲାରେ ଭାରତୀୟ ଟିମ୍‌ ୯ ରନ୍‌ରେ ପରାଜିତ…

ଭୁଶୁଡ଼ିଲା ନିର୍ମାଣାଧୀନ ପୋଖରୀ ଓ୍ବାଲ୍‌

ଦାରିଙ୍ଗବାଡ଼ି,୯ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ସର୍ବ ପୁରାତନ ପୋଖରୀରେ ନିର୍ମାଣାଧୀନ କାର୍ଯ୍ୟ ଭୁଶୁଡ଼ି ପଡ଼ିଛି। ଅତି ନିମ୍ନମାନର କାର୍ଯ୍ୟ କରାଯାଉଥିବରୁ ଭୁଶୁଡ଼ି ଯାଇଥିବା ଗ୍ରାମର ଓକିଲ ପ୍ରଦୀପ ସାହୁ ଅଭିଯୋଗ କରିଛନ୍ତ। ସେ କହିଛନ୍ତି, ପୂର୍ବରୁ ଏନେଇ ପ୍ରଶାସନଙ୍କୁ ଅବଗତ କରାଯାଇଥିଲା।…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୩ ଅସୁସ୍ଥ

ଭବାନୀପାଟଣା,୯ା୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଡ଼ିଦର ପଞ୍ଚାୟତ ତେନ୍ତୁଳିପଡ଼ାରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୩ ଜଣ ଅସୁସ୍ଥ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବର୍ତ୍ତମାନ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ…

ବାଘର କାନକୁ ଭିଡି ଧରିଲା କୁକୁର, ସିଂହ ନେଉଥିଲା ମଜା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କ ସହ ଜଡ଼ିତ ଅନେକ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ କ୍ୟାମେରାରେ ଏମିତି କିଛି ରେକର୍ଡ ହୁଏ, ଯାହାକୁ କେହି କଳ୍ପନା ମଧ୍ୟ କରିପାରନ୍ତି ନାହିଁ। ଯାହା ପ୍ରକୃତିର ପ୍ରକୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏକ ଚିଡ଼ିଆଖାନରୁ ଏମିତି ଭିଡିଓ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କରୋନା ପଜିଟିଭ୍‌

ଭୁବନେଶ୍ୱର,୯।୧୦(ବ୍ୟୁରୋ):ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୩ଜଣ ଥିବା ବେଳେ ୩୬ ଲୋକାଲ କେସ୍‌ ରହିଛି। ସେହିଭଳି ୬ ଜଣଙ୍କ ବୟସ ୧୮ ବର୍ଷରୁ କମ୍‌ ରହିଥିବା ନେଇ ରାଜ୍ୟ…

ହାତୀ ଆକ୍ରମଣରେ ଚାଷୀଙ୍କ ଜୀବନ ଗଲା

ଭଞ୍ଜନଗର,୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରସି ରେଞ୍ଜ କ୍ଷେତମୁଣ୍ଡାଳି ଗ୍ରାମର ଚାଷୀ ପବିତ୍ର ପାତ୍ର (୪୦)ଙ୍କୁ ଶନିବାର ରାତିରେ ଏକ ହାତୀ ଆକ୍ରମଣ କରିଥିଲା। ଫଳରେ ପବିତ୍ର ଗୁରୁତର ହୋଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ…

ପିଲାଙ୍କ ସହ ମା’ଙ୍କର ମଜାଳିଆ ଭିଡିଓ, ଏହାକୁ ଦେଖିସାରିଲେଣି ୫ କୋଟିରୁ ଅଧିକ ଲୋକ

ସୋସିଆଲ ମିଡିଆରେ ବେଳେବେଳେ ଅନେକ ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଲୋକେ ବାରମ୍ବାର ଦେଖିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମା’ ନିଜ ପିଲାମାନଙ୍କ ସହିତ ଖେଳୁଛନ୍ତି। ଏହି ଖେଳ…

କୁଆଁରପୂନେଇଁ ସଜ

କୁଅଁାରପୂନେଇଁ ଦିନ ଝିଅମାନେ ନୂଆ ପୋଷାକ ପିନ୍ଧି ସଜେଇ ହୁଅନ୍ତି। ସକାଳୁ ଆଞ୍ଜୁଳିଟେକା ଏବଂ ସନ୍ଧ୍ୟାରେ ଚାନ୍ଦପୂଜା କରି ସାଙ୍ଗସାଥୀଙ୍କ ମେଳରେ ବେଶ୍‌ ମଜାମସ୍ତି କରନ୍ତି। ଆଉ ଏମିତିରେ ପରସ୍ପର ଭିତରେ କାହା ପୋଷାକ କେତେ ସୁନ୍ଦର ତାକୁ ନେଇ ହୁଏ…

ଜେଜେମା’ଙ୍କ କାନ୍ଧରେ ୨ ନାତିଙ୍କ ଭବିଷ୍ୟତ

କୋରାପୁଟ,୯।୧୦(ସ୍ବ.ପ୍ର.): ଦୁଇ ନାତିଙ୍କ ଭବିଷ୍ୟତ ପାଇଁ ଦିନ ରାତି ଏକକରି ରାସ୍ତାକଡରେ ମକା ବିକ୍ରିକରି ପରିବାର ଚଳାଉଛନ୍ତି ଜେଜେମା’। ସେଥିରୁ ଯାହା ରୋଜଗାର ହେଉଛି ଦୁଇ ନାତିଙ୍କ ସମେତ ସେ ଦୁଃଖ କଷ୍ଟରେ ଚଳିଯାଉଛନ୍ତି। ବୟସର ଅପରାହ୍ନରେ ପହଞ୍ଚତ୍ଥିଲେ ମଧ୍ୟ ଦୁଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri