Home Left

ଜୀବନ ବଞ୍ଚାଇବ ପିଏଲ୍‌ଏକ୍ସ-ଆର୍‌୧୮

ଜେରୁଜେଲମ/ମସ୍କୋ/ଓ୍ବାଶିଂଟନ୍‌, ୧୨।୧୦: ୬୦ ବର୍ଷ ପୂର୍ବେ ଆଣବିକ ଯୁଦ୍ଧର ଦ୍ୱାରଦେଶରେ ପହଞ୍ଚିଯାଇଥିଲା ବିଶ୍ୱ। ପାରମ୍ପରିକ ଶତ୍ରୁ ତଥା ଦୁଇ ଶକ୍ତିଶାଳୀ ରାଷ୍ଟ୍ର ରୁଷିଆ ଏବଂ ଆମେରିକା ମଧ୍ୟରେ ବିବାଦ ଏକ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା। ୧୯୬୨ରେ କାରିବିଆନ ସାଗରରେ ଥିବା…

ୟୁକ୍ରେନ୍‌ରେ ପୁଣି ବୋମା ବର୍ଷା

କିଭ୍‌, ୧୨।୧୦: କ୍ରିମିଆର କର୍ଚ ବ୍ରିଜ୍‌ ବିସ୍ଫୋରଣରେ ପ୍ରତିଶୋଧ ପରାୟଣ ହୋଇ ରୁଷିଆ ୟୁକ୍ରେନ୍‌ ଉପରେ ସୋମବାର ୮୪ ମିଶାଇଲ ଛାଡ଼ିବା ପରେ ମଙ୍ଗଳବାର ମଧ୍ୟ ଏହି ପୂର୍ବ ୟୁରୋପୀୟ ଦେଶର ବିଭିନ୍ନ ସହରରେ ବୋମା ବର୍ଷା କରିଛି। ୟୁକ୍ରେନ୍‌ର ଶକ୍ତି…

ନ୍ୟୁଜିଲାଣ୍ଡ ତଟରେ ୫ଶହ ମୃତ ତିମି

ଓ୍ବେଲିଂଟନ୍‌, ୧୨।୧୦: ନ୍ୟୁଜିଲାଣ୍ଡର ଛଥାମ ଦ୍ୱୀପପୁଞ୍ଜରେ ୫ଶହ ପାଇଲଟ ତିମିଙ୍କ ମୃତଦେହ ମିଳିଛି। ସ୍ଥାନୀୟ ପ୍ରଶାସନ ସାର୍କ ଫିଲ୍ଡ ଓ୍ବାଟରରେ ହ୍ବେଲ୍‌ମାନଙ୍କ ଉଦ୍ଧାର ପାଇଁ ଯୋଜନା କରିଛନ୍ତି। ଶୁକ୍ରବାର ସମୁଦ୍ର ତଟରୁ ୨୫୦ ହ୍ବେଲ୍‌ଙ୍କ ମୃତଦେହ ମିଳିଥିବାବେଳେ ସୋମବାର ସମାନ ସ୍ଥାନରେ…

ଜେନ୍‌ ଜେଡ୍‌ର ଯୁଦ୍ଧଂଦେହି

ଜେରୁଜେଲମ୍‌,୧୨।୧୦: ୧୯୯୬ରେ ପ୍ରତିଷ୍ଠିତ ଓ୍ବାଶିଂଟନର ପିଉ ରିସର୍ଚ୍ଚ ସେଣ୍ଟର ବିଶ୍ୱରେ ପରିବର୍ତ୍ତନ ଆଣୁଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ମନୋଭାବ ଓ ଧାରାକୁ ନେଇ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିବାରେ ସୁନାମ ଅର୍ଜିଛି। ଏହି କ୍ରମରେ ଉକ୍ତ ସଂସ୍ଥା ପିଢ଼ିଗତ ଅନୁଧ୍ୟାନ କରି…

ଆମେରିକାର ଗୋଲ୍‌ ବର୍ଷା

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌। ଭାରତ ଏହାର ପ୍ରଥମ ମ୍ୟାଚରେ ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଆମେରିକା ସମକକ୍ଷ ପ୍ରଦର୍ଶନ କରିପାରିନାହିଁ। ଆମେରିକା ଗୋଲ ବର୍ଷା କରି ଘରୋଇ ଦଳକୁ…

ତଳମୁହାଁ ଅର୍ଥନୀତି: ମାନ୍ଦାବସ୍ଥା ଜଳଜଳ

ନୂଆଦିଲ୍ଲୀ,୧୨।୧୦: କୋଭିଡ୍‌-୧୯ ମହାମାରୀ ବିଶ୍ୱ ଅର୍ଥନୀତିକୁ ବହୁ ତଳକୁ ଟାଣିନେବା ପରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଓ ଅନ୍ୟ ରପ୍ତାନିକାରୀ ରାଷ୍ଟ୍ରଗୁଡ଼ିକରେ ଲାଗିରହିଥିବା ସଂଘର୍ଷ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଏହି ପୃଷ୍ଠଭୂମିରେ ଭାରତ ସମେତ ବିଭିନ୍ନ ଦେଶରେ…

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଉଦ୍‌ଘାଟିତ

ଭୁବନେଶ୍ୱର, ୧୨।୧୦ (କ୍ରୀଡ଼ା ପ୍ରତିନିଧି): ଭାରତ ଏବଂ ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ଦେଶରେ ପ୍ରଥମଥରପାଇଁ ଆୟୋଜିତ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ। ଟୁର୍ନାମେଣ୍ଟରେ ଭାରତ ମଧ୍ୟ ଡେବ୍ୟୁ କରିଛି। କଳିଙ୍ଗ…

ଏହି ମହାନ କ୍ରିକେଟର ହେବେ ଆଗାମୀ ବିସିସିଆଇ ଅଧ୍ୟକ୍ଷ, ଜାଣନ୍ତୁ ଗାଙ୍ଗୁଲୀ-ଜୟ ଶାହାଙ୍କ କ’ଣ ହେବ…

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)କୁ ମିଳିବ ନୂତନ ଅଧ୍ୟକ୍ଷ। ଏହାଛଡ଼ା ବୋର୍ଡର ଆଉ କିଛି ପଦରେ ନିର୍ବାଚନ ହେବ। ଏଥିନେଇ ମଙ୍ଗଳବାର ନାମାଙ୍କନ ଦାଖଲ କରାଯାଉଛି। ଅକ୍ଟୋବର ୧୮ ମଧ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ୧୯୮୩ ବିଶ୍ୱକପ୍‌ ବିଜେତା…

ହାତକୁ ଦୁଇ ହାତ ହେବେ କିଆରା-ସିଦ୍ଧାର୍ଥ !

ବମ୍ବେ: ଦୀର୍ଘ ୩ ବର୍ଷର ଡେଟିଂ ଖବର ପରେ ନିକଟରେ ସମ୍ପର୍କ ଉପରେ ମୋହର ମାରିଥିଲେ ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀ। ଏବେ ଉଭୟ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି। ରିପୋର୍ଟ ମୁତାବକ ଉଭୟ…

କାର୍ତ୍ତିକ ମାସରେ ପୂଜୁଛନ୍ତି କି ତୁଳସୀ? କଦାପି କରନ୍ତୁ ନାହିଁ ଏସବୁ ଭୁଲ…

କାର୍ତ୍ତିକ ମାସକୁ ଧର୍ମର ମାସ ବୋଲି କୁହାଯାଏ। କୁହାଯାଏ ଏହି ମାସରେ ଭଗବାନ ବିଷ୍ଣୁ ଯୋଗନିଦ୍ରାରୁ ଉଠିଥାନ୍ତି। ସୃଷ୍ଟିରେ ଆନନ୍ଦ ଏବଂ କୃପାର ବର୍ଷା ହୁଏ। ମା’ ଲକ୍ଷ୍ମୀ ମଧ୍ୟ ପୃଥିବୀ ଭ୍ରମଣରେ ଆସିଥାନ୍ତି। ଭକ୍ତଙ୍କୁ ଧନଧାନ୍ୟରେ ପୂର୍ଣ୍ଣ କରିଥାନ୍ତି। ଏହି…

ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏହି ନାମର ଯୁବତୀ; ଲକ୍ଷ୍ମୀଙ୍କର ଥାଏ ବିଶେଷ କୃପା

କୁହାଯାଏ ଯେ ନାମର ପ୍ରଥମ ଅକ୍ଷର ଯେକୌଣସି ବ୍ୟକ୍ତିଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ଉପରୁ ପରଦା ହଟାଇଥାଏ। ଏହାର କାରଣ ହେଉଛି ଅଧିକାଂଶ ଲୋକଙ୍କ ନାମ ସେମାନଙ୍କର ଜନ୍ମ ରାଶି ଅନୁଯାୟୀ ରଖାଯାଇଥାଏ। ଜନ୍ମ ସମୟରେ ଅବସ୍ଥିତ ଥାନ୍ତି…

ଶେହେନ୍‌ଶାହଙ୍କ ଲାଗି ବାଦ୍‌ଶାହଙ୍କ ସ୍ବତନ୍ତ୍ର ବାର୍ତ୍ତା: ଆମ ନାତି ନାତୁଣୀଙ୍କର ମଧ୍ୟ ମନୋରଞ୍ଜନ କରନ୍ତୁ

ବମ୍ବେ: ନିଜର ୮୦ତମ ଜନ୍ମଦିନ ପାଳନ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏମିତିରେ ଏହି ବର୍ଷଟି ତାଙ୍କ ପାଇଁ ବହୁତ ଖାସ୍‌। ଏହି ସ୍ବତନ୍ତ୍ର ଦିନକୁ ଅଧିକ ସ୍ମରଣୀୟ କରିବା ଲାଗ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। କିଙ୍ଗଖାନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri