Home Left

ଖଣ୍ଡିଆଗୁଡ଼ାରେ ୧୩ ଦିନରେ ୬ ଜଣଙ୍କ ମୃତ୍ୟୁ

ତେନ୍ତୁଳିଖୁଣ୍ଟି,୧୨୧୦(ଡି.ଏନ୍‌.ଏ.):  ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଆଗୁଡ଼ା ଗ୍ରାମ ପରଜା ସାହିରେ ୧୩ ଦିନ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେପ୍ଟେମ୍ବର ୨୯ରେ ପ୍ରଥମେ ଚନ୍ଦ୍ରମା ଜାନିଙ୍କ ମୃତ୍ୟୁ ଘଟିଥିଲା। ପରେ ଅକ୍ଟୋବର ୧ ରେ ଗୋରୀ…

ବିଜୟ ସହ ବ୍ରାଜିଲର ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି): ଭାରତ ଓ ଓଡ଼ିଶାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ମରକ୍କୋକୁ ୧-୦ ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି…

ଚର୍ଚ୍ଚାରେ ସରପଞ୍ଚ ପ୍ରାର୍ଥୀଙ୍କ ପୋଷ୍ଟର

ଚଣ୍ଡିଗଡ: ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଭୋଟ ହାତେଇବା ପାଇଁ ଲୋକଙ୍କୁ ନାନା ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଥାନ୍ତି। ସେହିପରି ହରିୟାଣାର ସିରସାଢ଼ ଗ୍ରାମରେ ହେବାକୁ ଥିବା ସରପଞ୍ଚ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜୟକରଣ ଲାଥଓ୍ବାଲ…

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା

ଫୁଲବାଣୀ ଅଫିସ/ବାଲିଗୁଡ଼ା/ ରାଇକିିଆ(ଡି.ଏନ୍‌.ଏ.), ୧୨।୧୦: କନ୍ଧମାଳ ଜିଲା ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତର ତଡ଼ବାଡ଼ି ଗ୍ରାମ ମୁଖ୍ୟରାସ୍ତା ପାଶର୍‌ବ ଏକ ବୁଦା ମୂଳରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ସେ ହେଲେ ସାରଙ୍ଗଡ଼ ପଞ୍ଚାୟତ କୁଳପଦର ଗ୍ରାମର ଟଟେ ମଲ୍ଲିକଙ୍କ…

ଆଜି ରାଜ୍ୟରେ ୧୦୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୦ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪୨ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା…

ଆଗକୁ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ

ଲଣ୍ଡନ: ଆଗକୁ ବିଶ୍ୱରେ ଗ୍ରୀଷ୍ମ ପ୍ରବାହର ମାତ୍ରା ବଢ଼ିବା ଫଳରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ। ଲୋକେ ଧରାପୃଷ୍ଠରେ ବାସ କରିବା ଏକପ୍ରକାର କଷ୍ଟକର ହୋଇପଡ଼ିବ ବୋଲି ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି। ଆଫ୍ରିକାର ସହେଲ, ଏସିଆର…

‘ରାମ ସେତୁ’ ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମ ସେତୁ’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ଅକ୍ଷୟଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ଓ ନୁଶରତ୍‌ ଭରୁଚା। ପ୍ରସିଦ୍ଧ ରାମ ସେତୁ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବସିତ।…

ଏୟାରଟେଲ୍‌ଠାରୁ ଜିଓର ସ୍ପିଡ୍‌ ୩ ଗୁଣା ଅଧିକ

ନୂଆଦିଲ୍ଲୀ,୧୨।୧୦: ରିଲାଏନ୍ସ ଜିଓ ୫ଜି ସ୍ପିଡ୍‌ ପରୀକ୍ଷଣରେ ପାଖାପାଖି ୬୦୦ ଏମ୍‌ବିପିଏସ୍‌ ସ୍ପିଡ୍‌ ହାସଲ କରିଛି। ଏପରିକି ନିକଟରେ ଶୁଭାରମ୍ଭ କରାଯାଉଥିବା ୫ଜି ସେବାର ଡାଉନ୍‌ଲୋଡ୍‌ ସ୍ପିଡ୍‌ ୫୦୦ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ପହଞ୍ଚିଛି ବୋଲି ଓକ୍‌ଲା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ…

ସୁରଙ୍କୁ ଏଣ୍ଟ୍ରି ମିଳିଲାନି

ଭୁବନେଶ୍ୱର,୧୨।୧୦(ସ୍ପୋର୍ଟସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ(ସୁର)ଙ୍କୁ ଏଣ୍ଟ୍ରି ମିଳିନାହିଁ। ସୁରକ୍ଷା ଦାୟିତ୍ୱରେ ରହିଥିବା ଜନୈକ ବିଦେଶୀ ସୁରକ୍ଷାକର୍ମୀ ତାଙ୍କୁ ଗେଟ୍‌ରେ ପ୍ରବେଶ କରାଇ ଦେଇ ନ ଥିଲେ।…

ସୋଚ୍‌ର ନୂଆ ଫେଷ୍ଟିଭ କଲେକ୍ସନ

ନୂଆଦିଲ୍ଲୀ,୧୨।୧୦: ଚଳିତ ପାର୍ବଣ ଉପଲକ୍ଷେ ସୋଚ୍‌ ପକ୍ଷରୁ ଆକର୍ଷଣୀୟ ନୂଆ ଫେଷ୍ଟିଭ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ସିଲ୍କ, ସିଲ୍କ ବ୍ଲେଣ୍ଡ୍‌, ଆର୍ଟ ସିଲ୍କ, ଅର୍‌ନେଟ୍‌ ବ୍ରୋକେଡ୍‌, ଚନ୍ଦେରି ଓ ଜର୍ଜେଟ୍‌ ଭଳି ସୁନ୍ଦର ଓ ସମୃଦ୍ଧ ଫ୍ୟାବ୍ରିକ୍‌ର…

ନଭେମ୍ବର ଦ୍ୱିତୀୟ ସପ୍ତାହରେ ଓଟିଇଟି

କଟକ ଅଫିସ, ୧୨।୧୦: ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦ୍ୱିତୀୟ ଅନୁଷ୍ଠିତ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର ସହର ଭଳି…

୩ ବିଲିୟନ ଡଲାରର ମେଟାଭର୍ସ ନିର୍ମାଣ କରିବ ଟ୍ରାନ୍ସଲୁସିଆ

ନୂଆଦିଲ୍ଲୀ,୧୨।୧୦: ଟି ଆଣ୍ଡ୍‌ ବି ମିଡିଆ ଗ୍ଲୋବାଲ (ଥାଇଲାଣ୍ଡ)ର ଏକ ସହାୟକ କମ୍ପାନୀ ଟ୍ରାନ୍ସଲୁସିଆ ୩ ବିଲିୟନ ଡଲାର ମୂଲ୍ୟର ଏକ ଭର୍ଚୁଆଲ ୱାଲର୍‌ଡ ସୃଷ୍ଟି କରିବା ପାଇଁ ମେଟାଭର୍ସ ଏଲିମେଣ୍ଟ ସହ ଏକ ବିସ୍ତୃତ ଇକୋସିଷ୍ଟମ ନିର୍ମାଣ କରିବା ଲାଗି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri