Home Left

ହାଇକୋର୍ଟରେ ବଢ଼ିଛି ମାମଲା ଫଇସଲା ହାର

କଟକ ଅଫିସ,୧୨।୧୦: ନ୍ୟାୟିକ ବ୍ୟବସ୍ଥାରେ କରୋନା ମହାମାରୀ ବିରାଟ ପରିବର୍ତ୍ତନ ଆଣିଛି। ଭର୍ଚୁଆଲ କୋର୍ଟ ବ୍ୟବସ୍ଥା ଦ୍ୱାରା ଓକିଲ, ସାକ୍ଷୀ ଆଦି ଅଦାଲତକୁ ନ ଆସି ଭର୍ଚୁଆଲ ମାଧ୍ୟମରେ ହାଜର ହେବା ଫଳରେ ମାମଲାର ଶୁଣାଣି ଅଧିକ କ୍ରିୟାଶୀଳ ହୋଇପାରିଛି। ଫଳରେ…

ଆମେରିକା, ଲଣ୍ଡନ, ଦୋହାକୁ ଉଡ଼ିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୨।୧୦: ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍‌ ଅଧିଗ୍ରହଣ କରିବା ପରେ ଅନେକ ବଡ଼ ପରିବର୍ତ୍ତନ କରାଯାଉଛି। ଏପରିକି ଚଳିତ ବର୍ଷ ଅକ୍ଟୋବର ୩୦ରୁ ଦେଶର ପ୍ରମୁଖ ସହରରୁ ଅନେକ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବ ବୋଲି ଜଣାପଡ଼ିଛି। ଆମେରିକା, ଦୋହା ଏବଂ…

କୋମ୍ବିଂ ବେଳେ ମହିଳା ମାଓବାଦୀଙ୍କ ମୃତ୍ୟୁ

ଫୁଲବାଣୀ ଅଫିସ, ୧୨।୧୦: କିଛି ଦିନର ନୀରବତା ପରେ କନ୍ଧମାଳ ଜିଲାରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ବାଲିଗୁଡା ଥାନା ଅଞ୍ଚଳର ପୋଖରୀବନ୍ଧ ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ଏସ୍‌ଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ…

ଚାର୍ଜଫ୍ରେମ୍‌ ପାଇଁ କୋର୍ଟରେ ହାଜର ହେଲେ ୬ ଅଭିଯୁକ୍ତ

ଭଦ୍ରକ ଅଫିସ,୧୨।୧୦: ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ୬ ଅଭିଯୁକ୍ତଙ୍କୁ ଚାର୍ଜଫ୍ରେମ୍‌ ପାଇଁ ମଙ୍ଗଳବାର ଭଦ୍ରକ ଜିଲା ଅଦାଲତରେ ହାଜର କରାଯାଇଛି। ଜେଲରୁ କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ…

ନଭେମ୍ବର ୨୩ରୁ ଦଶମ ଏସ୍‌ଏ-୧ ପରୀକ୍ଷା

କଟକ ଅଫିସ, ୧୨।୧୦ : ଆସନ୍ତା ନଭେମ୍ବର ୨୩ରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଥମ ସମ୍ମେଟିଭ୍‌ ଆସେସ୍‌ମେଣ୍ଟ(ଏସ୍‌ଏ-୧) ପରୀକ୍ଷା ଆରମ୍ଭ ହେବ। ଏହା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ମିଳିଛି।…

କଂଗ୍ରେସ ଗଠନ କଲା କମିଟି

ଭୁବନେଶ୍ବର,୧୨।୧୦(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସମ୍ପ୍ରତି କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଛି। ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ‘ଭାରତ ଯୋଡ଼ୋ(ପରିବର୍ତ୍ତନ) ଯାତ୍ରା’ ଆସନ୍ତା ୩୧ ତାରିଖ ଭୁବନେଶ୍ୱର…

ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ

ବୌଦ୍ଧ/ମନମୁଣ୍ଡା/କଣ୍ଟାମାଳ,୧୨।୧୦(ସ୍ବ.ପ୍ର./ଡି.ଏନ.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ଗୁନ୍ଦୁଲିଆ ପଞ୍ଚାୟତର ସାଲେଇପଡା ଗ୍ରାମରେ ବେଆଇନ ଭାବେ ଚାଲିଥିବା ଏକ ବନ୍ଧୁକ କାରଖାନା ଉପରେ ମନମୁଣ୍ଡା ପୋଲିସ ଚଢ଼ାଉ କରି ଦେଶୀ ବନ୍ଧୁକ, ପିସ୍ତଲ ଓ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି।…

କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ଏକକାଳୀନ କେନ୍ଦୁଝର, ତେଲକୋଇ ସମେତ…

ବସୁଧା ଟାଙ୍କିକୁ ଚଢ଼ିଗଲା ଭାଲୁ , ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ଭାଲୁକୁ…

ଇତିହାସ ଲୁଚାଉଛନ୍ତି ପ୍ରଧାନମନ୍ତ୍ରୀ: ଜୟରାମ

କାନପୁର,୧୨।୧୦: କଶ୍ମୀର ପ୍ରସଙ୍ଗରେ ନେହେରୁଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ଉପରେ ପୁଣିଥରେ ପରଦା ଢାଙ୍କିବାକୁ ଉଦ୍ୟମ କରିଛନ୍ତି। ବାସ୍ତବ କଥା କ’ଣ ତାହା ଦେଶବାସୀଙ୍କୁ ଭଲ ଭାବେ ଜଣା ବୋଲି ମଙ୍ଗଳବାର କଂଗ୍ରେସ କହିଛି। ଗୁଜରାଟ ଗସ୍ତରେ…

ଆତ୍ମହତ୍ୟା କଲେ ମୁଲାୟମଙ୍କ ସମର୍ଥକ

କାନପୁର, ୧୨।୧୦: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକରେ ମ୍ରିୟମାଣ ହୋଇ ତାଙ୍କର ଜଣେ ସମର୍ଥକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ କାନପୁରର ରାଜେଶ କୁମାର ଯାଦବ। ରାଜେଶ ଜାମସେଦପୁରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସୋମବାର…

ଗର୍ଭସ୍ଥ ଶିଶୁକୁ ହରାଇଲେ ମହିଳା

ବେଙ୍ଗାଲୁରୁ,୧୨।୧୦: ଜଗଦୀଶ ଗୌଡ଼ା କର୍ନାଟକର ଚିକ୍କାମାଗଲୁରୁ ଜିଲାରେ ଭାଜପାର ଜଣେ ଦୃଢ଼ ସମର୍ଥକ ଭାବେ ଜଣାଶୁଣା। ସେ ୧୬ ଜଣ ଦଳିତଙ୍କୁ ନିଜ କଫି ବଗିଚାରେ ୧୫ ଦିନ ଧରି ଅଟକ ରଖି ଅକଥନୀୟ ନିର୍ଯାତନା ଦେଇଥିଲେ। ସେମାନଙ୍କ ମଧ୍ୟରେ ଜଣେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri