Home Left

ଗ୍ଲାମରସ୍‌ ଲୁକ୍‌ରେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ବିବାହ ପରେ ପ୍ରଥମ ଥର ପାଇଁ ଗ୍ଲାମରସ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଅଭିନୀତ ଏକ୍ସେଲ ଏଣ୍ଟରଟେନ୍‌ମେଣ୍ଟର ‘ଫୋନ ଭୂତ୍‌’ର ଟ୍ରେଲର୍‌ ବେଶ୍‌ ପ୍ରଶଂସିତ ହୋଇଛି। ଫିଲ୍ମର ଟ୍ରେଲର ଦେଖିବା…

ରେସଲର ସାଗର ଧନକର ହତ୍ୟା ମାମଲା: ସୁଶୀଲ କୁମାରଙ୍କ ନାଁରେ ଚାଲିବ ହତ୍ୟା ମାମଲା

ନୂଆଦିଲ୍ଲୀ,୧୨।୧୦: ରେସଲର ସାଗର ଧନକର ହତ୍ୟା ମାମଲାରେ ରେସଲର ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ କୋର୍ଟ। ସୁଶୀଲ କୁମାରଙ୍କ ସହ ୧୭ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଦିଲ୍ଲୀର…

ପୁଣି ୟୁକ୍ରେନ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କିଭ୍‌,୧୨।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପୁଣି ତୀବ୍ର ହୋଇଛି। ବୁଧବାର ରୁଷିଆ ସେନା ୟୁକ୍ରେନର ଆଭିଡିଭକା ଉପରେ ମିଶାଇଲ ମାଡ଼ କରିଛି। ଏହି ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ଗତ ଅକ୍ଟୋବର…

ଦର୍ଶକ ଭର୍ତ୍ତି ଷ୍ଟାଡିୟମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଯୁବକ ପାଇଲେ ପାନେ, ଭିଡିଓ ଦେଖିଲେ…

ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓକୁ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଜଣେ ଯୁବକ ଦର୍ଶକ ଭର୍ତ୍ତି ହୋଇଥିବା ଷ୍ଟାଡିୟମରେ ଜଣେ ଯୁବତୀଙ୍କୁ…

‘ଶଶି ଥରୁରଙ୍କୁ ମୋ ସହ ତୁଳନା କର ନାହିଁ’

ନୂଆଦିଲ୍ଲୀ,୧୨।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଉ ଖୁବ୍‌ କମ୍‌ ସମୟ ରହିଛି। ଦୁଇ ପ୍ରାର୍ଥୀ ଶଶି ଥରୁର ଏବଂ ମଲିକାର୍ଜୁନ ଖାର୍ଗେ ଜୋରସୋରରେ ପ୍ରଚାର କରୁଛନ୍ତି। ଏହି ସମୟରେ ଖାର୍ଗେଙ୍କୁ ଥରୁରଙ୍କ ଘୋଷଣାନାମା ବିଷୟରେ ପଚରାଯିବାରୁ ସେ କହିଛନ୍ତି, ତାଙ୍କୁ…

ରଣବୀରଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂ ଇଣ୍ଡଷ୍ଟ୍ରିର ପାଓ୍ବାରଫୁଲ କପଲ୍‌ଙ୍କ ମଧ୍ୟରୁ ଅନ୍ୟତମ। କିନ୍ତୁ, କିଛି ଦିନ ହେବ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଉଭୟ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ…

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଅଫିସ ସମ୍ମୁଖରେ ସିପିଆଇର ଧାରଣା

ସୁନ୍ଦରଗଡ଼,୧୨ା୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ସମସ୍ତ ଖଣି ଖାଦାନ ଓ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି, ଜିଲା ଖଣିଜ ପାଣ୍ଠିର ସଦ୍‌ ବିନିଯୋଗ, ଧାନମଣ୍ଡିରେ କଟ୍‌ନି ଛଟ୍‌ନି ବନ୍ଦ ଆଦି ଦାବି ନେଇ ବୁଧବାର ସିପିଆଇ ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ…

ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି

ନୂଆଦିଲ୍ଲୀ,୧୨।୧୦: ରେଳ କର୍ମଚାରୀଙ୍କୁ ବୋନସ ଦେବାକୁ ମୋଦି କ୍ୟାବିନେଟ ବୁଧବାର ନିଷ୍ପତ୍ତି ନେଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ। ୧୧.୨୭ ଲକ୍ଷ ରେଳ…

ନୂଆ ଲୁକ୍‌ରେ ବିରାଟ କୋହଲି

ସିଡନୀ,୧୨।୧୦: ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହାର ଯଥେଷ୍ଟ ପୂର୍ବରୁ ଭାରତୀୟ ଦଳ ସେଠାରେ ପହଞ୍ଚିଛି। ଭାରତୀୟ ଖେଳାଳିମାନେ ମଧ୍ୟ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳି ଜିତିଥିଲେ। ଏହାପରେ ଭାରତୀୟ ଦଳକୁ ଗୋଟିଏ…

ଭାରତର ଏହି ଖେଳାଳିଙ୍କୁ ଏବି ଡି ଭିଲିୟର୍ସଙ୍କ ସହ ତୁଳନା କଲେ ଷ୍ଟେନ୍‌; କହିଲେ ବିଶ୍ୱକପ୍‌ରେ ଚମକିବେ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସର ଡାଲ୍‌ ଷ୍ଟେନ୍‌। ସୂର୍ଯ୍ୟକୁମାର ଜଣେ ମହାନ ଖେଳାଳି ଯିଏ କି ପଡ଼ିଆର ସବୁ ଦିଗରେ ଶଟ୍‌ ମାରିବାରେ ସକ୍ଷମ। ଏପରିକି ତାଙ୍କୁ ଖେଳୁଥିବାର…

ଟିମ୍‌ ଇଣ୍ଡିଆକୁ ଆଉ ଏକ ଝଟ୍‌କା: ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଏହି ଦ୍ରୁତ ବୋଲର,ଠାକୁରଙ୍କୁ ସୁଯୋଗ

ନୂଆଦିଲ୍ଲୀ,୧୨।୧୦: ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ ଟିମ୍‌କୁ ଟି୨୦ ବିଶ୍ୱକପ୍‌ ୨୦୨୨ ପୂର୍ବରୁ ଲାଗିଛି ଆଉ ଏକ ଝଟ୍‌କା। ରବିନ୍ଦ୍ର ଜାଡେଜା ଏବଂ ଜସପ୍ରିତ ବୁମ୍‌ରାଙ୍କ ପରେ ଏବେ ଦ୍ରୁତ ବୋଲର ଦୀପକ ଚହର ବିଶ୍ୱକପ୍‌ରୁ ବାଦ ପଡ଼ିଛନ୍ତି। ଆଗାମୀ ଟୁର୍ନାମେଣ୍ଟ…

ଝିଅ ସହ ଡେଟିଂ ପାଇଁ ମା’ ରଖିଲେ ଏହି ୫ ସର୍ତ୍ତ, ଜାଣିଲେ…

ପ୍ରତ୍ୟେକ ମାତାପିତା ପିଲାମାନଙ୍କ ସୁରକ୍ଷା ବିଷୟରେ ଚିନ୍ତା କରିଥାନ୍ତି। ମାତାପିତାଙ୍କ ନିକଟରେ ତାଙ୍କ ପିଲା ଯେତେ ବି ବଡ଼ ହେଉନା କାହିଁକି ସବୁବେଳେ ସେମାନେ ପିଲାଙ୍କୁ ଛୋଟ ବୋଲି ଭାବିଥାନ୍ତି। ଅନେକ ମାତାପିତା ଏନେଇ ବହୁତ ସତର୍କ ରୁହନ୍ତି। ସେହିଭଳି ଜଣେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri